ସିଏଏ ବିରୋଧ ପ୍ରଦର୍ଶନ ପରେ ପ୍ରଥମଥର ଗୁଆହାଟି ପହଞ୍ଚିଲେ ମୋଦି

ଗୁଆହାଟି, ୭।୨: ଐତିହାସିକ ବୋଡୋ ଏଗ୍ରିମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମଥର ପାଇଁ ଆସାମ ଗସ୍ତ କରିଛନ୍ତି। କୋକରାଝରରେ ପହଞ୍ଚିବା ପରେ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ…

ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ପଡିବ ବୋଲି ୫ କୋଟି ଟଙ୍କାରେ ନିଆଁ ଲଗାଇଲେ ବ୍ୟବସାୟୀ

ବୈବାହିକ ଜୀବନରେ ଝଡ ଆସିଲେ ସ୍ତ୍ରୀସ୍ବାମୀ ପରସ୍ପର ଅଲଗା ହେବାକୁ ନିଷ୍ପତ୍ତି ନେଇଥାନ୍ତି। ପରେ କୋର୍ଟରେ ଛାଡପତ୍ର ମାମଲା ଚାଲେ। ଶେଷରେ ସ୍ତ୍ରୀଙ୍କୁ ଭରପୋଷଣ ପାଇଁ ଅର୍ଥ…

ମାଟିରେ ମିଶିବ ରୂପେଶ ଭଦ୍ରଙ୍କ ବିବାଦୀୟ ଅତିଥିଭବନ: ବିରୋଧ ସତ୍ତ୍ୱେ ଭଙ୍ଗା କାର୍ଯ୍ୟ ଆରମ୍ଭ

ଧର୍ମଶାଳା/ରସୁଲପୁର,୭।୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିଥିବା ବାଲିଗରିରେ ଥିବା ଅତିଥିଭବନ ଶୁକ୍ରବାର…

ନମସ୍କାରର ସଠିକ୍‌ ଅର୍ଥ ବୁଝାଇଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ସେ ମନରୋଞ୍ଜନ ହେଉ କି କିଛି ଶିକ୍ଷଣୀୟ ଟୁଇଟ ଶେୟାର…

ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର: ଏଠାରେ ଶୁଣିବାକୁ ମିଳିବ ପଶୁପକ୍ଷୀଙ୍କ ସ୍ବର

ରାଜକୋଟ: ଗୁଜରାଟର ରାଜକୋଟରେ ପ୍ରଦ୍ୟୁମ୍ନ ପାର୍କ ପ୍ରାଣୀ ସଂଗ୍ରାହାଳୟରେ ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର ନିର୍ମାଣ ସରିଛି। ଏଠାରେ ମନୁଷ୍ୟ, ପଶୁପକ୍ଷୀଙ୍କ ପ୍ରତିମା ନିର୍ମାଣ କରାଯାଇଛି।…

ନିର୍ବାଚନୀ ହିଂସାକୁ ନେଇ ଗ୍ରାମରୁ ୧୯ ପରିବାର ବାସନ୍ଦ: ନ୍ୟାୟ ପାଇଁ ଦ୍ୱିତୀୟ ଦିନରେ ଧାରଣା

କୃଷ୍ଣପ୍ରସାଦ,୭।୨(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନୀ ହିଂସା ଯୋଗୁ ୧୯ ପରିବାରଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁରୁବାର…

ଭାରତରେ ପ୍ରଥମ ଥର ପାଇଁ ଖେଳିପାରେ ମାଞ୍ଚେଷ୍ଟର ୟୁନାଇଟେଡ୍‌

ନୂଆଦିଲ୍ଲୀ,୭।୨- ପ୍ରିମିୟର କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଚଳିତ ସିଜନ ପୂର୍ବରୁ ଭାରତରେ ପ୍ରଥମ ଥର ପାଇଁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିପାରେ। ଏହି କ୍ଲବ ଭାରତୀୟ ଆଇ ଲିଗ୍‌…

ଓସା ନିର୍ବାଚନ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୭।୨ (ବ୍ୟୁରୋ)- ଓଡ଼ିଶା ସଚିବାଳୟ ସେବା ସଂଘ(ଓସା) ନିର୍ବାଚନ ସମୟ ଅତିକ୍ରାନ୍ତ ହୋଇଯାଇଛି। ନୂତନ ଭାବେ ନିଯୁକ୍ତି ପାଇଥିବା ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଏବଂ କେତେକ ବରିଷ୍ଠ…

ବ୍ରିଟେନରେ ସବୁଠୁ ଅଧିକ ପଢୁଛନ୍ତି ଭାରତୀୟ ଛାତ୍ର

ଲଣ୍ଡନ : ବ୍ରିଟେନକୁ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରଙ୍କ ମଧ୍ୟରେ ସବୁଠାରୁ ଅଧିକ ଭାରତୀୟ ରହିଛନ୍ତି। ବର୍ଷକୁ ଲକ୍ଷେରୁ ଅଧିକ ଛାତ୍ର ଏଠାକୁ ପଢ଼ିବାକୁ ଆସିଥାନ୍ତି।…

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘେରିଲା ଭାଜପା

ନୂଆଦିଲ୍ଲୀ,୭।୨: ଜିଏସଟି ମାମଲାରେ  ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ (ଓଏସଡି) ଗୋପାଳ କୃଷ୍ଣ…