ପ୍ଲାଜମା ଦାନ କଲେ ଭାଜପା ନେତା ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ଲାଜମା ଥେରାପିକୁ ଦେଶ ଆପଣାଇ ନେଇଛି। ନିକଟରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର…

୧୮ ପଡ଼ୋଶୀଙ୍କ ସହିତ ରହିଛି ଚାଇନାର ସୀମା ବିବାଦ

ବେଜିଂ, ୯।୭: ଚାଇନାର ସୀମା ବିବାଦ କେବଳ ଭାରତ ସହିତ ନୁହେଁ। ଡ୍ରାଗନ୍‌ ସହିତ ୧୮ଟି ପଡ଼ୋଶୀ ଦେଶର ଏଭଳି ସ୍ଥଳ ଏବଂ ସାମୁଦ୍ରିକ ସୀମା ବିବାଦ…

ଗଞ୍ଜାମରେ ମୋବାଇଲ ସ୍ବାବ ସଂଗ୍ରହ, ଆଣ୍ଟିଜେନ୍‌ ଟେଷ୍ଟ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ହେଲା ଆରମ୍ଭ

ଛତ୍ରପୁର,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ସ୍ବାବ ସଂଗ୍ରହ ଓ କରୋନା ଟେଷ୍ଟିଂ ବୃଦ୍ଧି ନେଇ ଜିଲା…

ଥମୁନି ସଂକ୍ରମଣ: ପୁଣି ଭୁବନେଶ୍ୱରରେ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ; ଅଛି ୧୮ ଲୋକାଲ କେସ୍‌

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ୩୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪ କ୍ୱାରାଣ୍ଟାଇନ୍‌ ମାମଲା ରହିଥିବା ବେଳେ ୧୮ ଲୋକାଲ କେସ୍‌ ରହିଛି।…

ଜେଲ୍‌ରୁ ଖଲାସ ହୋଇ ଫେରି ପାରିଲେନି ଘରକୁ

ଚୌଦ୍ୱାର,୯ା୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ମଣ୍ଡଳ କାରାଗାର ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୨ ଜଣ ଆଜୀବନ ସଜା କାଟୁଥିବା କଏଦୀ ବୁଧବାର ସାରେ…

ଗହଣା କଳା ପଡ଼ିଯାଉଛି କି ତେବେ ଏଭଳି ନିଅନ୍ତୁ ଯତ୍ନ

ବର୍ତ୍ତମାନ ସମୟରେ ସୁନାରୁପାଠାରୁ ଅଧିକ ପ୍ଲାଟିନମ ଓ ଇମିଟେସନ୍‌ ଗହଣାର ଚାହିଦା ରହିଛି। କମ୍‌ ଖର୍ଚ୍ଚରେ ମିଳୁଥିବା ଏହି ଗହଣାଗୁଡ଼ିକ ପିନ୍ଧିବା ପାଇଁ ମଧ୍ୟ ହାଲୁକା। କିନ୍ତୁ…

କାଲିଠୁ ଭୁବନେଶ୍ୱର ଏମ୍‌ସ୍‌ ଓପିଡି ବନ୍ଦ

ଭୁବନେଶ୍ୱର,୯।୭(ବ୍ୟୁରୋ): ଶୁକ୍ରବାରଠାରୁ ଭୁବନେଶ୍ୱର ଏମ୍‌ସ ଓପିଡି ବନ୍ଦ ରହିବ ବୋଲି ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡ଼ି ବନ୍ଦ…

ସଙ୍ଗରୋଧ କେନ୍ଦ୍ରରେ କାମକରିବା ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ କରାଯାଉ ସ୍ବାବ ଟେଷ୍ଟ: ଶେରଗଡ଼ ପ୍ରାଥମିକ ଶିକ୍ଷକ ସଂଘ

ଶେରଗଡ଼,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏ ନେଇ ଶିକ୍ଷକ ମାନଙ୍କୁ କ୍ୱାରାଣ୍ଟାଇନ କାର୍ଯ୍ୟରେ ନିୟୋଜିତ କରୁଛି ବ୍ଲକ…

ଆଣ୍ଡ୍ରଏଡ୍‌ ଫୋନ୍‌ରେ ପରୀକ୍ଷା ଦେବେ ଡିପ୍ଲୋମା ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୭(ବ୍ୟୁରୋ): ଆଣ୍ଡ୍ରଏଡ ଫୋନ୍‌ରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରୀଛାତ୍ର। ଲାପ୍‌ଟପ୍‌ କିମ୍ବା ଡେସ୍କଟପ୍‌ ନ ଥିବା ପିଲା ସ୍ମାର୍ଟ ଫୋନ୍‌ରେ ପରୀକ୍ଷା ଦେବେ। ଘରେ ରହି ପିଲା…

ହାତ ଧରିବାର ଅନ୍ଦାଜରୁ ମାପନ୍ତୁ ସାଥୀଙ୍କ ଭଲପାଇବାର ଗଭୀରତାକୁ

ସର୍ବସାଧାରଣରେ ହାତ ଧରିବା ଅନ୍ଦାଜରୁ ଜଣାପଡ଼ିଥାଏ ପ୍ରେମୀଯୁଗଳଙ୍କ ସମ୍ପର୍କର ଗଭୀରତା ବିଷୟରେ। କଥାଟି ଅଖାଡୁଆ ଲାଗିପାରୁଥାଏ ହେଲେ ସତ। ରାସ୍ତାରେ ଚାଲୁଥିବା ସମୟରେ ହେଉ କି ସମସ୍ତଙ୍କ…