କରୋନାକୁ ହରାଇବା ପାଇଁ ‘ମେଗାପ୍ଲାନ୍‌’ ଉପରେ ଚର୍ଚ୍ଚା: ପ୍ରତିରକ୍ଷାମନ୍ତ୍ରୀଙ୍କ ଘରେ ବସିଲା ବୈଠକ

ନୂଆଦିଲ୍ଲୀ,୩।୪: ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଶୁକ୍ରବାର ମୋଦିଙ୍କ ଭିଡିଓ ବାର୍ତ୍ତା ପରେ ଏହା ବିରୋଧରେ ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କର ଏକ…

ବିଏମ୍‌ସି ପକ୍ଷରୁ ବ୍ରହ୍ମପୁରର ବିିଭିନ୍ନ ସାହିରେ ବିଶୋଧନ ଆରମ୍ଭ

ବ୍ରହ୍ମପୁର ଅଫିସ,୩ା୪: କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ସହରର ବିଭିନ୍ନ ସାହିକୁ ବିଶୋଧନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସହରବାସୀଙ୍କୁ…

ବେଆଇନ ଇଟାଭାଟି ବନ୍ଦ କଲା ପ୍ରଶାସନ

ରେଢାଖୋଲ,୩।୪(ଡି.ଏନ.ଏ.)-ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ଭାରତ ସମେତ ବିଭିନ୍ନ ଦେଶ ଲାଗି ପଡିଛନ୍ତି। ଭାରତରେ ଏହାର ମୁକାବିଲା…

କୋଭିଡ-୧୯: ସିନିୟର ପିଜିଏ ଚାମ୍ପିୟନଶିପ୍‌ ବାତିଲ

ଲସ୍‌ ଏଞ୍ଜେଲ୍ସ,୩।୪(ପି.ଟି.)- କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଆସନ୍ତା ମାସରେ ଆୟୋଜନ ହେବାକୁ ଥିବା ପ୍ରଫେସ୍‌ନାଲ ଗଲ୍ଫର୍ସ ଅସୋସିଏଶନ (ପିଜିଏ) ଚାମ୍ପିୟନ୍‌ଶିପ୍‌…

ଦୀପ ଜଳାଇବା ସମୟରେ ଥାଳି ଭଳିି ଭୁଲ ନ ଦୋହରାଇବାକୁ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ,୩।୪: ସାରା ଦେଶ ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ଜାରି ରଖିଛି। କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି।…

ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଖାଦ୍ୟ, ପାଣି ବଣ୍ଟନ

ପୁରୁଷୋତ୍ତମପୁର, ୩।୪(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ସାରା ରାଜ୍ୟ ଲକ୍‌ଡାଉନ କରାଯାଇଥିବା ବେଳେ ଗରିବ ଦିନ ମଜୁରିଆମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। କାମଧନ୍ଦା ନ ପାଇ…

ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୩ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଘରେ ସଙ୍ଗରୋଧ ହୋଇ ରହିବାକୁ ପରାମର୍ଶ…

କରୋନା ଯୋଗୁ ପନିପରିବା ଚାଷୀ ପ୍ରଭାବିତ, ଋଣ ଛାଡ଼ ଦାବି

ଗଞ୍ଜାମ, ୩।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯) ସଂକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ l ଏଥିପାଇଁ ସମସ୍ତ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଛି। ଏହି…

ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ବୃଦ୍ଧା

ମାର୍ଶାଘାଇ, ୩।୪ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଡ଼କୁଳ ଗ୍ରାମର ଜନୈକା ବୃଦ୍ଧା ଯନ୍ତ୍ରଣା ସହି ନ ପାରି ଶୁକ୍ରବାର ଜୀବନ ହାରିଛନ୍ତି। ସେ ହେଲେ…

କେନ୍ଦୁ ଖାଇବାକୁ ଯାଇ ଗଛରୁ ପଡ଼ି ନାବାଳକଙ୍କ ଜୀବନ ଗଲା: ସରକାରୀ ସହାୟତା ଦାବି

ଲୋଇସିଂହା, ୩।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝରଣୀପାଲି ଗ୍ରାମର ଜନୈକ ନାବାଳକ କେନ୍ଦୁ ଖାଇବାକୁ ଯାଇ ଗଛରୁ ପଡ଼ି ଗୁରୁବାର ମୃତ୍ୟୁ ଘଟିଛି। ସେ…