କପୁର ପରିବାରରେ ଝିଅଙ୍କୁ ନ ଥିଲା ଫିଲ୍ମରେ ଅଭିନୟ ଅନୁମତି: କରିଶ୍ମା ଭାଙ୍ଗିଥିଲେ ପରମ୍ପରା

ମୁମ୍ବାଇ, ୨୫।୬: ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଗୁରୁବାର ୪୬ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୭୪ ଜୁନ୍‌ ୨୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କପୁର ପରିବାରରେ…

୧୯୮୩ ବିଶ୍ୱକପ୍‌ ବିଜେତା ଦଳର ଖେଳାଳିଙ୍କୁ କେତେ ଟଙ୍କା ମିଳିଥିଲା ଜାଣନ୍ତି କି

୧୯୮୩, ଜୁନ ୨୫ରେ ସେତେବେଳର କ୍ରିକେଟ ଜଗତର ବାଦଶାହା ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ବ ବିଜେତାର ମୁକୁଟ ପିନ୍ଧିଥିଲା ଟିମ ଇଣ୍ଡିଆ। ଆଉ ଏହା ଥିଲା ଭାରତର…

ପୁରୀରେ ସେବାୟତଙ୍କ ହେଲା କରୋନା ଟେଷ୍ଟ

ପୁରୀ ଅଫିସ,୨୫ା୬: କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ରହିବ। ଏମିତି କିଛି ସର୍ତ୍ତ…

କେନ୍ଦ୍ରରେ ଚାଲିଛି ମୋଦି-ଶାହାଙ୍କ ୨ ଜଣିଆ ସରକାର: ରଣଦୀପ୍‌ ସୁରଜେଓ୍ବାଲା

ନୂଆଦିଲ୍ଲୀ, ୨୫।୬: ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ୪୫ ବର୍ଷ ପୂରଣ ଅବସରରେ କଂଗ୍ରେସକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟାର୍ଗେଟ କରିଥିଲେ। କଂଗ୍ରେସ କ୍ଷମତା ହାସଲ ଲାଗି…

ଚାଇନା ନାଗରିକଙ୍କ ପାଇଁ ଦିଲ୍ଲୀର ୩ ହଜାର ହୋଟେଲ-ଗେଷ୍ଟ ହାଉସ୍‌ ବନ୍ଦ

ନୂଆଦିଲ୍ଲୀ, ୨୫।୬: ଚାଇନା ପ୍ରତି ଭାରତୀୟଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଛି। ଗଲଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଏଭଳି ଭାବନା ବଢ଼ିବାରେ…

ବାହାରିଲା ଆଡ଼ପ ଅବଢ଼ା

ପୁରୀ ଅଫିସ,୨୫ା୬: ମହାପ୍ରଭୁ ଜନ୍ମବେଦୀରେ ବିଜେ କରିବା ପରେ ଆଡ଼ପ ଅବଢ଼ା ପାଇବା ଲାଗି ଭକ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍କଣ୍ଠା ରହିଥାଏ। ଏବେ ଏହି ଉତ୍କଣ୍ଠାର ପରିସମାପ୍ତି…

ଡରିଲେନି ପ୍ରଧାନମନ୍ତ୍ରୀ: ପୁଅସହ ଗଲେ ଆଇସ୍‌କ୍ରିମ ଖାଇବାକୁ

ଓଟାଓ୍ବା,୨୫।୬: କରୋନା ମହାମାରୀର ସଂକ୍ରମଣକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ଡାଉନ ନିୟମ ଜାରି କରାଯାଇଥିଲା। ହେଲେ ଏବେ ଅଧିକାଂଶ ଦେଶରେ ଏହି ନିୟମରେ କୋହଳ କରାଗଲାଣି।…

ମୋଦିଙ୍କୁ ଡରୁ ନାହାନ୍ତି ରାହୁଲ: ଜବାବ ଦେଲେ ଶାହା

ନୂଆଦିଲ୍ଲୀ,୨୫।୬: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଙ୍ଗଳବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଦଳର ଜଣେ ନେତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ସେ ଅଭିଯୋଗ କରିଥିଲେ…

ଥାନାରେ ପହଞ୍ଚି ଯୁବକ କହିଲେ ମୁଁ କରୋନା ପଜିଟିଭ୍‌, ପୋଲିସ୍‌ ହେଲେ ଆଶ୍ଚର୍ଯ୍ୟ

କୋଲକତା,୨୫।୬: ପଶ୍ଚିମବଙ୍ଗରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ନିଜ କରୋନା ରିପୋର୍ଟ ନେଇ ପୋଲିସ ଥାନାରେ ପହଞ୍ଚି କହିଥିଲେ ମୁଁ କରୋନା…

ଧାନ ଉଠାଣ ଦାବିରେ ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୫।୬: ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ଏପର୍ଯ୍ୟନ୍ତ ଜିଲାର ଅନେକ…