ପତ୍ର ଖାଇ ପାରିଲାନି: ରାଗରେ ୩୮ ସେକେଣ୍ଡରେ ବିରାଟ ଗଛ ଉପାଡ଼ିଲା ହାତୀ, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି, ଏକ ହାତୀ ମାତ୍ର ୩୮ ସେକେଣ୍ଡରେ ଏକ ଗଛକୁ ଉପାଡ଼ି ପକାଉଛି।…

ଫାର୍ମ ହାଉସରେ ଜନ୍ମଦିନ ପାଳିଲେ ଭାଇଜାନ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ରବିବାର ତାଙ୍କର ୫୫ ତମ ଜନ୍ମଦିନ ପାଳନ କରିଛନ୍ତି । ଏଥର ସେ ପନବେଲରେ ଥିବା ତାଙ୍କ ଫାର୍ମ ହାଉସରେ…

ଦାଉଦ୍‌ଙ୍କ ସହଯୋଗୀ ମଜିଦ୍‌ ଗିରଫ: ୨୪ ବର୍ଷ ଧରି ଥିଲେ ଫେରାର

ରାଞ୍ଚି,୨୭।୧୨: ଗୁଜରାଟର ଆତଙ୍କବାଦ ନିରୋଧି ସ୍କ୍ବାଡ୍‌(ଏଟିଏସ୍‌)ଙ୍କୁ ବଡ଼ ସଫଳତା ମିଳିଛି। ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହଯୋଗୀ ଅବ୍ଦୁଲ୍‌ ମଜିଦ୍‌ କୁଟ୍ଟିଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିବାରେ ଏଟିଏସ୍‌…

ଭାଜପା ସରକାର ଗଠନ କରିବା ପରେ ବନ୍ଦ ହୋଇନି ମଣିପୁର: ଶାହା

ଇମ୍ଫାଲ,୨୭ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମଣିପୁରର ରାଜଧାନୀ ଇମ୍ଫାଲ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯିବା ପରେ ସେ ମଣିପୁର ବିକାଶ…

ମେଲବୋର୍ନ ଟେଷ୍ଟରେ ଅଧିନାୟକ ରାହାଣେଙ୍କ ଦମ୍‌ଦାର ବ୍ୟାଟିଂ: ଅଷ୍ଟ୍ରେଲିଆଠାରୁ ୮୨ ରନ୍‌ ଆଗରେ ଭାରତ

ମେଲବୋର୍ନ,୨୭।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ୍‌ ଟେଷ୍ଟର ଦ୍ୱିତୀୟ ମ୍ୟାଚ୍‌ ଜାରି ରହିଛି। ରବିବାର ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ ଦଳ ପ୍ରଥମ ପାଳିରେ ୯୧.୩ ଓଭର…

ବାଇକ୍‌ ଚାଳକଙ୍କୁ ୨୨ ହଜାର ଫାଇନ୍‌

ସୁନ୍ଦରଗଡ,୨୭।୧୨(ଡି.ଏନ୍‌.ଏ.): ମଦ ପିଇ ଗାଡ଼ି ଚଲାଇବା ବାଇକ୍‌ ଚାଳକଙ୍କୁ ପଡିଲା ମହଙ୍ଗା। ଏ ନେଇ ୨୨ ହଜାର ୫ ଶହ ଫାଇନ୍‌ ଗଣିଛନ୍ତି। ସୁନ୍ଦରଗଡ଼ ପରିବହନ ବିଭାଗ…

ସଞ୍ଜୟଙ୍କ ଲେଖାକୁ ନେଇ ଉଠିଲା ବିବାଦ

ମୁମ୍ବାଇ,୨୭ ।୧୨: ଶିବସେନାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ଦଳର ମୁଖପତ୍ର ‘ସମାନା’ରେ ଏକ ବିଶେଷ କଲମ ଲେଖିଛନ୍ତି । ସେ ଲେଖିଛନ୍ତି ଆମ ପ୍ରଧାନମନ୍ତ୍ରୀ ରାଜ୍ୟ…

୮୦ ବର୍ଷ ବୟସରେ ପାଖରେ ରହିଛି ୮୦ଟି ଦାମୀ ପୋର୍ସେ କାର୍‌

ବୟସ ବଢ଼ିବା କେବଳ ଏକ ସଂଖ୍ୟା। ଯଦି ଜଣେ ବ୍ୟକ୍ତି ଏକଥା ମନ ମଧ୍ୟରେ ରଖିବ ତେବେ ମନୋବଳ ଆହୁରି ବୃଦ୍ଧି ପାରିବ। ବୃଦ୍ଧ ବୟସରେ ମଧ୍ୟ…

ପୁରୁଣା ଟିଭି ସେଟ୍‌ ଖୋଳରେ କୁକୁର ଛୁଆଙ୍କ ପାଇଁ ଘର: ସୋସିଆଲ ମିଡ଼ିଆରେ ଭାଇରାଲ

ଦିସପୁର,୨୭।୧୨: ଆସାମର ଦିସପୁରର ଜଣେ ଯୁବକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯୁବକ ଜଣକ ରାସ୍ତାରେ ବୁଲୁଥିବା କୁକୁର ଛୁଆଙ୍କ ପାଇଁ ପୁରୁଣା ଟିଭି…

ନୂଆ ବର୍ଷରେ ନୂଆ ସୁବିଧା: ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ଡିଏଲ ଆବେଦନ ସମୟସୀମା ବଢ଼ିଲା

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସିଖବର। ଡିଏଲ ଆବେଦନ ପାଇଁ ଲର୍ଣ୍ଣର ଲଇସେନ୍ସଧାରୀଙ୍କ ଲାଗି ସମୟ ସୀମା ବଢ଼ିଛି। ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏ ଏହାକୁ…