ମଧୁର ଜଳ ମୁକ୍ତା ଚାଷ

ବାରିପଦା ଅଫିସ, ୧୦।୮- କରୋନା ଯୋଗୁ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା। ଏହିଭଳି ପରିସ୍ଥିତିରେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ୩୫ ଜଣଙ୍କୁ ରୋଜଗାର ଯୋଗାଇ ଦେବା କମ୍‌…

ପାକିସ୍ତାନ ବିପକ୍ଷ ଅବଶିଷ୍ଟ ୨ ଟେଷ୍ଟ ଖେଳିବେନି ଷ୍ଟୋକ୍ସ

ମାଞ୍ଚେଷ୍ଟର, ୧୦ା୮ (ପି.ଟି.)- ପାରିବାରିକ କାରଣ ଦର୍ଶାଇ ଇଂଲଣ୍ଡ ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ…

ପାକିସ୍ତାନ ବିପକ୍ଷରେ ୫ମ ସର୍ବାଧିକ ରନ୍‌ ଚେଜ୍‌

ମାଞ୍ଚେଷ୍ଟର, ୧୦।୮ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୩ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀଲାଭ…

ଭର୍ଷ୍ଟାପେନ ଜିତିଲେ ଆନିଭର୍ସାରି ଗ୍ରାଁ ପ୍ରି

ସିଲଭରଷ୍ଟୋନ, ୧୦।୮-ରେଡବୁଲ ଡ୍ରାଇଭର ନେଦରଲାଣ୍ଡ୍ସର ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଏଠାରେ ଅନୁଷ୍ଠିତ ଫର୍ମୁଲାଓ୍ବାନର ୭୦ତମ ଆନିଭର୍ସାରି ଗ୍ରାଁ ପ୍ରି ରେସ୍‌ରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଚାମ୍ପିୟନଶିପ୍‌ ଲିଡର…

କ୍ରାନ୍ତି ଦିବସରେ ୩ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଧାମନଗର, ୧୦ା୮(ଡି.ଏନ.ଏ.)-କ୍ରାନ୍ତି ଦିବସ ଉପଲକ୍ଷେ ଭଦ୍ରକ ଜିଲା ଧାମନଗର ବ୍ଲକର ୩ଜଣ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଂଗ୍ରାମୀ ରାମହରି ଗୋସ୍ବାମୀ, ବ୍ରଜକିଶୋର ରାଉତ ଏବଂ…

ପାରଳାଖେମୁଣ୍ଡି ଉପକାରାଗାରରେ ପଶିଲା କରୋନା

ପାରଳାଖେମୁଣ୍ଡି,୯ା୮(ସ୍ବ.ପ୍ର.): ଗଜପତି ଜିଲାରେ କରୋନା କାୟା ମେଲାଇବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପାରଳାଖେମୁଣ୍ଡି ଉପକାରାଗାରରେ ମଧ୍ୟ…

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି,୯ା୮(ଡି.ଏନ.ଏ/ସ୍ବ.ପ୍ର.)-ମାଲକାନଗିରି ସଦର ଥାନା ତୁମସାପାଲି ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି। ତାଙ୍କ ନାମ ମୁକା ମାଡକାମୀ (୫୫)। ସେ ଘରେ…

ଆର୍ଥିକ ସଙ୍କଟ ସୃଷ୍ଟି ହେବ ନାହିଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୯।୮(ପି.ଟି.): ଚାଇନା ମୋବାଇଲ କମ୍ପାନୀ ଭିଭୋ ସହ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ସ୍ପୋନ୍ସରଶିପ୍‌ ବାତିଲ ଘଟଣା ନେଇ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର,୯ା୮(ବ୍ୟୁରୋ)-ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରବିବାର ସନ୍ଧ୍ୟା ସୁଦ୍ଧା ୬୦୮.୫୮ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୪୯ ହଜାର ୪୬୨ କ୍ୟୁସେକ ଜଳ…

ମହଙ୍ଗା ପଡ଼ିଲା ଆପ୍‌ ଡାଉନ୍‌ଲୋଡ୍‌: ବ୍ୟାଙ୍କ ଖାତାରୁ କଟିଗଲା ୨୪ ଲକ୍ଷ ଟଙ୍କା

ଉମରିୟା, ୯।୮: ମଧ୍ୟପ୍ରଦେଶ ଉମରିୟା ଜିଲାରେ ଜଣେ ଯୁବତୀଙ୍କୁ ଆପ୍‌ ଡାଉନ୍‌ ଲୋଡ୍‌ କରିବା ମହଙ୍ଗା ପଡ଼ିଛି। ଆପ୍‌ ଡାଉନ୍‌ ଲୋଡ୍‌ କରିବା ସମୟରେ ତାଙ୍କ ବ୍ୟାଙ୍କ…