ହରିୟାଣା ଉପ ମୁଖ୍ୟମନ୍ତ୍ରୀଙ୍କ କକାଙ୍କ ଫାର୍ମ ହାଉସ୍‌ରେ ଇଡିର ଚଢ଼ାଉ

ଚଣ୍ଡିଗଡ,୪।୧୨: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କକା ତଥା ଇଣ୍ଡିଆନ ନ୍ୟାସନାଲ ଲୋକଦଳ(ଆଇଏନ୍‌ଏଲ୍‌ଡି) ନେତା ଅଭୟ ଚୌଟାଲାଙ୍କ ଫାର୍ମ ହାଉସ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ାଉ। ବୁଧବାର…

ରାଶିଫଳ: ଗୁରୁବାର, ଡିସେମ୍ବର ୫ ତାରିଖ – Daily Horoscope

ମେଷ ଆଜିର ବଜ୍ର ଯୋଗ ପ୍ରତିବନ୍ଧକ ହଟାଇ କାର୍ଯ୍ୟସିଦ୍ଧି କରାଇବ। ସକାଳ ସମୟଟି ଆନନ୍ଦମୁଖର ରହିବା ସହ ପ୍ରତ୍ୟେକ କ୍ଷେତ୍ରରେ ସମୟୋଚିତ ଦୃଢ଼ ପଦକ୍ଷେପ ନେଲେ କୃତକାର୍ଯ୍ୟ…

ମେସ୍କୋ ଗ୍ରୁପ୍‌ ଅଧ୍ୟକ୍ଷାଙ୍କୁ ନଜରବନ୍ଦୀ ଘଟଣା: କର୍ମଚାରୀ ସଂଘ ସହ ଚାଲିଛି ଆଲୋଚନା

କଳିଙ୍ଗନଗର,୪।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍‌ ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସର ବକେୟା ଦରମା ପାଇ ନ ଥିବାରୁ ଗତ…

ଗୋଟିଏ ଫଟୋରେ ୭୩୫ ନଟ୍‌ ଆଉଟ

ଆଡିଲେଡ୍‌,୪ା୧୨- ଚଳିତ ସପ୍ତାହକୁ ଜୀବନରେ କଦାପି ଭୁଲି ପାରିବେ ନାହିଁ ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର। ବାମହାତୀ ବ୍ୟାଟ୍ସମ୍ୟାନ କ୍ୟାରିୟରର ପ୍ରଥମ ଥର ପାଇଁ ତ୍ରିଶତକ ହାସଲ…

ପରିବା ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୫ ଦୋକାନ, ନଗଦ ଏକ ଲକ୍ଷ ଟଙ୍କା

ପୋଲସରା, ୪।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଏନ୍‌ଏସିଠାରେ ଥିବା ପରିବା ମାର୍କେଟରେ ବୁଧବାର ଭୋରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସୁଶାନ୍ତ କୁମାର ସାହୁ, ସୁଦର୍ଶନ ପ୍ରଧାନ, ଶ୍ରୀମତୀ…

ନାଗରିକତା ସଂଶୋଧନ ବିଲ୍‌: ମୋଦିଙ୍କୁ ସମର୍ଥନ କଲା ଶିବସେନା

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିଲ୍‌କୁ କଂଗ୍ରେସ ସମେତ କିଛି ଦଳ ବିରୋଧ କରୁଥିବା ଜଣାପଡ଼ିଛି।…

୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳରେ ଜାତୀୟ ସିନିୟର ଖେଳାଳି

କରାଚୀ,୪ା୧୨- ଆସନ୍ତାବର୍ଷ ଜାନୁୟାରୀରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଯାଉଛି ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌। ଏଥିଲାଗି ପିସିବି ପକ୍ଷରୁ ପାକିସ୍ତାନ ଦଳ ଘୋଷିତ ହୋଇଯାଇଛି। ଏଥିରେ…

ଅଜିତ ଅଗରକରଙ୍କ ଏହି ରେକର୍ଡ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ବୋଲର ଭାଙ୍ଗିପାରିନାହାନ୍ତି

ଭାରତୀୟ ଦଳର ପୂର୍ବତନ ବୋଲର୍‌ ଅଜିତ ଅଗରକର ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ମସିହା ଡିସେମ୍ବର ୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅଜିତ…

ଏସବୁ ଯୋଗୁ ଛୋଟ ପିଲାଙ୍କଠାରେ ଦେଖାଦେଇଥାଏ ଡାଇବେଟିସ୍‌…

ନୂଆଦିଲ୍ଲୀ: କେତେକ କାରଣରୁ ଛୋଟ ପିଲାଙ୍କଠାରେ ଡାଇବେଟିସ୍‌ ଆଶଙ୍କା ଦେଖାଦେଇଥାଏ। ତେବେ ସଚେତନ ହୋଇ ସେସବୁଠାରୁ ଦୂରେଇ ରହିଲେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ…

ଭବାନୀପାଟଣାରୁ ସେକ୍ସ ର଼୍ୟାକେଟ ଠାବ: ୪ ଦେହଜୀବୀ ଉଦ୍ଧାର, ୩ ଯୁବକ ଅଟକ

ଭବାନୀପାଟଣା, ୪।୧୨(ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ୍‌ ଥାନା ପୋଲିସ ସ୍ଥାନୀୟ ନକଟିଗୁଡାରେ ଥିବା ଏକ ଘର ଉପରେ ଚଢ଼ାଉ କରି ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ସେଠାରୁ ୪ଜଣ…