ଭାରତର ଐତିହାସିକ ବିଜୟରେ ଶତମୁଖ ଆନନ୍ଦ ମହିନ୍ଦ୍ରା: ୬ ଖେଳାଳିଙ୍କୁ ଦେବେ ଏସ୍‌ୟୁଭି କାର

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି । ଭାରତର ଏହି ଐତିହାସିକ ବିଜୟ ପରେ ଖେଳାଳିମାନଙ୍କୁ ବିସିସିଆଇ ୫…

କୃଷି ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୩।୧: କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀରେ…

ଏଲ୍‌ଓସିର ପାନସରରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

ଶ୍ରୀନଗର, ୨୩।୧: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପୁଣି ଏକସୁଡ଼ଙ୍ଗ ଠାବ କରାଯାଇଛି। କଠୁଆ ଜିଲାର ହୀରନଗରର ପାନସରଠାରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗକୁ…

ମୋଦିଙ୍କୁ ଧନ୍ୟବାଦ ଦେଲେ ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ

ଜେନେଭା,୨୩ ।୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏଥିରୁ ମୁକୁଳିବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ ଦେଶ ଭ୍ୟାକ୍ସିନ ପ୍ରସ୍ତୁତି କାମରେ ଲାଗିଥିଲେ…

ମାରପିଟ ଅଭିଯୋଗରେ ଏଏପି ନେତା ସୋମନାଥଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ, ୨୩।୧: ମାରପିଟ ଅଭିଯୋଗରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ନେତା ସୋମନାଥ ଭାରତୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ରାଉଜ୍‌ ଆଭେନ୍ୟୁ କୋର୍ଟଙ୍କ ପକ୍ଷରୁ ସୋମନାଥ…

ଖୋଲା ବଜାରରେ ମିଳିବନି କରୋନା ଟିକା

ନୂଆଦିଲ୍ଲୀ, ୨୩।୧: ଭାରତରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ କରୋନା ଟିକା ଖୋଲା ବଜାରରେ ମିଳିବ କି ନାହିଁ, ସେନେଇ ଲୋକଙ୍କ ମଧ୍ୟରେୀ…

ଉଚ୍ଛେଦ, ଥଇଥାନକୁ ବିରୋଧ ଜାରି

ଭୁବନେଶ୍ୱର,୨୩।୧(ବ୍ୟୁରୋ): ସ୍ଲମ୍‌ ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ ପାଇଁ ଗାଡ଼କଣ ମହାବୀର ବସ୍ତି ଉଚ୍ଛେଦ କରାଯାଉଛି। ଏଠାରେ ଥିବା ୧୦୪ ପରିବାରଙ୍କୁ ସ୍ଥାନୀୟ ମହିମାନଗର ବସ୍ତିରେ ଥଇଥାନ ବେଳେ ଗ୍ରାମବାସୀ ଓ…

ଅମ୍ବାନୀ ପରିବାରର ବଡ଼ ବୋହୂ ସଙ୍ଗୀତ ସେରିମନିରେ ପିନ୍ଧିଥିଲେ ‘ଲଭ୍‌ ଷ୍ଟୋରୀ ଲେହେଙ୍ଗା’, ଜାଣନ୍ତୁ ଏହା ପଛର କାହାଣୀ…

୯ ମାାର୍ଚ୍ଚ ୨୦୧୯ରେ ଅମ୍ବାନୀ ପରିବାର ସେମାନଙ୍କ ବଡ଼ ବୋହୁ ଶ୍ଲୋକା ମେହେଟ୍ଟାଙ୍କୁ ଘରକୁ ସ୍ବାଗତ କରିଥିଲେ। ଏହି ବିବାହ ସାଧାରଣ ବିବାହ ନ ଥିଲା। ଦେଶ…

ଖାନ୍‌ନଗରରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ‘ନେତାଜୀ ବସ୍‌ ଟର୍ମିନାଲ’: ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଖାନ୍‌ନଗର ଅଞ୍ଚଳର ୧୨ ଏକର ପରିମିତ ଜମିରେ ନିର୍ମାଣ ହେବାକୁ…

ଉଦ୍ୟାନ କୃଷି ପାଇଁ ଚାଷୀ ମାନସିକତା ବଦଳିବା ଆବଶ୍ୟକ

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଉଦ୍ୟାନ କୃଷିରେ ଅଳ୍ପ ଜମିରେ ଅଧିକ ଲାଭ ପାଇବାର ସୁଯୋଗ ରହିଛି। ତେଣୁ ଚାଷୀମାନେ ଅଧିକରୁ ଅଧିକ ଉଦ୍ୟାନ କୃଷି ଭିତ୍ତିକ ଚାଷ ଓ…