କରୋନା କଟକଣାକୁ ମାନି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ପାଳନ କରନ୍ତୁ, ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ: ଦାସବର୍ମା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀର ମୁକାବିଲା କରିବାରେ ଲାଗିଛି। ସେହି କ୍ରମରେ ଭାରତ ମଧ୍ୟ କରୋନା ସହ ବଡ ଧରଣର ଲଢେଇ ଲଢୁଛି। ଏହି…

ରାଜଧାନୀରେ ନବ ବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା: ହକର୍‌ ଥିଲେ ଯୁବକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜଧାନୀ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ୱର କୁମ୍ଭାର ସାହିରେ ରହୁଥିବା ଜନୈକ ହକର ଏବଂ ତାଙ୍କ ସ୍ତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି । କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ…

କରୋନା ଆକ୍ରାନ୍ତ ୨ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ  କରୋନା ସଂକ୍ରମିତ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଜିଲାର ୪୨ ବର୍ଷୀୟ ବ୍ୟକ୍ତି ରହିଥିବା ବେଳେ…

ପରଲୋକରେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ

ରାୟପୁର,୨୯।୫: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ପରଲୋକ ଘଟିଛି। ସେ ୨୦ ଦିନ ହେବ ହୃଦଘାତରେ ପୀଡିତ ହୋଇ ରାୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।…

ଗୋପାଳଗଞ୍ଜ ଟ୍ରିପଲ୍‌ ମର୍ଡର ‌: ତେଜସ୍ବୀଙ୍କ ଘର ଆଗରେ ବିଧାୟକ, କର୍ମୀଙ୍କ ଭିଡ

ପାଟନା,୨୯।୫: ଗୋପାଳଗଞ୍ଜ ଟ୍ରିପଲ୍‌ ମର୍ଡରକୁ ନେଇ ବିହାର ରାଜନୀତି ସରଗରମ ହୋଇପଡିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଅଡି ବସିଛି ବିରୋଧୀ ଦଳ ଆରଜେଡି।…

ଦିଲ୍ଲୀର ଏଲ୍‌ଜି କାର୍ଯ୍ୟାଳୟରେ ୪ ଜଣଙ୍କୁ କରୋନା

ନୂଆଦିଲ୍ଲୀ,୨୯।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ ୪ ଜଣ…

ଲକ୍‌ଡାଉନ୍‌ ବଢ଼ିଲେ କ’ଣ ହେବ ପରିସ୍ଥିତି, ମଜାଳିଆ ଭିଡିଓ ଶେୟାର କଲେ ଭାରତୀ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଲଗାତର ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ଭାରତୀ ଏବେ ଆଉ ଏକ…

ଲକ୍‌ଡାଉନ୍‌ ନିୟମ ନ ମାନି ଅମାନିଆ ଗଣିଲେ ୮୦୦୦ ଜରିମାନା

ବୁଗୁଡ଼ା,୨୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ସହରରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ନିୟମ ମାନି ଚଳିବାକୁ ବାରମ୍ବାର ସଚେତନ କରାଯାଇଥିଲେ…

ରାଜ୍ୟରେ ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ: ୩୬ ହଜାର ପାଇବେ ନିଯୁକ୍ତି

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ। ସେଥିରୁ ଧାମରାରେ କୋଟିଏ ଟେକ୍ସଟାଇଲ ଓ ଢେଙ୍କାନାଳରେ ମେଡିକାଲ ପାର୍କ ହେବ। ଉଭୟ ପାର୍କ ପାଇଁ…