ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୩, ୨୦୨୧)

କଟକ-ପୁରୀ ବାଇପାସ ରାସ୍ତାରେ ଏଲଇଡ଼ି ଷ୍ଟ୍ରିଟ ଲାଇଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ କଟକ ରେଭେନଶା ୟୁନିଭରସିଟିରେ ଆୟୋଜିତ ଏକ ସମାରୋହରେ ବଂଶୀ ବାଦନ କରୁଛନ୍ତି ଗୁରୁ ରତ୍ନାକର…

କୋଚ, ଖେଳାଳି କରୋନା ପଜିଟିଭ‌ ଚିହ୍ନଟ

କଲମ୍ବୋ,୩।୨: ଶ୍ରୀଲଙ୍କା କ୍ରିକେଟ ଦଳର ପ୍ରଶିକ୍ଷକ ମିକି ଆର୍ଥର୍‌ ଏବଂ ଭେଟେରାନ ବ୍ୟାଟ୍ସମ୍ୟାନ ଲାହିରୁ ଥିରିମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଇସିସି ଟୁଇଟ୍‌ କରି ଏ…

ପାକିସ୍ତାନ ସରକାରଙ୍କୁ ଘାରିଛି ଭୟ

ଇସଲାମାବାଦ,୩।୨: ପାକିସ୍ତାନ ଏପର୍ଯ୍ୟନ୍ତ କରୋନା ଟିକାର ଗୋଟିଏ ମାତ୍ର ଡୋଜ କ୍ରୟ କରିପାରି ନାହିଁ। ଚାଇନାକୁ ଟିକା ମାଗିବା ପରେ ସେ ମାତ୍ର ୫ ଲକ୍ଷ ଟିକା…

‘ଶ୍ରୀମନ୍ଦିର ଢାଞ୍ଚାରେ ନୃସିଂହନାଥର ବିକାଶ କରାଯିବ’

ବରଗଡ଼ ଅଫିସ୍‌/ପାଇକମାଲ,୩।୨: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ, ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ,…

ଜଡ଼ାଫଳ ଖାଇ ୮ ଅଙ୍ଗନଓ୍ବାଡ଼ି ଶିଶୁ ଅସୁସ୍ଥ

ମାଲକାନଗିରି,୩ା୨: ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ମୁନୁସକୋଣ୍ଡା ଗ୍ରାମରେ ବୁଧବାର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ୮ ଶିଶୁ ଜଙ୍ଗଲୀ ଜଡ଼ାଫଳ ଖାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ…

ମୁମ୍ବାଇ ଲୋକଲ୍‌ ଟ୍ରେନ୍‌ର ଏକ ଫଟୋ ଦେଖି ଭାବପ୍ରବଣ ହେଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ,୩।୧: ଲକଡାଉନ୍‌ ପରେ ମୁମ୍ବାଇ ଲୋକାଲ ଟ୍ରେନ ଫେବୃଆରୀ ୧ ତାରିଖରୁ ପୁନଃଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ କେବଳ ସ୍ଥାନୀୟ…

ଶୁଟିଂ ସେଟ୍‌ରେ ଲାଗିଲା ନିଆଁ

ମୁମ୍ବାଇ,୩।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏବଂ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ବେଳେ ଗୋରେଗାଓଁ ସ୍ଥିତ ସେଟ୍‌ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ପାଖାପାଖି…

ପାଣି ବଦଳରେ ସାନିଟାଇଜର୍‌ ପିଇଦେଲେ କମିଶନର

ମୁମ୍ବାଇ,୩।୨: ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ଯୁଗ୍ମ କମିଶନର ରମେଶ ପାୱାର ବୁଧବାର ଦିନ ହଠାତ୍‌ ପାଣି ବଦଳରେ ସାନିଟାଇଜର ପିଇଦେଇଛନ୍ତି। ରମେଶ ପାଓ୍ବାର ବଜେଟ ଉପସ୍ଥାପନ କରିବାକୁ…

ଆଖଣ୍ଡଳମଣି ମନ୍ଦିର ଦର୍ଶନ ସମୟ ବଢ଼ିଲା

ଆରଡ଼ି, ୩।୧: ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିରରେ ଦର୍ଶନ ସମୟ ବଢ଼ିଛି। ପୂର୍ବରୁ କୋଭିଡ୍‌ କଟକଣା ଅନୁଯାୟୀ ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ…

ଅନଶନରେ ବସିଲେ ମୋଦିଙ୍କ ଭାଇ

ଲକ୍ଷ୍ନୌ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଆମାଉସି ବିମାନବନ୍ଦରରେ ଧାରଣାରେ ବସିଛନ୍ତି। ଲକ୍ଷ୍ନୌ ପୋଲିସ ତାଙ୍କ ସମର୍ଥକଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି।…