ପୁରୁଷୋତ୍ତମପୁର ଏନ୍‌ଏସିରେ ପ୍ରଧାନଶିକ୍ଷକଙ୍କ ସମେତ ଓକିଲ କରୋନା ଆକ୍ରାନ୍ତ

ପୁରୁଷୋତ୍ତମପୁର,୨୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଶନିବାର ଗୋଟିଏ ଦିନରେ ୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଚାଙ୍ଗୁଡ଼ିଆପଦର ସାହିରୁ ସର୍ବାଧିକ ୭ ଜଣ ଚିହ୍ନଟ ହୋଇଥିବା…

ଛେଳିର ଦାମ୍‌ ୫ ଲକ୍ଷ ଟଙ୍କା: କାନରେ ଲେଖାଅଛି ଏମିତି

ପଞ୍ଜାମର ସାଙ୍ଗରୁର ଗ୍ରାମର ଶେର ଖାନ ନାମକ ଏକ ଛେଳି ଏବେ ଚର୍ଚ୍ଚାରେ। ଇଦ୍‌ ପାଇଁ ଏହି ଛେଳିକୁ ନେବାପାଇଁ ଲୋକେ ଆଗେଇ ଆସିଛନ୍ତି। ଶେରକୁ ନେବା…

କରୋନା ଆକ୍ରାନ୍ତ ହେଲେ ଏହି ବ୍ୟକ୍ତିଙ୍କ ମୃତ୍ୟୁର ସମ୍ଭାବନା ଅନ୍ୟ ତୁଳନାରେ ତିନିଗୁଣ ଅଧିକ, ଜାଣନ୍ତୁ..

ବିଶ୍ୱବାସୀଙ୍କ ନିଦ ହଜାଇ ସାରିଛି ମହାମାରୀ କରୋନା। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଅନ୍ୟ…

କଫ ସିରପ୍‌, ନିଶାବଟିକା ଚାଲାଣ ଯୋଜନା ପଣ୍ଡ: ୪ ଗିରଫ

ବରଗଡ଼ ଅଫିସ,୨୫ା୭: ବରଗଡ଼ ଜିଲା ବରପାଲି ପୋଲିସ ହାତରେ କଫ ସିରପ୍‌, ନିଶା ବଟିକା ଚାଲାଣ ଧରାପଡ଼ିଛି। ଏଥିରେ ସମ୍ପୃକ୍ତ ୪ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ…

ଚିକିତ୍ସା ପାଇଁ ଯାଇଥିବା କଏଦୀ ଅଧାବାଟରୁ ଚମ୍ପଟ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପକାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଜନୈକ କଏଦୀ ଚିକିତ୍ସା ପାଇଁ ବାରିପଦା ଯାଇ ଫେରିବା ବେଳେ…

କାନ ଦ୍ୱାରା ମଧ୍ୟ ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୫।୭: କରୋନା ସଂକ୍ରମଣ ଆଖି,ନାକ ଏବଂ ପାଟି ଦ୍ୱାରା ହୋଇଥାଏ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏବେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ,୨୫ା୭ : : ଚଳିତମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଶନିବାର ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା…

କେରଳ-କର୍ନାଟକରେ ଲୁଚି ବସିଛନ୍ତି ଆଇଏସ୍‌ ଆତଙ୍କବାଦୀ: ଜାତିସଂଘ

ଜେନେଭା/ନୂଆଦିଲ୍ଲୀ, ୨୫।୭: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଏନେଇ ଆଇଏସ୍‌ ଆତଙ୍କବାଦୀ କେରଳ ଏବଂ କର୍ନାଟକରେ ଲୁଚି ବସିଛନ୍ତି। ଏସମ୍ପର୍କରେ ଜାତିସଂଘ…

ପ୍ରବାସୀଙ୍କୁ ୨୦୦୦ ବଦଳରେ ୧୯୦୦ ଦେବା ଅଭିଯୋଗ: ପିଇଓ ନିଲମ୍ବିତ

ପଦ୍ମପୁର,୨୫।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆସୁଣି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଚିନ୍ମୟୀ ପଣ୍ଡାଙ୍କୁ କୋଭିଡ୍‌ ଗାଇଡ୍‌ ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ନିଲମ୍ବନ…

ବରଗଡ଼ରେ ଡାକ୍ତର ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ବରଗଡ଼ ଅଫିସ,୨୫।୭: ବରଗଡ଼ ଜିଲାରେ କାର୍ଯ୍ୟରତ ୩ ଡାକ୍ତରଙ୍କୁ ଜିଲା ବାହାରକୁ ବଦଳି ଆଦେଶ ନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…