Categories: ଗଞ୍ଜାମ

ଜଙ୍ଗଲରୁ ୬ ଜୁଆଡି ଗିରଫ

ଭଞ୍ଜନଗର,୨୨।୫(ଡି.ଏନ୍‌.ଏ.)- ତାରସିଂ ପୋଲିସ ଗୁରୁବାର ଲେମ୍ବେଇ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ୯ ହଜାର ୨୬୦ ଟଙ୍କା, ୬ଟି ବାଇକ୍‌ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଉକ୍ତ ଜଙ୍ଗଲରେ ଜୁଆଖେଳ ଚାଲିଥିବା ବେଳେ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା।