ଡୋପିଂ: ୨ ଭାରୋତ୍ତୋଳକ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଲେ

ଲାଉସେନ,୨୬।୧୧(ଏପି): ଡୋପିଂ କାରଣରୁ ରୋମାନିଆର ଦୁଇଜଣ ଭାରୋତ୍ତୋଳକ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପଦକ ହରାଇଛନ୍ତି। ଷ୍ଟେରଏଡ୍‌ ସେବନ କାରଣରୁ ଡୋପ୍‌ ଟେଷ୍ଟରେ ଏମାନେ ପଜିଟିଭ ବୋଲି ଜଣାପଡିବା…

ହୃଦ୍‌ଘାତରେ ମାରାଡୋନାଙ୍କ ପରଲୋକ

ବୁଏନ୍ସ ଆୟାର୍ସ, ୨୬।୧୧: ଏକ ଦୁଃଖଦ ଘଟଣା କ୍ରମରେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ମାତ୍ର ୬୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବୁଧବାର…

ଆଖି ବୁଜିଲା କାଳିଆ

କଟକ/ଭୁବନେଶ୍ୱର, ୨୫।୧୧(ବ୍ୟୁରୋ)- ଶେଷରେ ଯୋଡ଼ା ମୁଣ୍ଡ ଶିଶୁ କାଳିଆ ଭାଇ ଜଗାକୁ ଛାଡି ଚାଲିଗଲା। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ କାଳିଆର…

ଭୂତ ପ୍ରେତଙ୍କ ଗାଁ କୁଲଧାରା | Ghost Village Kuldhara

ରହସ୍ୟର ଗାଁ କୁଲଧରା। ଯେଉଁ ଗାଁରେ, ଘର ଅଛି ହେଲେ ନାହାନ୍ତି ମଣିଷ। କୁହାଯାଏ, ଏହି ଗାଁରେ ରାତି ହେଲେ ଏକ ଭିନ୍ନ ପ୍ରକାରର ଶବ୍ଦ ଶୁଣାଯାଏ।…

କଶ୍ମୀର ଆତଙ୍କବାଦୀଙ୍କୁ ଜୈଶ୍‌ କମାଣ୍ଡରଙ୍କ ବାର୍ତ୍ତା: ବିସ୍ଫୋରକ ଯୋଗାଣରେ ସମସ୍ୟା ହେଉଛି

ନୂଆଦିଲ୍ଲୀ, ୨୫ା୧୧: ଜମ୍ମୁର ନାଗ୍ରୋଟାରେ ୪ ସଶସ୍ତ୍ର ପାକ୍‌ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଆତଙ୍କବାଦୀ ଶିବିରରେ କୋକୁଆ ଭୟ ସୃଷ୍ଟି ହୋଇଛି। କଶ୍ମୀରରେ ଥିବା ଜୈଶ୍‌-ଇ-…

କୃଷି ଆଇନକୁ ବିରୋଧ କରି ‘ଦିଲ୍ଲୀ ଚଲୋ’ ଡାକରା

ଚଣ୍ଡିଗଡ଼, ୨୫ା୧୧: କେନ୍ଦ୍ରର କୃଷି ବିଲ୍‌କୁ ବିରୋଧକରି ପଞ୍ଜାବ, ହରିୟାଣାର ସହସ୍ରାଧିକ କୃଷକ ‘ଦିଲ୍ଲୀ ଚଲୋ’ ଡାକରା ଦେବା ସହ ବିକ୍ଷୋଭ ଲାଗି ଆଗେଇ ଆସିଛନ୍ତି। ହରିୟାଣା…

ଏଲଏସିରେ ଉତ୍ତେଜନା ମଧ୍ୟରେ ଚାଇନା ଉପରେ ନଜର ରଖିବ ଆମେରିକାର ଏହି ଡ୍ରୋନ

ନୂଆଦିଲ୍ଲୀ,୨୫।୧୧: ସୀମାରେ ଚାଇନା ସହ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଆମେରିକା ସହ ଭାରତର ଘନିଷ୍ଠତା ଯୋଗୁ ମିଳିଥିବା ଦୁଇଟି ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି। ହିନ୍ଦ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।…

ଡାକ ଟିକେଟ-ଶହେ ଟଙ୍କିଆ ମୂଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ୧୦୦ତମ ବାର୍ଷିକୀ ଉତ୍ସବରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ୧୦୦ ବର୍ଷ ପୂରଣ କରିଥିବାରୁ…

ସ୍ଥଳଭାଗ ମୁହାଁ ‘ନିଭାର’, ଓଡ଼ିଶାକୁ ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିଭାର’ ମଙ୍ଗଳବାର ରାତିରୁ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏବେ ଉପକୂଳ ଆଡ଼େ ମାଡ଼ି ଆସୁଥିଲେ…