୩ବର୍ଷର ସଂଘର୍ଷ ପରେ ମିଳିଲାନି ନ୍ୟାୟ : ଥାନା ଆଗରେ ରାଜପଥ ଅବରୋଧ କଲେ ବାସନ୍ଦ ପରିବାର

ନୟାଗଡ଼ ଅଫିସ, ୪ା୨: ନୟାଗଡ଼ ଜିଲା ଇଟାମାଟି ଥାନା ଭୂତଡିହି ଗାଁର ୪ ବାସନ୍ଦ ପରିବାର ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ନ୍ୟାୟ ପାଇଁ ପରିବାର ସଦସ୍ୟ ପ୍ରାୟ…

ବନବିଭାଗ ଓ ପୋଲିସ ଉପସ୍ଥିତିରେ ଶାଳଗଣ୍ଡି ଲୁଟ୍‌

ଓଡ଼ଗାଁ, ୪ା୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ଧାଭୂମି ଗ୍ରାମ ନିକଟରେ ବନବିଭାଗ ଓ ପୋଲିସ ଉପସ୍ଥିତିରେ ରବିବାର ବିଳମ୍ବିତ…

ଜିପସମ୍‌ ପରିବହନକୁ ନେଇ ବିବାଦ: ପିପିଏଲ୍‌ କାରଖାନା ଆଗରେ ଜେସିସିର ଧାରଣା

ପାରାଦୀପ,୪ା୨(ସ୍ବ.ପ୍ର.): ପାରାଦୀପରେ ଥିବା ଶିଳ୍ପ ସଂସ୍ଥାର ପଣ୍ୟ ପରିବହନକୁ ନେଇ ବର୍ଷେ ହେଲା ଚାଲିଥିବା ବିବାଦ ସୋମବାର ଭିନ୍ନମୋଡ଼ ନେଇଛି। ଅର୍ଥାତ୍‌ ୩ଟି ଟ୍ରକ ମାଲିକ ସଂଘକୁ…

କରୋନାକୁ ନେଇ ପାରାଦୀପରେ ପୁଣି ପ୍ରଶାସନିକ ସମୀକ୍ଷା: ବିଦେଶୀ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ହୋଟେଲରେ ରଖିବାକୁ ନିର୍ଦ୍ଦେଶ

ପାରାଦୀପ,୪ା୨(ସ୍ବ.ପ୍ର.): ଚୀନ୍‌ରୁ ସୃଷ୍ଟ କରୋନା ଭାଇରସ୍‌କୁ ନେଇ ଏବେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ କିପରି ଏହାର ପ୍ରତିକାରାତ୍ମକ ବ୍ୟବସ୍ଥା କରାଯିବ ସେ ନେଇ ପୁଣି…

ଶ୍ରେଣୀଗୃହରେ ଶୋଇପଡ଼ିଲେ ପ୍ରଧାନଶିକ୍ଷୟିତ୍ରୀ: ସୋସିଆଲ୍‌ ମିଡିଆରେ ଭାଇରାଲ ହେଲା ଫଟୋ

ନାଉଗାଁ,୪ା୨(ସ୍ବ.ପ୍ର.): ଗୋଟିଏ ଦିନରେ ୫ଜଣ ଶିକ୍ଷକଙ୍କୁ ଛୁଟି ଦେଇ ଚର୍ଚ୍ଚାକୁ ଆସିଥିଲେ ନାଉଗାଁ ବ୍ଲକ ଅଧୀନ ବଚ୍ଛାଳୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଆବାସ ଲେଙ୍କା। ସୋମବାର ପୁଣି…

ରାୟଗଡ଼ା ଜିଲା ମତ୍ସ୍ୟ କାର୍ଯ୍ୟାଳୟ: କର୍ମଚାରୀ ଅଭାବ, ସଫଳ ହେଉନି ଯୋଜନା

ରାୟଗଡ଼ା ଅଫିସ, ୪।୨- ରାଜ୍ୟ ସରକାର ମତ୍ସ୍ୟଚାଷୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ମତ୍ସ୍ୟ ପୋଖରୀ ଯୋଜନା, ମତ୍ସ୍ୟଜୀବୀ ପରିବାରର ପିଲାଙ୍କ ପାଇଁ ମେଧାବୃତ୍ତି ବ୍ୟବସ୍ଥା କରାଯାଇଛି।…

ଏଲ୍‌ଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସୁରକ୍ଷା ଦିଆଯିବ

ନୂଆଦିଲ୍ଲୀ,୪-୨: ଏଲଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସରକାର ସୁରକ୍ଷା ପ୍ରଦାନ କରିବେ। ଆସନ୍ତା ଆର୍ଥତ୍କ ବର୍ଷ ଏଲ୍‌ଆଇସିର ଆଇପିଓ ଆସିପାରେ ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏଲ୍‌ଆଇସି…

ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ନାହିଁ: ଅନୁରାଗ

ନୂଆଦିଲ୍ଲୀ,୪ା୨ ଦେଶର ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ମାନ୍ଦାବସ୍ଥା ନ ଥିବା ସରକାରଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୨୦୧୪-୧୯ ମଧ୍ୟରେ ଭାରତ ଜି-୨୦ ଦେଶ ସମୂହଙ୍କ ମଧ୍ୟରେ…

ବ୍ୟାଙ୍କଗୁଡିକରେ ୧.୧୩ ଲକ୍ଷ କୋଟି ଟଙ୍କାର ଠକେଇ

ନୂଆଦିଲ୍ଲୀ,୪-୨ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ଦେଶର ବିଭିନ୍ନ ବ୍ୟାଙ୍କ ଏବଂ ବଚ୍ଛାବଚ୍ଛା ବିତ୍ତ ପ୍ରତିଷ୍ଠାନଗୁଡିକରେ ୧.୧୩ ଲକ୍ଷ କୋଟି ଟଙ୍କାର ଠକେଇ ହୋଇଥିବା…

ଆଧାର ସହ ଲିଙ୍କ ହୋଇଛି ୩୦ କୋଟି ପାନ୍‌

ନୂଆଦିଲ୍ଲୀ,୪-୨: ବର୍ତ୍ତମାନ ସୁଦ୍ଧା ଆଧାର ସହ ୩୦ କୋଟି ପାନ୍‌ ଲିଙ୍କ୍‌ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ପାନ୍‌ ସହ ଆଧାର ନମ୍ବରକୁ ସଂଯୋଗ…