ଘୂର୍ଣ୍ଣିବାତ୍ୟା ‘ମାହା’ର ପ୍ରଭାବ: ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ,୩।୧୧: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ମାହା’ର ପ୍ରଭାବରେ ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ।…

କଖାରୁ ଲଟାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାଟଣା,୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ଗ୍ରାମର ଡେଣୁଆ ରାସ୍ତା ପାର୍ଶ୍ୱରେ ଥିବା ବଗିଚାର କଖାରୁ ଲଟା ମଧ୍ୟରୁ ରବିବାର ସକାଳୁ ଏକ…

ନଭେମ୍ବର ୯ରେ ସରିବ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ: ୬ ଦିନ ମଧ୍ୟରେ ସରକାର ଗଠନ ନ ହେଲେ ହେବ ରାଷ୍ଟ୍ରପତି ଶାସନ ଜାରି !

ମୁମ୍ବାଇ,୩।୧୧: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକରେ ଘୋଡ଼ା ଛୁଟୁଛି। ସରକାର ଗଠନ ପାଇଁ ଶିବସେନା-ଭାଜପା ମଧ୍ୟରେ ଭିଡ଼ା ଓଟରା ଜାରି ରହିଛି। ତେବେ ଆଉ ୬ ଦିନ ମଧ୍ୟରେ…

ପୁଅଙ୍କ ଶାବଳ ମାଡ଼ରେ ଆହତ ବାପାଙ୍କ ଜୀବନଗଲା

ଧାମନଗର,୩।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଅସୁରାଳୀ ହଂସପୁର ଗ୍ରାମରେ ପୁଅଙ୍କ ଶାବଳ ମାଡ଼ରେ ଆହତ ବାପାଙ୍କର ରବିବାର ସକାଳେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,ଅକ୍ଟୋବର ୨୨ ତାରିଖରେ…

ନିର୍ଭୟା ଗଣ ବଳାତ୍କାର ମାମଲା: ସୋମବାର ପୁନର୍ବିଚାର ଓ କ୍ୟୁରେଟିଭ୍‌ ପିଟିଶନ ଦାଖଲ କରିବେ ୩ ଦୋଷୀ

ନୂଆଦିଲ୍ଲୀ,୩।୧୧: ନିର୍ଭୟା ଗଣ ବଳାତ୍କାର ମାମଲାରେ ଫାଶିଦଣ୍ଡାଦେଶ କରାଯାଇଥିବା ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ସୋମବାର ସୁପ୍ରିମ୍‌କୋର୍ଟ ଯିବେ। ସେମାନଙ୍କ ମଧ୍ୟରୁ ଜଣେ ପୁନର୍ବିଚାର ଆବେଦନ…

ଭିନ୍ନ ଢଙ୍ଗରେ ସୁରକ୍ଷାକର୍ମୀଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଶ୍ରଦ୍ଧା କପୁର ତାଙ୍କ ଉଦାର ହୃଦୟ ପାଇଁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ନିକଟରେ ତାଙ୍କ…

ଦେଶର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ୟୁପିର ୬: ସବୁଠୁ ଆଗରେ ଗାଜିଆବାଦ

ନୂଆଦିଲ୍ଲୀ,୩।୧୧: ଦେଶର ବିଭିନ୍ନ ସ୍ଥାନରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି। ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ହରିୟାଣାରେ ମଧ୍ୟ ପ୍ରଦୂଷଣର ମାତ୍ରା…

ଲାଟେଷ୍ଟ ଟ୍ରେଣ୍ଡରେ ବଞ୍ଜାରା ଜୁଏଲେରି

ଜୁଏଲେରି ପିନ୍ଧିବାର ସଉକ ପ୍ରାୟ ସବୁ ମହିଳାଙ୍କର ଥାଏ। ଖାସ୍‌ ସେଥିପାଇଁ ଜୁଏଲେରିକୁ ନେଇ ବହୁ ଏକ୍ସପେରିମେଣ୍ଟ କରାଯାଇ ମାର୍କେଟ୍‌କୁ ଏହାର ଅନେକ ଲାଟେଷ୍ଟ ଟ୍ରେଣ୍ଡ ଆସିଥାଏ।…

କଣ୍ଠେ ତୁଳସୀ ମୁଖେ ରାମ

ଲୋକକଳାର ଆରମ୍ଭ କାହିଁ କେଉଁ କାଳରୁ । ବିଶେଷକରି ସାଧାରଣ ନିରକ୍ଷରଙ୍କଠାରୁ ଆରମ୍ଭ କରି ଶିକ୍ଷିତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯେତେବେଳେ ଟିକେ ଅବସର ମିଳେ ସେତେବେଳେ ଆଧ୍ୟାତ୍ମିକ…

୧୦ ଦିନରେ ଆସିବ ୪ ଗୁରୁତ୍ୱପୂର୍ଣ୍ଣ ରାୟ: ନଭେମ୍ବର ୧୭ରେ ରଞ୍ଜନ ଗୋଗୋଇ ନେବେ ଅବସର

ନୂଆଦିଲ୍ଲୀ,୩।୧୧: ଆସନ୍ତା ୧୦ ଦିନ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ରାୟ ସୁପ୍ରିମ୍‌କୋର୍ଟ ଦେବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏସବୁ ମାମଲାରେ ରାୟ…