ସାରାଙ୍କ ପରେ ଏବେ ଜାହ୍ନବୀଙ୍କ ନିକଟତର ହେଉଛନ୍ତି କାର୍ତ୍ତିକ

ସାରା ଅଲ୍ଲୀ ଖାନ୍‌ଙ୍କଠାରୁ ବ୍ରେକ୍‌ ହେବା ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବେ ଜାହ୍ନବୀ କପୁରଙ୍କ ନିକଟତର ହେଉଛନ୍ତି। ଉଭୟ ଫିଲ୍ମ ଦୋସ୍ତାନା-୨ରେ ନଜର ଆସିବେ ବୋଲି…

ଏନ୍‌ଏଲ୍‌ସି ଇଣ୍ଡିଆ ପାଓ୍ବାରପ୍ଲାଣ୍ଟ ଜନଶୁଣାଣିକୁ ହିରିମା ପଞ୍ଚାୟତବାସୀଙ୍କ ବିରୋଧ

ଝାରସୁଗୁଡ଼ା ଅଫିସ/ଲଖନପୁର,୨୨।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ହିରିମା ପଞ୍ଚାୟତରେ ନେଭେଲ୍‌ ଲିଗ୍‌ନାଇଟ୍‌ କର୍ପୋରେଶନ୍‌ ଇଣ୍ଡିଆ ଲିମିଟେଡ୍‌(ଏନ୍‌ଏଲ୍‌ସିଆଇଏଲ୍‌)ନାମକ ଏକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ନିର୍ମାଣ କରିବାପାଇଁ କମ୍ପାନୀ ପ୍ରସ୍ତାବ ରଖିଛି।…

ରେଳ ବୋର୍ଡ ଅଧ୍ୟକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଫାଟକ ବନ୍ଦ ଫଳରେ ଆମ୍ବୁଲାନ୍ସ ଅଟକି ରହିବା ଯୋଗୁ ସାପ କାମୁଡାରେ ଗୁରୁତର ଥିବା ରେଖା ବାଗ ନାମ୍ନୀ ଜଣେ…

ଗୋଟିଏ ମାଛ ବଦଳାଇଦେଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ

ରିଓ,୨୨।୧୦:ସମୁଦ୍ରରୁ ଏକ ମାଛ ଧରି ମାଲାମାଲ ହୋଇଯାଇଛନ୍ତି ଜଣେ ମତ୍ସ୍ୟଜୀବୀ। ବ୍ରାଜିଲର ଆମାଜନ ଷ୍ଟେଟ୍‌ସ୍ଥିତ ଆମନା ସସ୍‌ଷ୍ଟେନେବଲ୍‌ ଡେଭଲୋପମେଣ୍ଟ ରିଜର୍ଭରୁ ମାଛଟିକୁ ଧରାଯାଇଛି। ଏହି ମାଛଟିର ନାଁ…

ଜଣେ ମହିଳାଙ୍କୁ ବିବାହ କରିବା ଯେଉଁଠି ଅପରାଧ…

ଦୁନିଆରେ ଏମିତି ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ଆଇନ ପ୍ରଚଳିତ। ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଆଇନ ଅନୁସାରେ ଅପରାଧ। ଇରିଟ୍ରିୟାରେ ପୁରୁଷମାନଙ୍କ ପାଇଁ ଦୁଇଟି…

ବାଲିଗୁଡ଼ା ବସଷ୍ଟାଣ୍ଡରୁ ୧୯ ଯୁବତୀଯୁବକ ଉଦ୍ଧାର: ଜଣେ ଦଲାଲ ଗିରଫ

ବାଲିଗୁଡ଼ା,୨୨।୧୦: କନ୍ଧମାଳ ଜିଲା ବାଲିଗୁଡ଼ା ବସଷ୍ଟାଣ୍ଡରୁ ୧୯ ଯୁବତୀଯୁବକଙ୍କୁ ଚାଲାଣ ବେଳେ ବାଲିଗୁଡ଼ା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ଜଣେ ଦଲାଲଙ୍କୁ ଗିରଫ କରି…

ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ରାଏବରେଲି,୨୨।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଉତ୍ତର ପ୍ରଦେଶରେ ଅପରାଧ ବେଳକୁ…

ବୀରଗୋବିନ୍ଦପୁର ଛକରେ ଦୁର୍ଘଟଣା: ଓଲଟିଲା ବସ୍‌; ଜଣେ ମୃତ, ୨୦ ଆହତ

ସାକ୍ଷୀଗୋପାଳ,୨୨।୧୦(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସାକ୍ଷୀଗୋପାଳ ନିକଟବର୍ତ୍ତୀ ବୀରଗୋବିନ୍ଦପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ବସ୍‌କୁ ବାଇକ ଧକ୍କା ଦେଇଛି। ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ…

ରାସ୍ତାରେ ପୁଅମାନେ କମେଣ୍ଟ କଲେ ମା’ବାପାଙ୍କ ଉପରେ ରାଗୁଥିଲେ ଏହି ଅଭିନେତ୍ରୀ

୨୦୧୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲେଡିଜ୍‌ ଭର୍ସେଜ୍‌ ରିକି ବହଲ’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସାନ ଭଉଣୀ ପରିଣୀତି ଚୋପ୍ରା…

ଦୀପାବଳିରେ ଘର ସଜାନ୍ତୁ ରଙ୍ଗୋଲିରେ

ଦୀପାବଳିକୁ ଆଲୋକର ପର୍ବ କୁହାଯାଉଥିଲେ ସୁଦ୍ଧା ଏହି ଦିନକୁ ଘରକୁ ରଙ୍ଗୋଲି ବା ମୁରୁଜରେ ଅନେକ ଲୋକ ସଜାଇବାକୁ ପସନ୍ଦ କରିଥାଆନ୍ତି। ରଙ୍ଗୋଲି ସଂସ୍କୃତ ଶବ୍ଦ ‘ରଙ୍ଗାବଳି’ରୁ…