ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଖୁବ୍‌ଶୀଘ୍ର ଫାଷ୍ଟ ଟ୍ରାକ୍‌ରେ ହେବ ଶୁଣାଣି

ହାଇଦ୍ରାବାଦ,୪।୧୨: ହାଇଦ୍ରାବାଦରେ ଗତ ସପ୍ତାହର ବହୁ ଚର୍ଚ୍ଚିତ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ଶୁଣାଣି ଖୁବ୍‌ଶୀଘ୍ର କରାଯିବ। ମହବୁବନଗର ଜିଲାରେ ଫାଷ୍ଟ ଟ୍ରାକ…

ପାଣିରେ ଚାଲିବ ଗାଡି: ମାଇଲେଜ୍‌ ଦେବ ୩୦ କି.ମି.

ହାଇଦ୍ରାବାଦ,୪।୧୨: ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ ଗ୍ଲୋବାଲ ଓ୍ବାର୍ମିଂ ମଧ୍ୟ ବଢ଼ି ବଢ଼ି ଚାଲିଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହାଇଦ୍ରାବାଦର ମେକାନିକାଲ…

‘ବିଗ୍‌ବସ୍‌’ରେ ରଶ୍ମୀ-ଅରହାନଙ୍କ ହୋଇପାରେ ବିବାହ !

ବମ୍ବେ: ଚଳିତ ବର୍ଷ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ ବନ୍ଧୁତା, ପ୍ରେମ, ଶତ୍ରୁତା ଆଦିକୁ ନେଇ ଚର୍ଚ୍ଚାରେ। ଯାହାକୁ ନେଇ ସବୁଥରଠାରୁ ଏହା ଦର୍ଶକଙ୍କୁ ବେଶ ପସନ୍ଦ…

ନା ଖାନ୍‌, ନା ଖିଲାଡ଼ି କିଙ୍ଗ: ତଥାପି ଆଗାମୀ ବର୍ଷ ପାଇଁ ପଙ୍କଜଙ୍କ ହାତରେ ରହିଛି ୯ ଫିଲ୍ମ

ବମ୍ବେ: ବଲିଉଡ୍‌ରେ ନାମ କମାଇବା ସହଜ କଥା ନୁହେଁ। ଖ୍ୟାତନାମା କଳାକାରଙ୍କ ପରିବାରରୁ ଆସିଥିଲେ ସୁଦ୍ଧା ଅନେକ ଏଠାରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ନାହିଁ। ଏବେ ବି…

୩ ମହଲା ଉପରୁ ଖସିପଡିଲେ ୨ବର୍ଷର ଶିଶୁ: ଭିଡିଓ ଭାଇରାଲ

ଡାମନ,୪।୧୨: ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଉକ୍ତିଟି ସଫଳ ରୂପାୟନ ହୋଇଥିବା ଦେଖିବାକୁ ମିଳିଛି କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଡିଉରେ। ୩ ମହଲା…

ଅଯୋଗ୍ୟଙ୍କୁ କାଟିବା, ଯୋଗ୍ୟଙ୍କୁ ସହାୟତା ଦାବିରେ ତହସିଲ ସମ୍ମୁଖରେ ଧାରଣା

କଣ୍ଟାପଡା,୪।୧୨(ଡି.ଏନ୍‌.ଏ.): ବାତ୍ୟା ଫନୀରେ ଆଦୌ ଘର ନ ଭାଙ୍ଗି ଚଞ୍ଚକତା କରି ସରକାରୀ ସହାୟତା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ସହାୟତା ଅର୍ଥ ଫେରାଇଆଣି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ…

ଜାଣନ୍ତୁ ସ୍କୁଲ ବସ୍‌ ରଙ୍ଗ କାହିଁକି ହୋଇଥାଏ ହଳଦିଆ

ପ୍ରାୟ ଅଧିକାଂଶ ସ୍କୁଲ ବସ୍‌ର ରଙ୍ଗ ହଳଦିଆ । ତେବେ ଏହାକୁ ଦେଖୁଥିଲେ ମଧ୍ୟ କେତେକ ଲୋକ ଏଭଳି ହେବା ପଛର କାରଣ ସମ୍ପର୍କରେ ଜାଣି ନ…

ଯୁବକଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତ ଚିହ୍ନଟ, ଧରିବାକୁ ଟିମ୍‌ ଗଠନ

ବ୍ରହ୍ମପୁର ଅଫିସ,୪।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତିରେ ଅନିଲ ପଣ୍ଡା (୧୮)ଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ରେଲ୍‌ଓ୍ବେ ପୋଲିସ…

ଆକ୍ରୋଶମୂଳକ ଗିରଫଦାରି ବିରୋଧରେ ଥାନା ସମ୍ମୁଖରେ ଭାଜପାର ପ୍ରତିବାଦ

ବିଞ୍ଝାରପୁର,୪।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ଗତ ସାଧାରଣ ନିର୍ବାଚନ ପରଠାରୁ ରାଜନୈତିକ ଛକାପଞ୍ଝା ଲାଗି ରହିଆସୁଥିଲା। ସୋମବାର ସାରେ ଏହା ଉଗ୍ରରୂପ ଧାରଣ…

ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର କୃଷିକ୍ଷେତ୍ର ପରିଦର୍ଶନ

ସାକ୍ଷୀଗୋପାଳ, ୪।୧୨(ଡି.ଏନ୍‌.ଏ): ପୁରୀ ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର ନଂ.୨ ସଦସ୍ୟବୃନ୍ଦ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଗଲ, ଶ୍ରୀରାମଚନ୍ଦ୍ରପୁର ଓ ବୀରରାମଚନ୍ଦ୍ରପୁର ପଞ୍ଚାୟତ କୃଷିକ୍ଷେତ୍ର ବୁଧବାର ପରିଦର୍ଶନ…