ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତିଙ୍କ କରୋନା ଟେଷ୍ଟ ଆରମ୍ଭ

ପୁରୀ ଅଫିସ, ୨୭।୫(ବ୍ୟୁରୋ): ଜୁନ୍‌ ୫ରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ…

ବିରାଟ କୋହଲିଙ୍କ ଦାଢିକୁ କମେଣ୍ଟ୍‌ କଲେ ପିଟରସନ୍‌, ମିଳିଲା ଏମିତି ଉତ୍ତର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲକ୍‌ଡାଉନ୍‌ ଯୋଗୁ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ଫଟୋ ଏବଂ…

ଏୟାର ଇଣ୍ଡିଆର ଦିଲ୍ଲୀ-ଲୁଧିଆନା ବିମାନ ଯାତ୍ରୀ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୩୬ ଯାତ୍ରୀ-୪ କର୍ମଚାରୀ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀ-ଲୁଧିଆନା ଏୟାର ଇଣ୍ଡିଆ ବିମାନର ଜଣେ ଯାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ଯାତ୍ରୀ ଜଣଙ୍କ ଯାତ୍ରା କରିଥିବା…

ବିଶ୍ୱର ସବୁଠୁ ଦାମୀ ଆମ୍ବ , ଯୋଡ଼ାକୁ …

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି ଆମ୍ବ…

କ୍ୱାରାଣ୍ଟାଇନ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଯୁବକ ଗିରଫ

ଦାରିଙ୍ଗବାଡ଼ି,୨୭।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ସୋମବାର ଯୁବତୀଙ୍କୁ ସେଠାକାର ଜଣେ ଯୁବକ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ…

ତେଜସ୍‌ର ଦ୍ୱିତୀୟ ସ୍କ୍ବାଡ୍ରନ୍‌ ବାୟୁସେନାର ଫ୍ଲାଇଙ୍ଗ୍‌ ବୁଲେଟ୍ସ୍‌ରେ ସାମିଲ୍‌

କୋୟମ୍ବାଟୁର,୨୭।୫: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ଭାରତୀୟ ବାୟୁସେନାରେ ବୁଧବାର ତେଜସ୍‌ର ଦ୍ୱିତୀୟ ସ୍କ୍ବାଡ୍ରନ୍‌କୁ ସାମିଲ୍‌ କରାଯାଇଛି। ତାମିଲନାଡୁର କୋୟମ୍ବାଟୁର…

କ୍ବାରାଣ୍ଟାଇନ ସେଣ୍ଟରରେ ଶିଶୁକନ୍ୟାର ଜୀବନ ଗଲା

ସରଣ୍ଡା,୨୭।୫(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଅନ୍ତର୍ଗତ ଖଇରପାଲା କ୍ବାରାଣ୍ଟାଇନ ସେଣ୍ଟରରେ ପରିବାରସହ ରହୁଥିବା ଏକ ଶିଶୁକନ୍ୟାର ବୁଧବାର ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁର…

ବିଦ୍ୟୁତ୍‌ ଆଘାତରେ ଶିଶୁକନ୍ୟାର ଜୀବନ ଗଲା

ଭଦ୍ରକ ଅଫିସ, ୧୭।୫: ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତ ହାଟଡିହ ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ…

ଆସନ୍ତା ବର୍ଷ ସୁଦ୍ଧା ଆସିବ କରୋନା ପ୍ରତିଷେଧକ ଟୀକା: ଭାରତ ପାଇଁ ଆବଶ୍ୟକ ୬୦ କୋଟି ଟୀକା

ନୂଆଦିଲ୍ଲୀ,୨୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶର ଗବେଷକମାନେ ଦିନରାତି ଉଦ୍ୟମ ଜାରି ରଖିଛନ୍ତିି।…

ବରଣ୍ଡୁଆ ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ଦୁର୍ବ୍ୟବହାର, ନିମ୍ନମାନର ଖାଦ୍ୟ ବଣ୍ଟନ ଅଭିଯୋଗ

ପଦ୍ମପୁର, ୨୭।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବରଣ୍ଡୁଆ ଗ୍ରାମର ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଏ ନେଇ ବିଡିଓଙ୍କ ନିକଟରେ ଅଭିଯୋଗ…