ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୮ କରୋନା ଆକ୍ରାନ୍ତ: ଅନୁଗୋଳ ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୪୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବଲାଙ୍ଗୀରରୁ ୪୪, ଖୋର୍ଦ୍ଧାରୁ ୪୧, ସୁନ୍ଦରଗଡ଼ରୁ…

ମିସ୍‌ ଥାଇଲାଣ୍ଡ ପାଇଁ ଚାଲିଥିଲା ଫଟୋସୁଟ୍‌: ଅଚାନକ ପାଣିରେ ଖସିପଡିଲେ ମଡେଲ

ବ୍ୟାକଂକ,୧୦।୧୨: ନିକଟରେ ଥାଇଲାଣ୍ଡରେ ମିସ୍‌ ଥାଇଲାଣ୍ଡ ପ୍ରତିଯୋଗିତାରେ ଅନେକ ମଡେଲଙ୍କ ଏକ ଫଟୋସୁଟ୍‌ ଚାଲିଥିଲା। ହେଲେ ସେହି ସମୟରେ ହଠାତ୍‌ ଏକ ଦୁର୍ଘଟଣା ଘଟିଥିଲା। ଯାହା ଏବେ…

ଝାଡ଼ଖଣ୍ଡରେ ମହିଳାଙ୍କୁ ଗଣବଳାତ୍କାର : ରିପୋର୍ଟ ତଲବ କଲା ଏନ୍‌ସିଡବ୍ଲ୍ୟୁ

ନୂଆଦିଲ୍ଲୀ,୧୦।୧୨- ଝାଡ଼ଖଣ୍ଡର ଡୁମକା ଜିଲାରେ ଜଣେ ମହିଳାଙ୍କୁ ୧୭ ଜଣ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି। ରାଜ୍ୟ ପୋଲିସକୁ ଏହି ଘଟଣାର ରିପୋର୍ଟ ତଲବ କରିଛି ଜାତୀୟ…

ଗଛରେ ପିଟି ହେଲା ବାଇକ: ଚାଲିଗଲା ୩ ଜୀବନ

ମାଲକାନଗିରି,୧୦ା୧୨(ଡି.ଏନ୍‌.ଏ.)-ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା ଏମ୍‌ଭି-୧୬ ଗ୍ରାମ ନିକଟରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।…

ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନ୍‌ସିବି ପକ୍ଷରୁ ଚଢାଉ: ଅଢେଇ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ

ମୁମ୍ବାଇ,୧୦।୧୨-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ସହ ଜଡିତ ଡ୍ରଗ୍ସ କାରାବାର ମାମଲାରେ ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ(ଏନ୍‌ସିବି)ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରି ଅଢେଇ କୋଟି…

ପୋଲିସ ସହାୟତାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଭାଜପା ଗୁଣ୍ଡାଙ୍କ ଆକ୍ରମଣ : ଏଏପିର ଅଭିଯୋଗ

ନୂଆଦିଲ୍ଲୀ,୧୦।୧୨- ପୋଲିସର ସାହାଯ୍ୟରେ ଭାଜପାର ଗୁଣ୍ଡାମାନେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଉପରେ ଆକ୍ରମଣ କରିଥିବା ଆମ ଆଦମି ପାର୍ଟି (ଏଏପି) ପକ୍ଷରୁ ଅଭିଯୋଗ ହୋଇଛି।…

ପ୍ରିୟଙ୍କା ଶେୟାର କଲେ ନିଜ ପୁସ୍ତକ ‘ଅନଫିନିସ୍‌ଡ’ର ପ୍ରଥମ ଝଲକ

ମୁମ୍ବାଇ:ବଲିଉଡ୍‌ରୁ ନେଇ ହଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ନିକଟରେ ତାଙ୍କର ପୁସ୍ତକ ଲଞ୍ଚ…

ପାଇଲଟ-କ୍ର୍ୟୁ ମେମ୍ବରଙ୍କୁ ଡାଏପର ପିନ୍ଧିବାକୁ ପରାମର୍ଶ ଦେଲେ ସରକାର

ବେଜିଂ,୧୦।୧୨: ନିଜ ଦେଶର ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କୁ ଡାଏପର ପିନ୍ଧିବାକୁ ପରାମର୍ଶ ଦେଲା ଚାଇନା। କରୋନା ଭାଇରସ୍‌ ସଂକ୍ରମଣର ଭୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି…

ପରୀ ହତ୍ୟା ମାମଲା: ନୟାଗଡ଼ ସଦର ଆଇଆଇସି ସସ୍‌ପେଣ୍ଡ

ନୟାଗଡ଼ ଅଫିସ, ୧୦।୧୨: ନୟାଗଡ଼ ସଦର ଥାନା ଆଇଆଇସି ରୀତାରାଶୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାନ ଡିଏସ୍‌ପି ଭାବେ ବଦଳି କରାଯାଇଛି।…

ପ୍ରଧାନମନ୍ତ୍ରୀ ଆମ କଥା ନ ଶୁଣିଲେ ରେଲୱେ ଟ୍ରାକ୍‌ରେ ହେବ ଧାରଣା: କୃଷକ ନେତା

ନୂଆଦିଲ୍ଲୀ,୧୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୫ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ବୁଧବାର…