ଆଜି ରାଜ୍ୟରେ ୭୨ ପଜିଟିଭ୍‌ ଚିହ୍ନଟ, ୩୩୫୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୭।୨(ବ୍ୟୁରୋ): ରବିବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୭୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା…

ସୁରେଶ ଖୋଲିଲେ ଗୁମର, ସ୍କାନରରେ ନେତା

ଭୁବନେଶ୍ୱର,୭।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀସ୍ଥିତ ନିଖିଳ ଉକତ୍ଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ସଂଘ ସାଧାରଣ…

ତିନିଦିନ ପରେ ବି ଅନ୍ଧାରରେ ଅନ୍ଧାରୁଆ ହତ୍ୟାକାଣ୍ଡ: ପରିଚୟ ଦେଲେ ୫୦ହଜାର, ଲାଗିଲା ପୋଷ୍ଟର

ଭୁବନେଶ୍ୱର,୭।୨(ବ୍ୟୁରୋ): ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ପୋଲିସକୁ କୌଣସି ସଫଳତା ମିଳିପାରି ନାହିଁ।…

ଟିକିରି ସୀମାରେ ୨ କୃଷକ ମୃତ

ନୂଆଦିଲ୍ଲୀ,୭ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ତେବେ ରବିବାର ଆନ୍ଦୋଳନ ସ୍ଥଳରେ…

ଚାମୋଲିରେ ହିମସ୍ଖଳନ: ବହୁ କ୍ଷୟକ୍ଷତି ଆଶଙ୍କା

ଜୋଶୀମଠ, ୭।୨: ଉତ୍ତରାଖଣ୍ଡ ଚାମୋଲି ଜିଲାର ଜୋଶୀମଠ ଅଞ୍ଚଳର ତପୋବନସ୍ଥିତ ରେଣି ଗାଁଠାରେ ଥିବା ହିମସ୍ଖଳନ ହୋଇଛି। ଏଥିରେ ଋଶିଗଙ୍ଗା ବିଦ୍ୟୁତ୍‌ ପ୍ରୋଜେକ୍ଟରେ ବହୁ କ୍ଷୟକ୍ଷତି ହୋଇଥିବା…

ଲୋପ ପାଇବ କୋଚିଲାଖାଇ ବଂଶ

ଗଣିଆ,୭ା୨(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ଧ୍ୱଂସ, ଅବାଧ ଶିକାର ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପଶୁ ତୁଳନାରେ ପକ୍ଷୀ ବଂଶ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ବାଲିଶୁଆ, ନାହାକା…

ଫୋନ୍‌ ଦେଖୁଦେଖୁ ମା’ଙ୍କୁ ପୁଅ କହିଲା ମୋତେ ବାହା କରେଇ ଦିଅ, ଭିଡିଓ ଦେଖିଲେ…

ଆଜିକାଲି ସୋସିଆଲ ମିଡିଆରେ ଯେକୌଣସି ଜିନିଷ ଭାଇରାଲ ହେବାକୁ ଅଧିକ ସମୟ ଲାଗୁନାହିଁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଛୋଟ ପୁଅର ଭିଡିଓ ଭାଇରାଲ ହେଉଛି। ଏହି…

ଟ୍ରାକ୍ଟର ରୁଟ୍‌ ଉଲ୍ଲଂଘନ ଅଭିଯୋଗ: ୨ ଚାଷୀ ନେତା ନିଲମ୍ବିତ

ନୂଆଦିଲ୍ଲୀ, ୭।୨: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି କରାଯାଇଥିଲା। ତେବେ ରାଲି ସମୟରେ ଧାର୍ଯ୍ୟ କରାଯାଇଥିବା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ବଦଳରେ ହିଂସାକାଣ୍ଡ…

ସଙ୍କଟରେ ସୋସିଆଲ ମିଡିଆ ‘ରାଉଟର’

ନାକଟିଦେଉଳ,୭ା୨(ଡି.ଏନ୍‌.ଏ.): ସୋସିଆଲ ମିଡିଆ ରାଉଟର ଚଳାଇବା ପାଇଁ ଭାରତର ସର୍ବକନିଷ୍ଠ ଡେଭଲପର ଆୟୁଷ ରଞ୍ଜନ ରାଉତ ଏବେ ସରକାରୀ ସହାୟତା ଲୋଡ଼ିଛନ୍ତି। ଏଥିପାଇଁ ସେ ଶନିବାର ଓଡ଼ିଶାର…

ଆନ୍ଧ୍ର ନିର୍ବାଚନରେ ଓଡ଼ିଶା ପ୍ରାର୍ଥୀ, ଭୋଟର

ପାରଳାଖେମୁଣ୍ଡି,୭ା୨(ଡି.ଏନ୍‌.ଏ.): କୋଟିଆ ପରେ ବର୍ତ୍ତମାନ ଗଜପତି ଜିଲା ଗଙ୍ଗାବାଡର କେତେକ ଗ୍ରାମ ଉପରେ ଆନ୍ଧ୍ର ପକାଇଛି ଲୋଲୁପ ଦୃଷ୍ଟି। ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରିବା ସହ…