ଟଲିଉଡ୍‌ ସୁପରଷ୍ଟାର ବିକ୍ରମଙ୍କ ଫଲ୍ମରେ ଇର୍ଫାନ

ହାଇଦ୍ରାବାଦ୍‌,୧୬।୧୦- ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଏବେ କ୍ୟାରିୟରର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିକ୍ରମଙ୍କ…

ହବିଷିଆଳି ଶିବିରରେ ଅଘଟଣ: ୩ ଗୁରୁତର

ପୁରୀ ଅଫିସ,୧୬।୧୦: ଶ୍ରୀକ୍ଷେତ୍ରରେ ଚାଲିଛି କାର୍ତ୍ତିକ ବ୍ରତ। ଏଠାରେ ଲକ୍ଷାଧିକ ଭକ୍ତ, ହବିଷିଆଳିଙ୍କ ସମାଗମ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଟୁରିଷ୍ଟ କମ୍ପ୍ଲେକ୍ସ, ପୌର କଲ୍ୟାଣ ମଣ୍ଡପ…

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ବିଜେପୁରରେ ଧାରଣା ଦେଲେ ଚିନିକଳ କର୍ମଚାରୀ

ବିଜେପୁର, ୧୬।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବିଜେପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ବରଗଡ଼…

ସରକାରୀ ହସ୍ପିଟାଲରେ ମୃତକଙ୍କ ଆଖି ଖାଇଗଲେ ପିମ୍ପୁଡ଼ି: ୪ ଡାକ୍ତର ନିଲମ୍ବିତ

ଭୋପାଳ,୧୬।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରରେ ସ୍ବାସ୍ଥ୍ୟ ସେବା ଭୁଷୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଶିବପୁରୀର ଜିଲା ହସ୍ପିଟାଲରେ ୫୦ ବର୍ଷ ବୟସ୍କ ଯକ୍ଷ୍ମା ରୋଗୀ…

ପୂର୍ବତନ ଅଲିମ୍ପିକ୍ସ ଚାମ୍ପିୟନଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ

ବୁଦାପେଷ୍ଟ,୧୬।୧୦- ହଙ୍ଗେରୀର ଏକ ସହରର ମେୟର ଭାବେ ପୁନଃ ନିର୍ବାଚିତ ହୋଇଥିବା ପୂର୍ବତନ ଅଲିମ୍ପିକ୍‌ ଚାମ୍ପିୟନ ଜୋଲ୍ଟ ବୋର୍କାଇ ନିଜ ରାଜନୈତିକ ଦଳ ଫିଡେଜରୁ ଇସ୍ତଫା ଦେଇଛନ୍ତି।…

ଦାମଙ୍କ ଇସ୍ତଫା ଦଳ ଉପରେ ପ୍ରଭାବ ପକାଇବ ନାହିଁ: ଅରୁଣ ସିଂ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଭାଜପାରେ ଦାମୋଦର ରାଉତଙ୍କୁ ଅଣଦେଖା କରାଯାଇନାହିଁ। ବରଂ ଦଳ ପକ୍ଷରୁ ତାଙ୍କୁ ସୁଯୋଗ ଦିଆଯାଇଥିଲା। ନିର୍ବାଚନ ଲଢ଼ିବାକୁ ଦଳ ତାଙ୍କୁ ଟିକେଟ ଦେଇଥିଲା। ମାତ୍ର ସବୁବେଳେ…

ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ସ୍ଥାନୀୟ କାକପୋରାଠାରେ ଥିବା ଏକ ଇଟା ଭାଟିରେ ଶ୍ରମିକ କାମ କରୁଥିଲେ। ତାଙ୍କ ନାମ…

ବାମରାରେ ରେଳରୋକୋ: ଆରପିଏଫ୍‌ ପକ୍ଷରୁ କୁଚିଣ୍ଡା ବିଧାୟକଙ୍କୁ ସମନ

ସମ୍ବଲପୁର,୧୬।୧୦ (ବ୍ୟୁରୋ): ଫସଲ ବୀମା ଓ ବିଭିନ୍ନ ଦାବି ନେଇ ବାମରା ଷ୍ଟେଶନରେ ଚାଷୀମାନେ ରେଳରୋକୋ କରିଥିଲେ । ଏହାକୁ ନେଇ ବାମରା ରେଳ ଷ୍ଟେଶନ ଆର୍‌ପିଏଫ…

ଅତ୍ୟାଧୁନିକ ହେବ ଓଡ଼ିଶା ବିଧାନସଭା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଓଡ଼ିଶା ବିଧାନସଭା ହେବ ଭାରତର ସବୁଠାରୁ ଅତ୍ୟାଧୁନିକ ବିଧାନସଭା। ଏଥିପାଇଁ ୪୦୦ କୋଟି ଟଙ୍କା ବ୍ୟୟ ହେବ। ଏନେଇ ସମସ୍ତ ପ୍ରୟାସ ଆରମ୍ଭ ହୋଇଛି ବୋଲି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପାଇବା ପରେ ଶେଷଦେବଙ୍କ ସହାୟତା ପାଇଁ ପହଞ୍ଚିଲା ବ୍ଲକ ପ୍ରଶାସନ

ସମ୍ବଲପୁର/ରେଙ୍ଗାଲି, ୧୬।୧୦(ବ୍ୟୁରୋ/ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ବ୍ରାହ୍ମଣୀପାଲି ହାଡଗୁଡ଼ିଆ ପଡ଼ାର ଶେଷଦେବ ରୋହିଦାସଙ୍କ ପରିବାର ଦୁଃଖକଷ୍ଟରେ ଚଲୁଥିବା ବେଳେ ଦିବ୍ୟାଙ୍ଗ ଝିଅ କେଶରୀ ରୋହିଦାସ (୨୩),…