ରଜରେ ଭିଡ ଜମିବା ଆଶଙ୍କା: ଖୋର୍ଦ୍ଧା ବରୁଣେଇ, ମା’ ଉଗ୍ରତାରା ପୀଠରେ ସପ୍ତାହେ ଯାଏ ୧୪୪ ଧାରା ଜାରି

ଖୋର୍ଦ୍ଧା ଅଫିସ,୧୧।୬: ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନିୟନ୍ତ୍ରଣ ସହ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ଲାଗି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ…

ଶୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିଥିବା କନିକାଙ୍କୁ ଫ୍ଲାଟରେ ଏଣ୍ଟ୍ରି ପାଇଁ ମନାକଲା ସୋସାଇଟି

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୨ଠାରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। ଫଳରେ କଳାକାରମାନେ ହାତବାନ୍ଧି ଘରେ ବସି ରହିଛନ୍ତି। ନିକଟରେ…

କଳାକାର ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

କେନ୍ଦୁଝର,୧୧ା୬(ସ୍ବ.ପ୍ର.): ପଞ୍ଜୀକରଣ ଦେୟ ଆଦାୟକୁ ନେଇ କଳାକାର ସଂଘ ପକ୍ଷରୁ ଗୁରୁବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କରୋନା ଲକ୍‌ଡାଉନ୍‌ ପାଇଁ କଳାକାରମାନେ କାମ ନ ପାଇ…

ନିଜ ଦେଶରେ ହେଉଥିବା ବର୍ଣ୍ଣବୈଷମ୍ୟ ପ୍ରଦର୍ଶନକୁ ଭୁଲିଲା ଆମେରିକା: ଭାରତର ଧାର୍ମିକ ସ୍ବାଧୀନତା ନେଇ ଚିନ୍ତା ପ୍ରକାଶ କଲା

ଓ୍ବାଶିଂଟନ, ୧୧।୬: ଆମେରିକାର ପରାମର୍ଶ ଦେବା ପଣିଆ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଦେଶରେ ବର୍ଣ୍ଣବୈଷମ୍ୟ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକା ଏହି ସମସ୍ୟାକୁ…

ପିତାଙ୍କ ବାଓପିକ୍‌ରେ ନଜର ଆସିବେ ଏହି କ୍ରିକେଟରଙ୍କ ଝିଅ

୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ର ବିଶ୍ୱକପ ବିଜୟକୁ ନେଇ ତିଆରି ହୋଇଛି। ଫିଲ୍ମ ’୮୩’। ଏହି ଫିଲ୍ମରେ ରଣବୀର ଭାରତୀୟ କ୍ରିକେଟ ଟିମ୍‌ କ୍ୟାପଟେନ୍‌ କପିଲ ଦେବଙ୍କ…

ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ର ଆଉ ୫୪ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ଆଉ ୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ହୋଇଥିବା ୧୩୬ ଆକ୍ରାନ୍ତଙ୍କ ମଧ୍ୟରେ ଏହି ଯବାନମାନେ ରହିଛନ୍ତି।…

ପରଲୋକରେ ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତି

ମୁମ୍ବାଇ,୧୧।୬: ଟେଲି କଳାକାର ତଥା ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତିଙ୍କ ନିଧନ ହୋଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଶୌଚାଳୟରୁ ମିଳିଲା ନିଖୋଜ ଥିବା କରୋନା ସଂକ୍ରମିତଙ୍କ ମୃତଦେହ

ମୁମ୍ବାଇ,୧୧।୬: କରୋନା ସଂକ୍ରମଣକୁ ନେଇ ମହାରାଷ୍ଟ୍ରର ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ଗତ ପ୍ରାୟ ଏକ ସପ୍ତାହ ହେବ ଜଣେ କରୋନା ସଂକ୍ରମିତ ୮୨ ବର୍ଷୀୟା ମହିଳା…

କେନ୍ଦୁଝର ଜିଲାରେ ପୁଣି ୮ କରୋନା ପଜିଟିଭ୍‌ ଚିହ୍ନଟ

କେନ୍ଦୁଝର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ପୁଣି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପଟେଣା ବ୍ଲକରେ ୩ଜଣ, ଘଟଗାଁ ବ୍ଲକରେ ୪ ଜଣ ଓ ସଦର ବ୍ଲକରେ ଜଣେ…

ଭାରତକୁ ଆତ୍ମନିର୍ଭର କରିବା ଲାଗି କରୋନା ମହାମାରୀ ଆଣିଛି ନୂଆ ସୁଯୋଗ: ମୋଦି

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରକୃତ ପକ୍ଷେ କରୋନା ମହାମାରୀ ଭାରତ ଲାଗି ଏକ ନୂଆ ସୁଯୋଗ…