କରୋନା ଭୂତାଣୁ ଚଟାଣରେ ବହୁ ଦିନ ରୁହେ ସକ୍ରିୟ: ଡିସ୍‌ଇନଫେକଟାଣ୍ଟ୍‌ ସ୍ପ୍ରେ କରିବାର ୧୦ ମିନିଟ୍‌ ପରେ ସଫା କରିବା ଆବଶ୍ୟକ !

ନୂଆଦିଲ୍ଲୀ/ନ୍ୟୁୟର୍କ,୧୬।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ସାନିଟାଇଜ୍‌ କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ତେବେ ଘର ଚଟାଣରେ କରୋନା ଭୂତାଣୁ ବହୁ…

ୟୁ ଟ୍ୟୁବ୍‌ ଚାନେଲ ଖୋଲିବେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଇଲିଜିବଲ୍‌ ବ୍ୟାଚେଲର ସଲ୍‌ମାନ ଖାନ୍‌ ବହୁତ ଶୀଘ୍ର ନିଜର ୟୁ ଟ୍ୟୁବ୍‌ ଚ୍ୟାନେଲ ଖୋଲିବାକୁ ଯାଉଛନ୍ତି। ଏହି ଖବର ନିଶ୍ଚିତ ଭାବେ ଫ୍ୟାନ୍‌ମାନଙ୍କ…

ଗଞ୍ଜାମ ଓକିଲ ସଂଘ ନିର୍ବାଚନ ସ୍ଥଗିତ

ବ୍ରହ୍ମପୁର ଅଫିସ,୧୬ା୪: କୋଭିଡ୍‌-୧୯ ମହାମାରୀ ଆତଙ୍କ ପ୍ରଭାବରୁ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ଗଞ୍ଜାମ ଓକିଲ ସଂଘ ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି।…

ପ୍ରାଣୀ ପାଲଟିବେ ପ୍ରାଣୀଙ୍କ ଖାଦ୍ୟ

ବର୍ଲିନ୍‌,୧୬ା୪: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ୯୦ରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ପରିବହନ ବ୍ୟବସ୍ଥା…

ରଥଖଳାରେ ପହଞ୍ଚିଲା ୪୦ ଫୁଟିଆ କାଠ

ପୁରୀ ଅଫିସ,୧୬ା୪: କରୋନା ପାଇଁ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରିରହିଛି। ଜୁନ୍‌…

କରୋନାକୁ ଡର ନାହିଁ: ପ୍ଲେଗ ସମୟରେ ଡାକ୍ତର ନ ଥିଲେ ଏବେ ଡାକ୍ତର ଅଛନ୍ତି

ଲକ୍ଷ୍ନୌ,୧୬।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଯାଇଥିବା ବେଳେ ଏବେ ଜଣେ ୧୨୦ ବର୍ଷର ବୃଦ୍ଧା ସମସ୍ତଙ୍କୁ ସାହାସ ଯୋଗାଇଛନ୍ତି। ଉତ୍ତରପ୍ରଦେଶ ବାନ୍ଦାର ଉତ୍ତରରେ…

ଲକ୍‌ଡାଉନ୍‌ ପାଇଁ ବଢ଼ିଛି ସେକ୍ସ ଟଏ ବିକ୍ରି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଏବେ ପ୍ରାୟ ସବୁ ବ୍ୟବସାୟ ଠପ୍‌ ହୋଇଯାଇଥିବା ବେଳେ ହଠାତ୍‌ ସେକ୍ସ ଟଏ ବିକ୍ରି ଅତ୍ୟଧିକ ବୃଦ୍ଧି ପାଇଥିବା ଜଣାପଡ଼ିଛି। ବୋଧହୁଏ ଏହା…

ଘରେ ରହି ଖୁସି ମନାଉଛନ୍ତି ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବୁଧବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ନିଜର ୨ମାସର ଝିଅ ସାମିଶାଙ୍କୁ…

କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମୁକାବିଲାରେ ଏବେ ଡାକ୍ତରମାନେ ପ୍ରକୃତ ଯୋଦ୍ଧା ସାଜିଛନ୍ତି। ନିଜ ଜୀବନକୁ ବାଜିଲଗାଇ ସେମାନେ ରୋଗୀମାନଙ୍କର ସେବା କରୁଛନ୍ତି। ଏଥିପାଇଁ ଅଷ୍ଟ୍ରେଲିଆର ଦୁଇଜଣ ଡାକ୍ତର…

କରୋନାକୁ ଡରି ଭୋକରେ ମରିବାକୁ ଚାହୁଁ ନାହାଁନ୍ତି ଇଟାଲିର ଜନସାଧାରଣ: ମରିବୁ ପଛେ ବାହାରକୁ ଯାଇ କରିବୁ କାମ !

ମିଲାନ,୧୬।୪: କରୋନା ସଂକ୍ରମଣ ଯୋଗୁ ଇଟାଲିର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ ଏହାଦ୍ୱାରା…