ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ଶହୀଦ

ରାଜୌରି,୧୧।୬: ଜମ୍ମୁ-କଶ୍ମୀରର ରାଜୌରି ସେକ୍ଟଟରରେ ପାକିସ୍ତାନ ପଟରୁ ଅସ୍ତ୍ର ବିରତି ଉଲ୍ଲଂଘନ ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ ପଟରୁ ବୁଧବାର…

‘କୋଟିଏ ନିଅ-ଇସ୍ତଫା ଦିଅ’ ଅଭିଯୋଗ: ବିଧାୟକଙ୍କୁ ହୋଟେଲରେ ରଖିଲା କଂଗ୍ରେସ

ଜୟପୁର, ୧୧।୬: ରାଜସ୍ଥାନରେ ରାଜ୍ୟ ସଭା ନିର୍ବାଚନ ରାଜନୀତି ବେଶ୍‌ ରୋଚକ ମୋଡ଼ ନେବାରେ ଲାଗିଛି। କଂଗ୍ରେସକ୍ଷରୁ ଭାଜପା ବିରୋଧରେ ‘କୋଟିଏ ନିଅ-ଇସ୍ତଫା ଦିଅ’ ଅଭିଯୋଗ ଆଣିଛି।…

ସରକାରୀ ଭ୍ରାମ୍ୟମାଣ ଆମ୍ବ ଦୋକାନରେ ପାଳନ ହେଉନି ସାମାଜିକ ଦୂରତ୍ୱ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ସରକାରଙ୍କ ଓରମାସ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଆମ୍ବ ବିକ୍ରି ବ୍ୟବସ୍ଥା। ଲୋକଙ୍କୁ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାରର ଆମ୍ବ ଯୋଗାଇ ଦିଆଯାଉଛି। ଜିଲାପାଳଙ୍କ…

କରୋନା ଭାଇରସ୍‌ ଉପରେ ରିସର୍ଚ୍ଚ କରିବାକୁ ୪୨.୨ କିମି ଚାଲିଲେ ୧୦୩ ବର୍ଷୀୟ ଡାକ୍ତର

ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଛି। ଏବେ ଏହି ଭୂତାଣୁ ଯୋଗୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। କରୋନାର ମୂଳପୋଚ୍ଛ ପାଇଁ…

ମାତ୍ର ୧୦ ଟଙ୍କା ଦିଅନ୍ତୁ, ମନଇଛା ଟମାଟୋ ତୋଳି ନିଅନ୍ତୁ

ଜଶପୁର, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଲକ୍‌ଡାଉନ୍‌ ଜାରି ରହିଥିବାରୁ ବହୁ ଚାଷୀ ସେମାନଙ୍କ ଅମଳ ଫସଲ ବିକ୍ରି…

ଚୋରା ବାଲିଖାଦାନ ଉପରେ ପ୍ରଶାସନର ମିଳିତ ଚଢାଉ

ସଜନାଗଡ,୧୧।୬(ଡି.ଏନ୍‌.ଏ): ବାଲେଶର ଜିଲା ନୀଳଗିରି ତହସିଲ ଅଧିନ କାଠପାଳ ଅଞ୍ଚଳ ସ୍ଥିତ ସୋନ ନଦୀ ଘାଟରେ ବାଲି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ବାଲି ଚୋରାଚାଲାଣ ହେଉଥିବା ନେଇ…

୨ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଗୁରୁବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୧୫୫ରେ ପହଞ୍ଚିଥିବାବେଳେ ମୃତକଙ୍କ…

ପୁନରୁଦ୍ଧାର ହେଉନି କଣ୍ଡସରା ନାଳ: ଦୁର୍ଦ୍ଦଶାରେ ଚାଷୀ

ରସୁଲପୁର, ୧୧।୬(ଡି.ଏନ୍‌.ଏ.): କୃଷି ଓ କୃଷକର ଉନ୍ନତି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବିପୁଳ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ…

ମଉଳିଲା ରଜ ଉତ୍ସବ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ଆଉ ଶୁଭିବ ନାହିଁ ରଜ ଗୀତ ଓ ଦୋଳିର କଟମଟ ଶବ୍ଦ। କାଂ ଭା ଦେଖିବାକୁ ମିଳିବ ଦୋଳି। କିନ୍ତୁ ପୂର୍ବଭଳି ରଜ ମହୋତ୍ସବ, ରଜ…

୨ ଆଗ୍ନିକ ମୃତ, ବହୁ ଘର ଧ୍ୱଂସ

ଗୁଆହାଟୀ,୧୧ା୬(ଆଇଏଏନ୍‌ଏସ୍‌): ଆସାମର ତିନସୁକିଆ ଜିଲାରେ ଥିବା ଏକ ତୈଳକୂପରେ ବୁଧବାର ନିଆଁ ଲାଗିଯିବାରୁ ଅଏଲ୍‌ ଇଣ୍ଡିଆ ଲିଃ (ଓଆଇଏଲ୍‌)ର ୨ ଆଗ୍ନିକଙ୍କ ମୃତ୍ୟୁ ଘଟିଛି। ନିକଟରେ ଥିବା…