ଜୁନ୍‌ ୩୦ ଯାଏ ଚାଲିବ ରବି ଧାନ କିଣା

ଭୁବନେଶ୍ୱର,୯।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ୧୭ ଜିଲାରେ ରବି ଧାନ ସଂଗ୍ରହ ଚାଲିଛି। ୮ଜୁନ୍‌ ପର୍ଯ୍ୟନ୍ତ ୧୦ ଲକ୍ଷ ୯୧ ହଜାର ମେଟ୍ରିକ୍‌ ଟନ୍‌ ଧାନ କିଣା ସରିଛି।…

କାମ ନ କରି ଟଙ୍କା ଉଠାଇବା ମହଙ୍ଗା ପଡ଼ିଲା: ବିଦା ହେଲେ ଜେଇ, ଏସ୍‌ଡିିଓ ନିଲମ୍ବିତ

ବରଗଡ଼ ଅଫିସ୍‌,୯।୬- ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଅଧୀନରେ ରହିଥିବା ଭେଡ଼େନ ବ୍ଲକ ଅନ୍ତର୍ଗତ ଦବକା ଏବଂ ବଇପୁର ଛକରୁ ଆଖିଫୁଟା ରାସ୍ତା ପାଇଁ ମଞ୍ଜୁର…

ଏ ବର୍ଷ ଚାଷୀଙ୍କୁ ୯ ହଜାର କୋଟି ଋଣ ପ୍ରଦାନ ଲକ୍ଷ୍ୟ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବିନା ସୁଧ ହାରରେ ଚାଷୀଙ୍କୁ ୫୦ହଜାର ଯାଏ କୃଷି ଋଣ ଯୋଗାଇ ଦିଆଯାଉଛି। ସେହିଭଳି ୫୦ହଜାରରୁ ୩ ଲକ୍ଷ ଯାଏ…

କେଜରିଓ୍ବାଲଙ୍କୁ ହୋଇନାହିଁ କରୋନା, ନେଗେଟିଭ୍‌ ଆସିଲା ରିପୋର୍ଟ

ନୂଆଦିଲ୍ଲୀ, ୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ କରୋନା ସଂକ୍ରମଣ ହୋଇନାହିଁ। ମଙ୍ଗଳବାର ତାଙ୍କର ସ୍ବାବ୍‌ ନମୂନା ରିପୋର୍ଟ ନେଗେଟିଭ୍‌ ଆସିଥିବା ସୂଚନା ମିଳିଛି। ପ୍ରକାଶ ଯେ,…

ଭଞ୍ଜନଗରରେ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୯।୬(ଡି.ଏନ.ଏ)- ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ତମ ଜୟନ୍ତୀ ମଙ୍ଗଳବାର ଭଞ୍ଜନଗରରେ ପାଳିତ ହୋଇଯାଇଛି। କରୋନା ଯୋଗୁ ସମସ୍ତ ବ୍ୟକ୍ତିଙ୍କୁ…

ପ୍ରତି ସୋମବାର ପଞ୍ଚାୟତ ଯିବେ ଭିଏଡବ୍ଲୁ, ବୁଝିବେ ଚାଷୀଙ୍କ ସମସ୍ୟା

ଭୁବନେଶ୍ୱର,୯।୬(ବ୍ୟୁରୋ): ଚଳିତ ବର୍ଷ ୬୨ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ୯୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି ବୋଲି…

ପଶ୍ଚିମବଙ୍ଗରେ ସିବିଆଇ ଅଧିକାରୀ କରୋନା ପଜିଟିଭ୍‌

କୋଲକାତା,୯।୬: ପଶ୍ଚିମବଙ୍ଗ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ)ର ଜଣେ ଅଧିକାରୀଙ୍କ କରୋନା ରିପୋର୍ଟ ମଙ୍ଗଳବାର ପଜିଟିଭ୍‌ ଆସିଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସଂସ୍ପର୍ଶରେ ଆସିଥିବା…

ବୃଦ୍ଧି ହେଲା ମୋଟର ଯାନ କାଗଜପତ୍ରର ସମୟ ସୀମା

ନୂଆଦିଲ୍ଲୀ,୯।୬: ସଂଶୋଧିତ ମୋଟର ଯାନ ନିୟମ ଅନୁଯାୟୀ ସମସ୍ତ କାଗଜ ପତ୍ରର ସମୟ ସୀମା ଅବଧିକୁ ଏବେ ବୃଦ୍ଧି କରାଯାଇଛି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଛନ୍ତି…

ପଛକୁ ଘୁଞ୍ଚିଲା ଚାଇନା

ନୂଆଦିଲ୍ଲୀ,୯।୬: ଭାରତ ଓ ଚାଇନା ପୂର୍ବ ଲଦାଖର କେତୋଟି ସ୍ଥାନରେ ମୁତୟନ ଥିବା ସେନାଙ୍କ ସଂଖ୍ୟାକୁ କମାଇ ଦେଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚାଇନାର…

ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ,୯।୬: ମୁମ୍ବାଇରେ କରୋନା ଭାଇରସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ବ୍ରିହାନମୁମ୍ବାଇ ନଗର ନିଗମ(ବିଏମ୍‌ସି)ର ଜଣେ ବରିଷ୍ଠ ଅଧିକାରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତ ଅଧିକାରୀ ଜଣକ ହେଲେ…