ପୋଲିସ, ଅବକାରୀ ବିଭାଗ ଚଢାଉ: ଗଞ୍ଜେଇ ଗଛ ନଷ୍ଟ

ମୋହନା,୨୩ା୧୧(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ପକ୍ଷରୁ ଶନିବାର ଏସ୍‌ପି ସାରା ଶର୍ମା ଓ ଜିଲାପାଳ ଅନୁପମ ଶାହଙ୍କ ନିର୍ଦ୍ଦେଶକ୍ରମେ ମୋହନା ଥାନା ବାରିଆବନ୍ଧ ନିକଟସ୍ଥ ଜଙ୍ଗଲରେ…

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ବେଗୁନିଆପଡ଼ା,୨୩ା୧୧(ଡି.ଏନ.ଏ.): ବେଗୁନିଆପଡ଼ା ବ୍ଲକ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ୪ ବଖରା ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ…

ଭାଇ ସହ ମିଶି ସ୍ବାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ,ଶାଳକଙ୍କ ପରେ ଶ୍ୱଶୁର ଗିରଫ

ଜଗନ୍ନାଥପ୍ରସାଦ,୨୩ା୧୧(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟାଧର ଗ୍ରାମରେ ନିଜ ଶ୍ୱଶୁର ଘରେ ବୁଧବାର ରାତିରେ ଟୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଟୁଲୁଙ୍କ ସ୍ତ୍ରୀ ବିବି…

ଜୟଲଳିଥାଙ୍କ ବାୟୋପିକ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌, ଟ୍ରୋଲ୍‌ ହେଉଛି କଙ୍ଗନାଙ୍କ ଲୁକ୍‌

କଙ୍ଗନା ରଣାଓ୍ବତ୍‌ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିଥାଙ୍କ ବାୟୋପିକ୍‌ରେ ନଜର ଆସିବେ। ଶନିବାର ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟର ରିଲିଜ୍‌ ପରେ…

ସଲ୍‌ମାନଙ୍କ ଦୁଇଟି ଫିଲ୍ମ ରିଜେକ୍ଟ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଅଭିନେତ୍ରୀମାନେ ସଲମାନ ଖାଁଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ଚାହିଁ ରହୁଥିବାବେଳେ ଜଣେ ଅଭିନେତ୍ରୀ ତାଙ୍କର ଦୁଇ ଦୁଇଟି ଫିଲ୍ମ ଅଫର ରିଜେକ୍ଟ କରିସାରିଛନ୍ତି। ସେ…

ସ୍ମାର୍ଟଫୋନ୍‌ରୁ ଦୂରେଇ ରହିବା ପାଇଁ ଇଣ୍ଡୋନେସିଆ ସରକାର ନେଇଛନ୍ତି ଏହି ନୂଆ ପଦକ୍ଷେପ

ସ୍ମାର୍ଟଫୋନ୍‌ ସମସ୍ତ ବର୍ଗଙ୍କ ପାଇଁ ଯେପରି ଅତ୍ୟାବଶ୍ୟକ ପାଲଟିଯାଇଛି। ଏଥିରୁ ବାଦ୍‌ ବି ପଡୁନାହାନ୍ତି କୁନିକୁନି ପିଲା। ଅଧିକାଂଶ ସମୟ ସେମାନେ ଟିଭି କିମ୍ବା ଫୋନ୍‌ରେ ବିତାଉଛନ୍ତି।…

ସେଲିବ୍ରିଟିଙ୍କ ଟାଟୁ

* ବିଶ୍ୱ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ନିଜ ହାତରେ ଟାଟୁ ବନେଇ ଲେଖିଛନ୍ତି ‘ଡାଡିସ୍‌ ଲିଲ୍‌ ଗର୍ଲ’। ନିଜ ବାପାଙ୍କ ଉଦ୍ଦେଶ୍ୟରେ ସେ ଏହି ଟାଟୁ ବନେଇଛନ୍ତି।…

ଦୁଇ ବାଇକ୍‌ ମୁହାଁମୁହିଁ: ଚାଳକ ଦ୍ୱୟଙ୍କ ଜୀବନଗଲା, ୨ ଗୁରୁତର

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କଡ଼ମ୍ବା ଛକରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି।…

ଫଡନବିସଙ୍କ ପାଇଁ ସମସ୍ୟା ଆଣିପାରେ ସଂଖ୍ୟା ଗରିଷ୍ଠତା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନୂଆ ମୋଡ ନେଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଡନବିସ ସରକାରଙ୍କ ଉପରେ। ରାତାରାତି ମେଣ୍ଟ ଓ ପରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ…

ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କି ବାର୍ତ୍ତା ଲେଖିଲେ ସ୍ବାମୀ

ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଧୋକ୍କା ଦେଇଥିଲେ। ଏହା ପରେ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଗଲେ। କିନ୍ତୁ ବ୍ୟକ୍ତିଜଣକ ଚାହୁଁ ନ ଥିଲେ ସ୍ତ୍ରୀଙ୍କଠାରୁ ଦୂରେଇ ରହିବାକୁ। ସ୍ତ୍ରୀଙ୍କୁ…