ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୩, ୨୦୨୦)

ଅନ୍‌ଲକ-୩ରେ ଲକ୍‌ଡାଉନ କଟକଣାକୁ କୋହଳ କରାଯାଇ ଏସ୍‌ପ୍ଲାନେଡ ଖୋଲାଯାଇଛି। କିନ୍ତୁ ସାନିଟାଇଜ୍‌, ଆରୋଗ୍ୟ ସେତୁ ଆପ୍‌କୁ ବାଧ୍ୟତାମୂଳକ କରାଯାଇଛି।

ରାଜଧାନୀରେ ସଚେତନତା ଆଣିବା ପାଇଁ ପ୍ରଦର୍ଶନି ପଡ଼ିଆ କାନ୍ଥଗୁଡ଼ିକରେ ଓ୍ବାଲ ପେଣ୍ଟିଂ କରାଯାଇଛି।

ରାଣୀହାଟ ଅଞ୍ଚଳରେ ପ୍ରବଳ ଗହଳି।

ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ।

ଲକ୍‌ଡାଉନ କଟକଣା କୋହଳ କରାଯିବା ପରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନେ ସାମାଜିକ ଦୂରତ୍ୱ ଓ ଠିକ୍‌ରେ ମାସ୍କ ପିନ୍ଧିବା ପ୍ରତି ଧ୍ୟାନ ଦେଉନାହାନ୍ତି।