ଦୁଷ୍ୟନ୍ତଙ୍କ ପାଇଁ ଖୁସି ଖବର: ଅଜୟଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ଭାଜପାକୁ ସମର୍ଥନ ଦେବାର ୨୪ ଘଣ୍ଟା ନ ପୁରୁଣୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତଙ୍କ ପାଇଁ ଆସିଛି ଖୁସି ଖବର। ତିହାର ଜେଲ୍‌ରେ…

ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଜିଲା ସଦର ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟରେ…

ଅଘଟଣ ଏଡ଼ାଇବାକୁ ଦୀପାବଳିରେ ଜଗିବେ ୫ ହଜାର ଆଗ୍ନିକ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ରବିବାର ଆଲୋକର ପର୍ବ ଦୀପାବଳି। ଏହି ସମୟରେ କୌଣସି ପ୍ରକାର ଅଘଟଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ତେବେ ସୁରକ୍ଷିତ ଦୀପାବଳି ପାଇଁ…

ଧନତେରାସ୍‌ରେ ଲକ୍ଷେ ୩୦ ହଜାର ସରକାରୀ କର୍ମଚାରୀଙ୍କ ଜମାଖାତାକୁ ଗଲାନି ଦରମା: ଆଇଏମ୍‌ଏଫ୍‌ଏସ୍‌ ସର୍ଭର ଡାଉନ୍‌

ଭୋପାଳ,୨୬।୧୦: ଧନତେରାସ୍‌ରେ ମଧ୍ୟପ୍ରଦେଶର ଲକ୍ଷେ ୩୦ ହଜାର ସରକାରୀ କର୍ମଚାରୀଙ୍କ ଜମା ଖାତାକୁ ଅକ୍ଟୋବର ମାସର ଦରମା ଯାଇ ପାରିନି। ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ଏହା ସମ୍ଭବ…

ବଡ଼ ପରଦାରେ ଦୀପାବଳି

ମୁମ୍ବାଇ: ସବୁ ବଡ ବଡ ପର୍ବକୁ ରୁପେଲି ପରଦାରେ ଦେଖାଇବାକୁ ଚାହିଁଥାଆନ୍ତି ନିର୍ମାତା ନିର୍ଦ୍ଦେଶକ। ସେ ହୋଲି ହେଉ କି ଦୀପାବଳି, ଦଶହରା ହେଉ ଅବା ଗଣେଶ…

ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଖଟ୍ଟର, ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୬।୧୦: ହରିୟାଣା ରାଜନୀତିର ଅଙ୍କକଷା ଭିତରେ ରବିବାର ଭାଜପା ନେତା ମନୋହର ଲାଲ ଖଟ୍ଟର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରବିବାର ଅପରାହ୍ନ ୨ଟା…

ଫିପ୍ଟି-ଫିପ୍ଟି ଫର୍ମୂଲା ପାଇଁ ଅଡ଼ି ବସିଲା ଶିବସେନା: ଭାଜପାଠାରୁ ଲିଖିତ ଆଶ୍ୱାସନା ଲୋଡ଼ିଲା

ମୁମ୍ବାଇ,୨୬।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ସରକାର ଗଠନ ପାଇଁ ଭାଜପା-ଶିବସେନା ମେଣ୍ଟ ମଧ୍ୟରେ କସରତ ଜାରି ରହିଛି। ଏବେ ଶିବସେନା ରାଜ୍ୟରେ ଫିପ୍ଟି-ଫିପ୍ଟି ଫର୍ମୂଲା ପାଇଁ…

ଅଭିନୟ କରିବାକୁ ଚାହୁଁ ନାହାଁନ୍ତି ଶାହାରୁଖଙ୍କ ପୁଅ

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଏବେ ପରଦାକୁ ଆସିବାକୁ ବାକି ଅଛି ଆର୍ଯ୍ୟନ୍‌ ଖାଁଙ୍କର। ଶାହାରୁଖ ଖାଁଙ୍କ ବଡ ପୁଅ ହେଉଛନ୍ତି ଆର୍ଯ୍ୟନ୍‌। ସେ ବଲିଉଡରେ ଡେବ୍ୟୁ…

ଲୋକସମ୍ପର୍କ ମନ୍ତ୍ରୀଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ: ଆହାର କେନ୍ଦ୍ରରେ ଭୋଜନ

ଜୟପୁର,୨୬।୧୦(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଶନିବାର ଅଚାନକ ପରିଦର୍ଶନ କରିଛନ୍ତି । ଏଥିସହ…

ଏକତାଙ୍କ ବାୟୋପିକରେ ଦିଶା

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଓ ସେକ୍ସି ନାୟିକା ଦିଶାା ପାଟନି ଏବେ ଚଣ୍ଡିଗଡ଼ରେ ଅଛନ୍ତି। ସେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘କେ ଟିନା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।…