ଚାଇନାର ଧମକ: ଏହା ଆରମ୍ଭ ମାତ୍ର, ଆହୁରି କରୋନା କ୍ଷତି ସହିବ ବିଶ୍ୱ

ବେଜିଂ,୮।୭: ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି ଚାଇନା…

କରୋନା ଭୟ ଦେଖାଇ ୭ ବର୍ଷୀୟା ବାଳିକାଙ୍କୁ ବଳାତ୍କାର

ବିଳାସପୁର: ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମାରଓ୍ବାହି ଜିଲାରେ କରୋନା ଭୟ ଦେଖାଇ ଜଣେ ୭ ବର୍ଷର ବାଳିକାକୁ ବଳାତ୍କାର କରାଯାଇଛି। ଏହି ଘଟଣାରେ ପୋଲିସ ୨ ନାବାଳକଙ୍କୁ ଅଟକ ରଖି…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜିର ଲାଭଭାବସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ପାରିବାରିକ ସ୍ଥିତିକୁ ଠିକ୍‌ ରଖିବନାହିଁ। କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତି…

ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ମନା

ଖୋର୍ଦ୍ଧା ଅଫିସ,୮।୭: ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ଜିଲା ମନା। ଏ ନେଇ ଜିଲାର ଦୁଇ ପ୍ରବେଶ ପଥ ନାଭାଲ ଛକ ଏବଂ ବାଣପୁର ନିକଟ କୁମାରପଲୀ ଛକରେ ଚବିଶ…

ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍‌

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି। କେବଳ ଡିଆର୍‌ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ ସହର…

କ୍ୟାବିନେଟ୍‌ ବୈଠକରେ ୪ ନିଷ୍ପତ୍ତି: ୮୧ କୋଟିରୁ ଅଧିକ ଗରିବଙ୍କୁ ନଭେମ୍ବର ଯାଏଁ ମାଗଣା ରାଶନ

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍‌ ବୈଠକ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଖୋର୍ଦ୍ଧା ଲାଲା ପ୍ରଧାନ ଗୁଳିକାଣ୍ଡ ମାମଲା: ପୋଲିସ କବ୍ଜାରେ ମୁଖ୍ୟ ଅଭିଯୁକ୍ତ ମିକି

ଖୋର୍ଦ୍ଧା ଅଫିସ,୮।୭: ବହୁ ଚର୍ଚ୍ଚିତ ଜୁନ ୧୪ ତାରିଖ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାରେ ଖୋର୍ଦ୍ଧା ପୋଲିସ…

କରୋନା ଯୋଗୁ ଏହି ଶିକ୍ଷା ପାଇଲେ ଅନୁଷ୍କା

କରୋନା ମହାମାରୀ ଯୋଗୁ ବଲିଉଡ୍‌ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଅନୁଷ୍କା ଶର୍ମା ଏକ ଶିକ୍ଷା ଲାଭ କରିଛନ୍ତି। ତାହା ହେଉଛି ଆମେ ସମସ୍ତେ ପରସ୍ପର ଉପରେ…

କୋଭିଡ୍‌-୧୯: ପ୍ଲାଜ୍‌ମା ଥେରାପି ୟୁନିଟ୍‌ ଉଦ୍‌ଘାଟନ କଲେ ସଚିନ

ମୁମ୍ବାଇ,୮।୭(ପି.ଟି.): କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ସ୍ଥାନୀୟ ସୁନ୍ଦରବନ ଅନ୍ଧେରିସ୍ଥିତ ସେଭେନ ହିଲ ହସ୍ପିଟାଲଠାରେ ଏକ ପ୍ଲାଜ୍‌ମା ଥେରାପୀ ୟୁନିଟ୍‌ ଉଦ୍‌ଘାଟନ କରିଛନ୍ତି। ଏହି ୟୁନିଟ୍‌ରେ କୋଭିଡ୍‌-୧୯…

ପିଏସ୍‌ଏ ବିଶ୍ୱ ର଼୍ୟାଙ୍କିଙ୍ଗ୍‌: ଟପ୍‌ ୧୦ରେ ଜ୍ୟୋତ୍ସ୍ନା

ନୂଆଦିଲ୍ଲୀ,୮।୭(ପି.ଟି.): ଭାରତୀୟ ମହିଳା ସ୍କ୍ବାଶ୍‌ ତାରକା ଜ୍ୟୋତ୍ସ୍ନା ଚିନାପ୍ପା ସଦ୍ୟ ପ୍ରକାଶିତ ପ୍ରଫେଶନାଲ ସ୍କ୍ବାଶ୍‌ ଆସୋସିଏଶନ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୧୦ରେ ସ୍ଥାନ ହାସଲ କରିଛନ୍ତି। ଇଜିପ୍ଟର ୧…