ଏହି ବଲିଉଡ୍‌ ଅଭିନେତ୍ରୀଙ୍କୁ ବେଶୀ ପସନ୍ଦ କରନ୍ତି ପାକିସ୍ତାନ କ୍ରିକେଟର୍‌

ନିକଟରେ ପାକିସ୍ତାନ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇଛି। ସେଠାରେ ଦଳ ଇଂଲଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହି ଗସ୍ତ…

ତେଲେଙ୍ଗାନା ଗୃହମନ୍ତ୍ରୀଙ୍କୁ କରୋନା ସଂକ୍ରମଣ

ହାଇଦ୍ରାବାଦ୍‌, ୨୯।୬: ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲ୍ଲୀଙ୍କୁ କରୋନା ସଂକ୍ରମଣ ହୋଇଛି। ରବିବାର ସନ୍ଧ୍ୟାରେ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚିକିତ୍ସା…

ଗଞ୍ଜାମରେ ଆଉ ୨ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଛତ୍ରପୁର,୨୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଜିଲାରେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ସୋମବାର…

ଚିନ୍ତା ବଢ଼ାଇଲାଣି ରାଜଧାନୀ: ୨୫ କରୋନା ପଜିଟିଭ ଚିହ୍ନଟ; ୨୩ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୨୩ ଲୋକାଲ୍‌ କେସ୍‌ ରହିଥିବା ବେଳେ ୨ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ…

ପେଟ୍ରୋଲ-ଡିଜେଲ ଦାମ ବଢ଼ାଇ ୧୮ ଲକ୍ଷ କୋଟି ଆଦାୟ କରିଛନ୍ତି ମୋଦି: ସୋନିଆ

ନୂଆଦିଲ୍ଲୀ, ୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ,…

ଯାଜପୁରରେ ସାଧାରଣ ଲୋକଙ୍କୁ ଅଫିସ ମନା

ଯାଜପୁର ଅଫିସ, ୨୯।୬: ଗତ ଦୁଇ ଦିନରେ ଯାଜପୁର ଜିଲାରେ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ…

ପୃଥିବୀ ପ୍ରତି ଗ୍ରହାଣୁ ବିପଦ

”ଗ୍ରହାଣୁଗୁଡ଼ିକର ଆକାର ଛୋଟ ଗୋଡ଼ି ଆକାରଠାରୁ ଆରମ୍ଭ କରି ୧୦୦ କିମି ପର୍ଯ୍ୟନ୍ତ ଅଛି। ଏଗୁଡ଼ିକ ସୂର୍ଯ୍ୟକୁ ପରିକ୍ରମଣ କରୁଥିଲେ ସୁଦ୍ଧା ଆକାର ଅତି ଛୋଟ ଥିବାରୁ…

ଏହି ୨ ଅଭିନେତାଙ୍କୁ ଭାରତରତ୍ନ ପାଇଁ ଦାବି

କରୋନା ମହାମାରୀ ସମୟରେ ବଲିଉଡ୍‌ର ଅନେକ କଳାକାର ଗରିବ, ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। କେହି ଟଙ୍କା ବାଣ୍ଟିଛନ୍ତି ତ ଆଉ କେହି ଭୋକିଲାଙ୍କୁ ଖାଇବାକୁ ଦେଇଛନ୍ତି।…

ପରିବା ବିକୁଛନ୍ତି ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ, ୨୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ଫିଲ୍ମ ଅବା ଟିଭି ସିରିଏଲ୍‌ର ଶୁଟିଂ ବନ୍ଦ ରହିଛି। ନିଜ ପରିବାର…

ଉଇଗୁର ମୁସଲମାନ ମହିଳାଙ୍କୁ ସନ୍ତାନ ପ୍ରସବ ନ କରିବାକୁ ବାଧ୍ୟ କରୁଛି ଚାଇନା !

ବେଜିଂ,୨୯।୬: ଚାଇନା ସରକାରଙ୍କ ଆଉ ଏକ ଅମାନବିକତା ଆସିଛି ସାମ୍ନାକୁ। ଏବେ ସେ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ଉପରେ ଅଙ୍କୁଶ ଲଗାଇବାକୁ ଏକ କଠୋର ପଦକ୍ଷେପ ନେଇଥିବା…