ରୋଜଗାର ଦେଇପାରୁନି କୌଳିକ ବୃତ୍ତି: ବେଉସାରେ ବାଧକ କରୋନା

ଛେଣ୍ଡିପଦା, ୨୪।୫(ସ୍ବ.ପ୍ର.)- କୌଳିକ ବୃତ୍ତି ଉପରେ ନିର୍ଭର କରି ଆଉ ଚଳିହେଉନି। ଅନ୍ୟ ସମୟ କଥା ଥିଲା ଅଲଗା। ହେଲେ ବର୍ତ୍ତମାନର କରୋନା କଟକଣା କମାର, ଖଲି…

କଙ୍କଡ଼ାହାଡ଼କୁ ଛୁଇଁଲା କରୋନା: ଆକ୍ରାନ୍ତ ଯୁବକ ସୁରଟ୍‌ ଫେରନ୍ତା  

ଢେଙ୍କାନାଳ ଅଫିସ, ୨୪।୫-ଢେଙ୍କାନାଳ ଜିଲାର ଆଦିବାସୀବହୁଳ କଙ୍କଡ଼ାହାଡ଼ ବ୍ଲକକୁ ଛୁଇଁଛି କରୋନା। ଶନିବାର ଜଣେ ସୁରତ ଫେରନ୍ତାଙ୍କ ନିକଟରେ କୋଭିଡ୍‌-୧୯ ଭୂତାଣୁଠାବ କରାଯାଇଛି। ଏଥିସହିତ ଜିଲାରେ ଆକ୍ରାନ୍ତଙ୍କ…

କାଲି ଅନୁଗୋଳରେ ପହଞ୍ଚତ୍ବ ଶ୍ରମିକ ଏକ୍ସପ୍ରେସ୍‌

ଅନୁଗୋଳ ଅଫିସ, ୨୪।୫- ଗୁଜରାଟରୁ ୧୬୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ୨୩ ତାରିଖରେ ବାହାରିଥିବା ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍‌ ସୋମବାର ଭୋର୍‌ ୫ଟାରେ ଅନୁଗୋଳ ଷ୍ଟେଶନରେ…

ଜଳସଙ୍କଟରେ ଗୋଚ୍ଛାୟତସାହିବାସୀ

ବଅଁରପାଳ, ୨୪ା୫(ଡି.ଏନ.ଏ.)- ବଅଁରପାଳ ବ୍ଲକ ଗିରାଙ୍ଗ ଗୋଚ୍ଛାୟତ ସାହିରେ ଲାଗି ରହିଛି ପାନୀୟ ଜଳ ସଙ୍କଟ। ସାହିବାସୀ ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା ଅସୁବିଧା…

ପଜିଟିଭ୍‌ ସଂଖ୍ୟା ୨୫ ଛୁଇଁଲା  

ଅନୁଗୋଳ ଅଫିସ, ୨୪।୫- ଅନୁଗୋଳ ଜିଲାରେ ଆଉ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ସଂଖ୍ୟା ୨୫ରେ…

କାଲିଠୁ କଟକରେ ଅନଲାଇନରେ ମିଳିବ ମଦ

କଟକ ଅଫିସ,୨୪।୫-କଟକରେ କାଲିଠୁ ଅନଲାଇନରେ ମିଳିବ ବିଦେଶୀ ମଦ। ହ୍ବାଟସଆପ, ମୋବାଇଲ କଲ ମାଧ୍ୟମରେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଗ୍ରାହକମାନେ ଏହି ଅର୍ଡର ଦେଇପାରିବେ।…

୫୮ ଦିନ ପରେ ଘରକୁ ଫେରିଲେ ଛତିଶଗଡ଼ ଶ୍ରମିକ

ସାକ୍ଷୀଗୋପାଳ, ୨୪ା୫(ଡି.ଏନ.ଏ)- ଲକଡାଉନ ଯୋଗୁ ସତ୍ୟବାଦୀ ବ୍ଲକ କାଦୁଆ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଛତିଶଗଡ଼ ରାଜ୍ୟର ୭ଟି ଶ୍ରମଜୀବୀ ପରିବାରର ୩୫ଜଣ ସଦସ୍ୟ ୫୮ ଦିନ…

ପଶ୍ଚିମବଙ୍ଗ ଗଲେ ଅଗ୍ନିଶମ ବିଭାଗ, ଓଡ୍ରାଫର ୪୦ ଟିମ୍‌

ବାଲେଶ୍ୱର ଅଫିସ, ୨୪।୫-ମହାବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି ଓଡିଶା ା ମୁଖ୍ୟମନ୍ତ୍ରୀ ନବୀନ…

ଚାଷୀ ପଞ୍ଜୀକରଣ, ଧାନ କିଣାରେ ଅନିୟମିତତା: ସିଲାଟି ପ୍ୟାକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଲମ୍ବିତ

ସୋନପୁର,୨୪।୫(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଲାଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ବଳରାମ ପଧାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସୋନପୁର ଉପନିବନ୍ଧକ…

ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ

ଜହ୍ନାପଙ୍କ,୨୪।୫ (ଡି.ଏନ.ଏ)- ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଏହି ସାହିରେ ୨୦ ପରିବାରର ପ୍ରାୟ ୩୦୦ ଲୋକ…