ଫଟୋ ଶୁଟ୍‌ କରି ଟ୍ରୋଲ ହେଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଟ୍ୟାଲେଣ୍ଟେଡ ନାୟିକା ଦୀପିକା ପାଦୁକୋନ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। ନିକଟରେ ସେ ଏକ ବୋଲ୍ଡ ଫଟୋ ଶୁଟ୍‌ କରିଥିବାରୁ ଟ୍ରୋଲ୍‌ ହୋଇଥିବା କୁହାଯାଉଛି।…

କରୋନା ଭୟ: ଭବାନୀପାଟଣାରେ ବଢୁଛି ମାସ୍କର ଚାହିଦା

ଭବାନୀପାଟଣା,୧୪।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି କରୋନା ଚିନ୍ତା। ଏପରିସ୍ଥିତିରେ ଓଡ଼ିଶାରେ କିଛି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ ଲାଗିରହିଛି। ସରକାର…

ଏକଦା ଦିନକୁ ୩୫ ଟଙ୍କା ରୋଜଗାର କରୁଥିଲେ ରୋହିତ, ଏବେ ଗୋଟିଏ ଫିଲ୍ମ ନିର୍ଦ୍ଦେଶନା ଲାଗି ନେଉଛନ୍ତି ୧୫ କୋଟି

ବମ୍ବେ: ବଲିଉଡ୍‌ର ହିଟ୍‌ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋହିତ ସେଟ୍ଟୀ। ତାଙ୍କର ପ୍ରତିଟି ସିନେମାରେ ଥାଏ ଆକ୍ସନ, ରୋମାନ୍ସ, କମେଡିର ତଡକା। ଆଜି ହେଉଛି ଏହି…

କରୋନା ମୁକାବିଲା ଚିନ୍ତା: ବିଏମ୍‌ସି ପକ୍ଷରୁ ସ୍କ୍ବାଡ ଗଠନ; ପାନଛେପ ପକାଇଲେ କର୍ମଚାରୀଙ୍କୁ ୫ଶହ ଜରିମାନା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭୂତାଣ ସଂକ୍ରମଣର ଭୟାବହତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ଶନିବାର ପ୍ରତିକ୍ରିୟା ରଖି…

କରୋନା ସତର୍କତା: ବିଜେଡିର କାର୍ଯ୍ୟନିର୍ବାହୀ ବୈଠକ ସ୍ଥଗିତ

ଭୁବନେଶ୍ୱର,୧୪।୩(ବ୍ୟୁରୋ): କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ସିନେମା ହଲ, ଜିମ୍‌, ସୁଇମିଂ ପୁଲ, ପାର୍କ ଆଦି ସ୍ଥାନକୁ…

କରୋନା ପ୍ରଭାବ: ମାର୍ଚ୍ଚ ୧୫ରୁ ୩୧ ଯାଏ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଚାରିଆଡ଼େ କରୋନା ଆତଙ୍କ। ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିବା ପରେ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି। ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ସଚେତନ…

୧୦ ବର୍ଷ ହେବ ହାତ ଧୋଇ ନାହାନ୍ତି ଏହି ସେଲିବ୍ରିଟି

ଓ୍ବାଶିଂଟନ: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି କହିଲେ ଚଳେ। ଏହାଠାରୁ ଦୂରେଇ ରହିବା ପାଇଁ ସବୁ ଦେଶର ସ୍ବାସ୍ଥ୍ୟ…

ଥମୁନି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ରାସ୍ତାରେ ପ୍ରସବ କଲେ ଗର୍ଭବତୀ

ରାୟଗଡ଼ା ଅଫିସ,୧୪।୩- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଡ଼ାଜାଲ ଗ୍ରାମରେ ରାସ୍ତା ନ ଥିବା ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଶନିବାର ଜଣେ ଗର୍ଭବତୀ…

ଷ୍ଟାଣ୍ଡ୍‌ପୋଷ୍ଟରୁ ଅନବରତ ବୋହିଚାଲିଛି ପାଣି: ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ନାହିଁ

ଆନନ୍ଦପୁର,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟର ମାତ୍ର ୬ ଶହ ମିଟର ଦୂର ବ୍ଲକ କାର୍ଯ୍ୟାଳୟ ଗେଟ୍‌କୁ ଲାଗି ରହିଥିବା ପାନୀୟ ଜଳ…

ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି: ଏପ୍ରିଲ ୧ କଳାଦିବସ, ୨୯ରେ ମହାବନ୍ଦ ଡାକରା

ବରଗଡ଼ ଅଫିସ, ୧୪।୩- ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହାକୁ ନେଇ ଆସନ୍ତା ଏପ୍ରିଲ ୧ତାରିଖକୁ କଳା ଦିବସ ଭାବେ…