ପାକ୍‌ର ଓଆଇସି ଗୋଷ୍ଠୀ ଗଠନ ଉଦ୍ୟମ ପଣ୍ଡ

ଜାତିସଂଘ,୩୦ା୫: ଜାତିସଂଘରେ ଇସ୍‌ଲାମିକ ସହଯୋଗ ସଂଗଠନ (ଓଆଇସି) ପ୍ରତିନିଧିମାନଙ୍କୁ ନେଇ ଇସ୍‌ଲାମଫୋବିଆ ଉପରେ ଏକ ଅନୌପଚାରିକ ଗୋଷ୍ଠୀ ଗଠନ ଲାଗି ପାକିସ୍ତାନ ଚଳାଇଥିବା ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି…

ହଂକଂ ସୁରକ୍ଷା ଆଇନକୁ କଡ଼ା ବିରୋଧ

ବେଜିଂ,୩୦ା୫: ଚାଇନା ପାର୍ଲାମେଣ୍ଟରେ ବେଜିଂ ସୁରକ୍ଷା ବିଲ୍‌ ପାସ୍‌ ହେବାର ଦିନକ ପରେ ଏହାକୁ କଡ଼ା ବିରୋଧ କରାଯାଇଛି। ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ଏହି…

ଟ୍ରମ୍ପ୍‌ଙ୍କ ଟୁଇଟ୍‌କୁ ଉଡ଼ାଇଦେଲା ଟୁଇଟର

ଓ୍ବାଶିଂଟନ,୩୦ା୫(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସଦ୍ୟ ଟୁଇଟ୍‌କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଉଡ଼ାଇଦେବା ସହ ଏହା ହିଂସା ବଢ଼ାଇବା ବିରୋଧୀ ନିୟମର ଉଲ୍ଲଂଘନ…

ଇଣ୍ଡିଆ ବଦଳରେ ଭାରତ

ନୂଆଦିଲ୍ଲୀ,୩୦ା୫(ପି.ଟି.): ସମ୍ବିଧାନ ସଂଶୋଧନ କରି ଦେଶର ନଁ। ଇଣ୍ଡିଆ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ଥାନ’ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ପିଟିଶନ…

ହିଜ୍‌ବୁଲ ମୁଖ୍ୟଙ୍କୁ ପାକ୍‌ରେ ଆକ୍ରମଣ

ଇସ୍‌ଲାମାବାଦ,୩୦।୫: ପାକିସ୍ତାନରେ ହିଜ୍‌ବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ଉପରେ ଆକ୍ରମଣ କରାଯାଇଛି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ପାକିସ୍ତାନ ଆଇଏସ୍‌ଆଇର ଯୋଜନା କ୍ରମେ ୨୫…

ସିଭିଲ ହସ୍ପିଟାଲକୁ କାଳକୋଠରି କହିଥିବା ବିଚାରପତିଙ୍କୁ ବେଞ୍ଚ୍‌ରୁ ହଟାଗଲା

ନୂଆଦିଲ୍ଲୀ,୩୦ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଅହମଦାବାଦର ସିଭିଲ ହସ୍ପିଟାଲ କାଳକୋଠରିଠାରୁ ନିକୃଷ୍ଟ ବୋଲି କହିଥିବା ବିଚାରପତି ଇଲେଶ ଭୋରାଙ୍କୁ କୋଭିଡ୍‌ ମାମଲା ବିଚାର କରୁଥିବା ଗୁଜରାଟ…

କାମାଥ ହୋଇପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୦ା୫: ଜଣାଶୁଣା ବ୍ୟାଙ୍କର୍‌ କୁନ୍ଦପୁର ବାମନ କାମାଥ ଭାରତର ପରବର୍ତ୍ତୀ ଅର୍ଥମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତଥ୍ୟାଭିଜ୍ଞ ମହଲରେ ଚାଲିଥିବା ଆଲୋଚନାକୁ ସତ ବୋଲି…

ବିଦ୍ୟୁତ୍‌ ଆଘାତରେ ଶିକାରୀ ମୃତ

ତେଲକୋଇ,୩୦ା୫(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନ ଦେଉଳଡିହା ଜେନାଦର ଗ୍ରାମ ଗୋଟମୁହିଁ ସଂରକ୍ଷିତ ଜଙ୍ଗଲରେ ଜଣେ ଶିକାରୀ ବାରହା ଶିକାର କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇପଡିଥିଲେ। ପ୍ରଥମେ…

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ

କେନ୍ଦୁଝର, ୩୦ା୫(ଡି.ଏନ.ଏ.)-ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…