ମୁମ୍ବାଇ,୨୭-୧୨: ଚଳିତବର୍ଷ ରେଳ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ଜୀବନ ହାନି ହୋଇନି। ରେଳପଥର ୧୬୬ ବର୍ଷ ଲମ୍ବା ଇତିହାସରେ ପ୍ରଥମଥର ଲାଗି ଏଭଳି ହୋଇଛି। ଚଳିତ ଆର୍ଥତ୍କ…
ମୁମ୍ବାଇ,୨୭-୧୨: ଟାଟା ସନ୍ସର ଅଧ୍ୟକ୍ଷ ଏବଂ ଟାଟା ଗ୍ରୁପର ଅନ୍ୟ ୩ କମ୍ପାନୀର ବୋର୍ଡରେ ସାମିଲ ହେବା ନେଇ ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରି ଇଛୁକ ନୁହନ୍ତି।…
ନୂଆଦିଲ୍ଲୀ,୨୭-୧୨: ସରକାର କର୍ପୋରେଟ ଟିକସ ହାର ହ୍ରାସ କରିବା ପରେ ବ୍ୟକ୍ତିଗତ ଆୟକର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। ଫେବୃୟାରୀ ପହିଲାରେ ଆସିବାକୁ ଥିବା ସାଧାରଣ…
ନୂଆଦିଲ୍ଲୀ,୨୭-୧୨: ବରିଷ୍ଠ ନାଗରିକଙ୍କ ପେନସନ ସ୍କିମ ପ୍ରଧାନମନ୍ତ୍ରୀ ବାୟାବନ୍ଧନ ଯୋଜନା ଲାଗି ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ୮% ନିଶ୍ଚିତ ସୁଧହାର ପ୍ରଦାନ ବ୍ୟବସ୍ଥା…
ନୂଆଦିଲ୍ଲୀ,୨୭-୧୨: ଧାର୍ଯ୍ୟ ସମୟରେ ଜିଏସ୍ଟି ପୈଠ କରୁ ନ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସରକାର ଏବେ ଆଭିମୁଖ୍ୟ ବଦଳାଇଛନ୍ତି। ଏହି ଲୋକମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ହେବ…
ନୂଆଦିଲ୍ଲୀ,୨୭-୧୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବ୍ୟାଙ୍କଗୁଡିକର ଆର୍ଥତ୍କ ପରଫରମାନ୍ସ ଏବଂ…
ବଣାଇ, ୨୬।୧୨(ସ୍ବ.ପ୍ର.)-ଓଡ଼ିଶା ଅଲମ୍ପିକ ସ୍ବୀକୃତିପ୍ରାପ୍ତ ଓଡ଼ିଶା ମୁଏଥାଇ ୟୁନିୟନ ଏବଂ ଆର୍ଟସ ଟେମ୍ପୁଲର ୯ମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି।…
ପଟ୍ଟାଙ୍ଗି,୨୬ା୧୨(ଡି.ଏନ୍.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଗାଲିଗାବଡାର ଗ୍ରାମ ନିକଟସ୍ଥ ରଥିବାଲି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ଦିନ…
ଲିବରପୁୁଲ: ମ୍ୟାଲେରିଆରୁ ଦୂରେଇ ରହିବା ପାଇଁ ବହୁ ସମୟରେ କୀଟନାଶକର ବ୍ୟବହାର କରାଯାଇଥାଏ। ତେବେ ଏଥିରେ କେତେକ କ୍ଷେତ୍ରରେ ସଫଳତା ମିଳି ନ ଥାଏ। ମଶାର ଗୋଡ଼ରେ…