ସାଉଥାମ୍ପଟନ,୩।୮(ପି.ଟି.): ସ୍ଥାନୀୟ ରୋଜ ବାଉଲ୍ ଗ୍ରାଉଣ୍ଡରେ ମଙ୍ଗଳବାର ଇଂଲଣ୍ଡ ଓ ଭ୍ରମଣକାରୀ ଆୟର୍ଲାଣ୍ଡ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ମୁହଁାମୁହିଁ ହେବେ। ପ୍ରଥମ ଦୁଇଟି ମ୍ୟାଚ୍…
ଭୁବନେଶ୍ୱର,୩।୮(ବ୍ୟୁରୋ)-ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା। ସୋମବାର ଆଉ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୩୪୫ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ୯୭,…
ଦେଶରେ ଅନଲକ-୩ କାର୍ଯ୍ୟକାରୀ ହୋଇଛି । ଅନଲକ-୩ରେ ଆସନ୍ତା ୫ ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ…
ଅନ୍ଲକ-୩ରେ ଲକ୍ଡାଉନ କଟକଣାକୁ କୋହଳ କରାଯାଇ ଏସ୍ପ୍ଲାନେଡ ଖୋଲାଯାଇଛି। କିନ୍ତୁ ସାନିଟାଇଜ୍, ଆରୋଗ୍ୟ ସେତୁ ଆପ୍କୁ ବାଧ୍ୟତାମୂଳକ କରାଯାଇଛି। ରାଜଧାନୀରେ ସଚେତନତା ଆଣିବା ପାଇଁ ପ୍ରଦର୍ଶନି ପଡ଼ିଆ…
ସୋର,/ରେମୁଣା,୩।୮(ଡି.ଏନ.ଏ.)-ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଘଟିଛି ଅଘଟଣ। ବଜ୍ରପାତ ଘଟିବାରୁ ଚାଲିଯାଇଛି ଭାଇ ଓ ସମ୍ପର୍କୀୟ ଭଉଣୀଙ୍କ ଜୀବନ। ସୋମବାର ବାଲେଶ୍ୱର ଜିଲା ରେମୁଣା ବ୍ଲକ ଖନ୍ତାପଡା ଥାନା…
ଭୁବନେଶ୍ୱର,୩।୨(ବ୍ୟୁରୋ): ଲଘୁଚାପ ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ…
ଆଯୋଧ୍ୟା,୩।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମିପୂଜା ଆରମ୍ଭ ହୋଇଛି। ୩ଦିନ ଧରି ହେବାକୁ ଥିବା ଏହି ଭୂମିି ପୂଜନ ସୋମବାରଠାରୁ ବୈଦିକ ରୀତିନୀତିରେ ଆରମ୍ଭ ହୋଇଛି।…
ଚୌଦ୍ୱାର,୩।୮(ଡି.ଏନ୍.ଏ): ମହାମାରୀ କରୋନା କବଳରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା। ତେଣୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି କଟକ ଜିଲା ଚୌଦ୍ୱାର ମଣ୍ଡଳ ଭାଜପା ତରଫରୁ…
ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ସୋସିଆଲ ମିଡିଆ ଟୁଇଟରରେ ନିଆରା ଭିଡିଓମାନ ଶେୟାର କରିଥାନ୍ତି। ତେବେ ଚଳିତଥର ସେ ଜଣେ ଭାରତୀୟଙ୍କ ଦ୍ୱାରା…
୧୪ ବର୍ଷର ଜଣେ ନାବାଳକ ନଦୀ କୂଳରୁ ଗେଣ୍ଡା ଗୋଟାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୪ ଦିନ ପରେ କୁମ୍ଭୀର ପେଟରୁ ତାଙ୍କ ମୃତଦେହ ଉଦ୍ଧାର…