୩,୮୪୦ ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍‌: ଯାତ୍ରା କରିଛନ୍ତି ୫୨ ଲକ୍ଷରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ,୨୯।୫: ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଶୁକ୍ରବାର ସୂଚନା ଦେଇଛନ୍ତି, ଗତ ପ୍ରାୟ ୧ ସପ୍ତାହ ହେବ ପ୍ରତିଦିନ ପାଖାପାଖି ୩ ଲକ୍ଷ ପ୍ରବାସୀ…

ଅଲିମ୍ପିକ୍‌ ଚାମ୍ପିୟନ ରୁଡିଶା ୧୬ ସପ୍ତାହ ବାଦ୍‌ ପଡ଼ିିଲେ

ଲଣ୍ଡନ,୨୯।୫(ଏଏଫ୍‌ପି): ଦୁଇଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିବା କେନିଆ ତାରକା ଧାବକ ଡେଭିଡ୍‌ ରୁଡିଶା ଇଞ୍ଜୁରିର ସମ୍ମୁଖୀନ ହୋଇ କ୍ରୀଡ଼ାରୁ ୧୬ ସପ୍ତାହ ବାଦ୍‌ ପଡିଛନ୍ତି।…

ଆଡିଲେଡ୍‌ ଓଭାଲରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୯।୫: ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆଡିଲେଡ୍‌ ଓଭାଲ ଗ୍ରାଉଣ୍ଡରେ ଦିବାରାତ୍ର ତଥା ପିଙ୍କ୍‌ବଲ୍‌ ଟେଷ୍ଟ ଖେଳିବା ନିଶ୍ଚିତ ହୋଇଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଉଭୟ ପୁରୁଷ…

ଜୁନ୍‌ ୧୭ରୁ ପୁଣି ଆରମ୍ଭ ହେବ ପ୍ରିମିୟର ଲିଗ୍‌

ଲଣ୍ଡନ, ୨୯।୫(ଏଏଫ୍‌ପି): ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ପ୍ରତିଯୋଗିତା ପ୍ରିମିୟର ଲିଗ୍‌ ଜୁନ୍‌ ୧୭ ତାରିଖରୁ ପୁଣି ଆରମ୍ଭ ହେବ। ଇଂଲିଶ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଭାବେ…

ଚାପର ମୁକାବିଲା କରିବାରେ ରୋହିତ ସିଦ୍ଧହସ୍ତ: ଲକ୍ଷ୍ମଣ

ନୂଆଦିଲ୍ଲୀ,୨୯।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭାରତୀୟ ଓପନର ରୋହିତ ଶର୍ମା ନିଜକୁ ଜଣେ ସଫଳ ଅଧିନାୟକ ଭାବେ ଗଢି ତୋଳିଛନ୍ତି। ଚାପକୁ ମୁକାବିଲା କରିବାରରେ ରୋହିତ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ଜାନୁୟାରୀକୁ ଘୁଞ୍ଚିଲା

ନୂଆଦିଲ୍ଲୀ,୨୯।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର କାର୍ଯ୍ୟସୂଚୀ ମଧ୍ୟ ପ୍ରଭାବିତ ହୋଇଛି। ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଆଗାମୀ ସେପ୍ଟେମ୍ବରରେ ଏହି ମେଗା ଇଭେଣ୍ଟ ଆୟୋଜନ…

CORONAVIRUS UPDATE: ଆଉ ୯୦ ହେଲେ ସୁସ୍ଥ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୯୭୭ରେ ପହଞ୍ଚିଛି। ଏ ନେଇ…

ମନ୍ତ୍ରୀସ୍ତରୀୟ ବୈଠକରେ କୋଭିଡ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ସଂକଳ୍ପ ପାରିତ

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ସର୍ବସମ୍ମତିରେ ସଂକଳ୍ପ ପାରିତ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଂକଳ୍ପ…

‘ସୁଗମ ଯୋଜନା’: ୧୫ ଦିନରେ ୪୭୪୮ ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡ଼ିଲାଣି ଗଞ୍ଜାମ ପ୍ରଶାସନ, ୧୭ ହଜାରଙ୍କୁ ଖାଦ୍ୟ ପ୍ୟାକେଟ୍‌

ଛତ୍ରପୁର, ୨୯।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦେଇ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଜ଼ିଲା ଓ ଏହି ଜିଲାର ବିଭିନ୍ନ ଅଞ୍ଚଳଞ୍‌କୁ ସୁଗମ ଯୋଜନାରେ ପ୍ରଶାସନ ପକ୍ଷରୁ ଗାଡ଼ିଯୋଗେ…

କ୍ୱାରାଣ୍ଟାଇନରେ ୧୪ ଦିନ ପୂରଣ କରିଥିବା ପ୍ରବାସୀଙ୍କୁ ଟଙ୍କା ବାଣ୍ଟିଲେ ଗଞ୍ଜାମ ଜିଲାପାଳ

ଶେରଗଡ଼,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଶେରଗଡ଼ ବ୍ଲକକୁ ପରିଦର୍ଶନରେ ଯାଇ ଖମାର କ୍ୱାରାଣ୍ଟାଇନ କେନ୍ଦ୍ର ବୁଲି ଦେଖିଥିଲେ। ଉକ୍ତ କେନ୍ଦ୍ରରେଥେିବା ପ୍ରବାସୀଙ୍କର ଶୁକ୍ରବାର…