ରାଜନଗର ନୂତନ ତହସିଲଦାର ଭୋଳାନାଥ ସେଠୀ

ରାଜନଗର,୧୭।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲଦାର ଭାବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭୋଳାନାଥ ସେଠୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବ ତହସିଲଦାର ଦ୍ୱିବେନ୍ଦୁ କୁମାର ଦାସଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ରାଜନଗର ବାର ଆସୋସିଏଶନ ପକ୍ଷରୁ ସ୍ବାଗତ ଜଣାଯାଇଛି।