ଘରେ ରହି ଚିକିତ୍ସିତ ହୋଇପାରିବେ ଲକ୍ଷଣ ନ ଥିବା କରୋନା ପଜିଟିଭ: ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନ ଥିଲେ କରୋନା ପଜିଟିଭ ଘରେ ରହି ଚିକିତ୍ସିତ ହୋଇପାରିବେ। ଆଜିଠାରୁ ସେମାନେ ସ୍ବଇଚ୍ଛାରେ ନିଜ ଘରେ ରହି…

ବସ୍‌ ଭଡ଼ା କରି ଗାଁକୁ ଫେରିଲେ ୩୫ ଶ୍ରମିକ

ବରଗଡ଼ ଅଫିସ୍‌,୧୧।୫-ଲକ୍‌ ଡାଉନ୍‌ କଟକଣା ଯୋଗୁ ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରର ଏକ ଇଟାଭାଟିରେ ବରଗଡ଼ ଜିଲା ପାଇକମାଲ ବ୍ଲକ ଛେତଗାଁର ୩୫ ଶ୍ରମିକ ନିଜ…

ରୋଗୀଙ୍କ ହାତରେ ଲାଗିବ ଷ୍ଟାମ୍ପ, ବ୍ୟାଣ୍ଡ: ଗର୍ଭବତୀ, ଶିଶୁଙ୍କ ଟେଷ୍ଟ ନେଗେଟିଭ ଆସିଲେ ଯାଇପାରିବେ ଘରକୁ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଡିସ୍‌ଜାର୍ଚ୍ଚ ପଲିସିରେ ରାଜ୍ୟ ସରକାର ଆଉ ଟିକେ କଠୋର ହୋଇଛନ୍ତି। ଓଡ଼ିଶାରେ ଡିସ୍‌ଚାର୍ଜ ପରେ ୭ ଦିନ ପରିବର୍ତ୍ତେ ୧୪ ଦିନ…

ଅପରାହ୍ନ ୪ଟାରେ ହୋଇପାରିଲା ନାହିଁ ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ଯୋଗୁ ଫସି ରହିଥିବା ଯାତ୍ରୀଙ୍କ ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ସେବା ଆରମ୍ଭ ହୋଇଥିବା ବେଳେ ସୋମବାର ଅପରାହ୍ନ ୪ଟାରୁ ଟିକେଟ ବୁକିଂ କରାଯିବାର ଥିଲା।…

୮ ଦିନ ଅନ୍ଧାରରେ କୁଲିତାଟୁକୁରା ଗ୍ରାମବାସୀ; ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୧୧।୫-ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା ସେକ୍ସନ କୁଲିତା ଟୁକୁରା ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ଗତ ୮ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ନାହିଁ…

ସବୁ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବାକୁ କହିଲା ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ସତ୍ତ୍ୱେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ଏହି ସମୟରେ ସମସ୍ତ ଯାତ୍ରୀ…

ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ବିଶେଷ ପଦକ୍ଷେପ ନେବାକୁ ଯାଉଛନ୍ତି। ତଦନୁଯାୟୀ ଏଣିକି ନିବା ସ୍ପର୍ଶରେ ଯାତ୍ରୀ ବିମାନରେ ବସିପାରିବେ।…

ଗଞ୍ଜାମ-କନ୍ଧମାଳ ସୀମାରେ ସୁରକ୍ଷା କଡ଼ାକଡ଼ି: ପାସ୍‌ ଦେଖାଇଲେ ଗଡ଼ିବ ଭାରିଯାନ

ଦାରିଙ୍ଗବାଡ଼ି,୧୧।୫(ଡି.ଏନ.ଏ)-କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କନ୍ଧମାଳ-ଗଞ୍ଜାମ ସୀମାକୁ ପୂର୍ବରୁ ସିଲ କରି ଦିଆଯାଇଛି। ତେବେ ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ କନ୍ଧମାଳ…

CORONAVIRUS UPDATE: ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ରେ ପହଞ୍ଚିଲା

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜ୍ୟରେ ସୋମବାର ଅପରାହ୍ନରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲାର ଜଣେ ଲେଖାଏ ବୋଲି…

କ୍ରିକେଟ ପୁଣି ଆରମ୍ଭ କରିବାକୁ ସରକାରଙ୍କ ସହ କାର୍ଯ୍ୟ କରୁଛୁ: ଇସିବି

ଲଣ୍ଡନ,୧୧।୫ (ପି.ଟି.): ପୁଣି ଥରେ କ୍ରିକେଟ ଆରମ୍ଭ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅଣ୍ଟା ଭିଡିଛି। ଏଥିପାଇଁ ୟୁନାଟେଡ କିଙ୍ଗ୍‌ଡମ୍‌ (ୟୁକେ) ସରକାରଙ୍କ…