କେଜରିୱାଲ ସରକାରଙ୍କ ନିଷ୍ପତ୍ତି: ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ଦୁଇ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୯ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ପୁଣିଥରେ ମାଡି ଯାଇଛି । ସଂକ୍ରମିତଙ୍କ ମୃତ୍ୟୁକୁ ଦେଖିଲେ ଗତ ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି…

୩୯ ଆଫଗାନୀଙ୍କୁ ହତ୍ୟା କରିଥିଲେ ଅଷ୍ଟ୍ରେଲିଆ ସୈନ୍ୟ

କାନବେରା,୧୯।୧୧: ଅଷ୍ଟ୍ରେଲିଆ ସୈନ୍ୟ ଅନ୍ୟାୟ ଭାବେ ୩୯ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ହତ୍ୟା କରିଥିଲେ। ଗୁରୁବାର ଏସମ୍ପର୍କରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ବାହିନୀ ମୁଖ୍ୟ ଅଙ୍ଗସ କ୍ୟାମ୍ପ୍‌ବେଲ୍‌ ସୂଚନା…

୧୦୦ ଫୁଟ ଉଚ୍ଚରୁ ନିଜ ବ୍ରାଣ୍ଡ୍‌ର ୧୦ କାର୍‌ ତଳକୁ ଫିଙ୍ଗିଦେଲା ଏହି କମ୍ପାନୀ, ଜାଣନ୍ତୁ ଏହାର କାରଣ

ବିଶ୍ୱରେ ବେଶ୍‌ ଜଣାଶୁଣା କାର୍‌ ନିର୍ମାଣ କମ୍ପାନୀ ଭଲଭୋ ତାହାର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ୧୦୦ ଫୁଟ ଉଚ୍ଚରୁ ଏକ ଖାଲ ମଧ୍ୟକୁ ଫିଙ୍ଗି ଦେଇଛି। କମ୍ପାନୀର ଏହି…

କରୋନା ଯୋଦ୍ଧାଙ୍କ ପିଲା ପାଇବେ ଏମ୍‌ବିବିଏସ୍ ପାଠ୍ୟକ୍ରମରେ ସ୍ୱତନ୍ତ୍ର ସୁବିଧା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ ।୧୧: ଦେଶରେ କରୋନା ମହାମାରୀ ସମୟରେ ଆଗଧାଡିର ଯୋଦ୍ଧାଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ଏକ ବଡ଼ ଘୋଷଣା କରିଛନ୍ତି । ସେ…

କଟକରେ ଫାଇନାନ୍ସ ଅଫିସରୁ ସଶସ୍ତ୍ର ଡକାୟତି: ୧୨ କୋଟି ଟଙ୍କା ସହ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

କଟକ ଅଫିସ,୧୯।୧୧: କଟକ ନୟାସଡକର ଆଇଆଇଏଫ୍‌ଏଲ୍‌ ଅର୍ଥ ଲଗାଣକାରୀ ସଂସ୍ଥାରୁ ବଡ଼ ଧରଣର ଡକାୟତି ହୋଇଛି। ଗୁରୁବାର ସକାଳେ ୪ ଦୁର୍ବୃତ୍ତ ଏହି ଡକାୟତି କରିଛନ୍ତି। ଦୁର୍ବୃତ୍ତମାନେ…

ପୁରୀରେ ହାଜତ ମୃତ୍ୟୁକୁ ନେଇ ପୋଲିସ-ଜନତା ମୁହାଁମୁହିଁ: ଏନ୍‌ଏଚ୍‌ଆର୍‌ସି ଗାଇଡଲାଇନ୍‌ ଅନୁଯାୟୀ ତଦନ୍ତ ହେବ ବୋଲି କହିଲେ ଏସ୍‌ପି

ପୁରୀ ଅଫିସ, ୧୯।୧୧: ହାଜତ ମତ୍ୟୁକୁ ନେଇ ପୁରୀରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ପୋଲିସ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିବା ପରେ…

ଡ୍ରାଗନର ଷଡ଼ଯନ୍ତ୍ର: ଅକ୍ସାଇ ଚୀନ୍‌ରେ କରୁଛି ବଙ୍କର ନିର୍ମାଣ

ବେଜିଂ,୧୯।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଡ୍ରାଗନର ଷଡ଼ଯନ୍ତ୍ର ସମ୍ପର୍କରେ ରିପୋର୍ଟ ମିଳିଛି। ଗତ ମାସେ ଧରି ଅକ୍ସାଇ ଚୀନ୍‌ରେ…

୫ ଲକ୍ଷ ଟଙ୍କାର ମୋବାଇଲ ଚୋରି କରିନେଲେ ଦୁର୍ବୃତ୍ତ

ମୁନିଗୁଡ଼ା,୧୯ା୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନ ରୋଡ୍‌ ହନୁମାନ ବଜାରରେ ବୁଧବାର ରାତିରେ ଗୋଟିଏ ମୋବାଇଲ ଦୋକାନ ଉପର ଟିଣ ଭାଙ୍ଗି ପ୍ରାୟ ୫ ଲକ୍ଷ…

ପାଲରେ ଗୁଡ଼ା ହୋଇ ରାସ୍ତାକଡ଼ରେ ପଡ଼ିଛି ମୃତଦେହ

ଚୌଦ୍ୱାର,୧୯ା୧୧(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଟାଙ୍ଗୀ-କପିଳାସ ରାସ୍ତାର କରଞ୍ଜି ପଞ୍ଚାୟତର ବଡ଼କୁସୁନୁପୁର ନିକଟ ରାସ୍ତା କଡ଼ରୁ ଜରି ପାଲରେ ଗୁଡ଼ା ହୋଇ ପଡ଼ିଥିବା ମୃତଦେହକୁ…

ପାକିସ୍ତାନ ସମେତ ୧୨ ଦେଶକୁ ୟୁଏଇ ଭିଜା ମନା

ଇସଲାମାବାଦ୍‌,୧୯।୧୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ୟୁଏଇ ପକ୍ଷରୁ ସାମୟିକ ଭାବେ ଏହାର ଭିଜା ଉପରେ କଟକଣା ଲଗାଯାଇଛି। ପାକିସ୍ତାନ ସମେତ ୧୨ ଦେଶକୁ…