ଚାଷୀଙ୍କ ପାଇଁ ୧୬ସୂତ୍ରୀ ଯୋଜନା: ୨୦୨୨ ସୁଦ୍ଧା ଆୟ ହେବ ୨ ଗୁଣା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଚାଷୀଙ୍କ ପାଇଁ ୧୬ ସୂତ୍ରୀ ଯୋଜନା ଲାଗୁ କରିବାକୁ ସୀତାରମଣ ସୂଚନା ଦେଇଛନ୍ତି।…

କରୋନା ପାଇଁ ମକ୍‌ଡ୍ରିଲ୍‌

ଭୁବନେଶ୍ୱର,୧।୨(ବ୍ୟୁରୋ): ନଭେଲ୍‌ କରୋନା ଭୂତାଣୁର ସମ୍ଭାବ୍ୟ ସଂକ୍ରମଣ ମୁକାବିଲା ଲାଗି ଶୁକ୍ରବାର ଏକ ମକ୍‌ଡ୍ରିଲ୍‌ ଆୟୋଜିତ ହୋଇଯାଇଛି। ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…

ମାଓବାଦୀ ଅଞ୍ଚଳ ବୁଲିଲେ ସିଆର୍‌ପିଏଫ୍‌ ଡିଜି

ଭୁବନେଶ୍ୱର,୧।୨(ବ୍ୟୁରୋ): ସିଆର୍‌ପିଏଫ୍‌ ଡିଜି ଏ.ପି. ମାହେଶ୍ୱରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ମାଲକାନଗିରି, କୋରାପୁଟ ଆଦି ରାଜ୍ୟର ବିଭିନ୍ନ ମାଓବାଦୀ ପ୍ରଭାବିତ ଜିଲା ବୁଲିଛନ୍ତି।…

କନ୍ୟା ମାଗିଲେ ଯୌତୁକ: ବରପକ୍ଷ କଲେ ମନା; ଭାଙ୍ଗିଲା ବିବାହ

ରୁର୍‌କି, ୧।୨: କନ୍ୟାପକ୍ଷ ବରଙ୍କୁ ଯୌତୁକ ଦେବାର ପରମ୍ପରା ଭାରତୀୟ ସଂସ୍କୃତିରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ତେବେ ରୁର୍‌କିର ଜଣେ କନ୍ୟା ବରପକ୍ଷଙ୍କଠାରୁ ଯୌତୁକ ଦାବି କରିଛନ୍ତି।…

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଧାମନଗର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାସଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ…

ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଦାବି: ଅନଶନରେ କଂଗ୍ରେସ ନେତା

ବରଗଡ଼ ଅଫିସ,୧।୨: ବରଗଡ଼ର ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ସମ୍ପୂର୍ଣ୍ଣ ସୁବିଧା ସହ ସିଟି ହସ୍ପିଟାଲ ଘୋଷଣା ଦାବିରେ ଶନିବାର ପୂର୍ବାହ୍ନ ୧୦ଟାରୁ କଂଗ୍ରେସ ୨୪ ଘଣ୍ଟିଆ ଅନଶନକୁ…

ଅଭିଯୋଗ ପରେ ବନ୍ଦ ହେଲା ମଦ ଦୋକାନ

ଡେରାବିଶ (ସ୍ବ.ପ୍ର.)/ ପାଟକୁରା (ଡି.ଏନ.ଏ.), ୧।୨: ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳର ବିକାଶ ନକ୍ସା ଆଙ୍କିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ ସଚିବ…

ବ୍ୟାଙ୍କ କାରବାର ଠପ୍‌

ଭୁବନେଶ୍ୱର,୧।୨: ବେତନ ସଂଶୋଧନ ଦାବିରେ ବ୍ୟାଙ୍କ ସଂଘଗୁଡିକ ଦେଇଥିବା ୨ ଦିନିଆ ଧର୍ମଘଟ ଡାକରା ଯୋଗୁ ସାରା ଦେଶରେ ବ୍ୟାଙ୍କ କାରବାର ଠପ୍‌ ହୋଇଯାଇଛି। ୟୁନାଇଟେଡ ଫୋରମ୍‌…

‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ରେ ବିରାଟ-ଦୀପିକା

ମୁମ୍ବାଇ: ବିୟର ଗ୍ରିଲ୍ସଙ୍କ ଲୋକପ୍ରିୟ ଟିଭି ଶୋ ‘ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ ପାଇଁ ଭାରତୀୟ ତାରକାଙ୍କ ଉତ୍ସାହ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି। ସାରା ବିଶ୍ୱରେ…

୧୪ ଫୁଟ ଉଚ୍ଚରେ କିକ୍‌ କଲେ ତାଏକୋଣ୍ଡୋ ଖେଳାଳି: ଭିଡ଼ିଓ ଭାଇରାଲ

ସିଓଲ,୧।୨: ଦକ୍ଷିଣ କୋରିଆର ଜଣେ ତାଏକୋଣ୍ଡୋ ଖେଳାଳି ୧୪ ଫୁଟ ଉଚ୍ଚରେ ଡେଇଁ କିକ୍‌ କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।…