ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକରି ପୋଡ଼ିଦେଲେ

ପଦ୍ମପୁର,୨୭ା୨: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ପାଜିଲିବନ୍ଧ ଗାଁ ନୂଆସାହିରେ…

ଆଣ୍ଠୁ ଗଣ୍ଠି ଦରଜ ଦୂର କରେ ଲେମ୍ବୁ

ଅନେକ ଘରୋଇ ଉପଚାର ମାଧ୍ୟମରେ ବେଳେ ବେଳେ କିଛି ଜଟିଳ ସମସ୍ୟାରୁ ମୁକ୍ତି ମିଳିଥାଏ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରାୟ ପ୍ରତିଦିନ ଆଣ୍ଠୁଗଣ୍ଠି…

ଫୁଡ୍‌ ଡେଲିଭରୀ ବୟ ଲୋକେଶନ ନ ପାଇବାରୁ ଏମିତି କଲେ ଗ୍ରାହକ

ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଏହାକୁ ଲକ୍‌ଡାଉନର ପ୍ରଭାବ କହିପାରିବା। କିନ୍ତୁ ରେଷ୍ଟୁରାଣ୍ଟ ଯିବା ବଦଳରେ ଏବେ ଅନ୍‌ଲାଇନରେ ଖାଦ୍ୟ ମଗାଇବାକୁ ଲୋକେ ଅଧିକ…

ଓଜନ ନିୟନ୍ତ୍ରଣ କରେ ସାଗୁ

ଅନେକ ଅଛନ୍ତି ବ୍ରତ ଉପବାସ ସମୟରେ ହିଁ କେବଳ ସାଗୁଦାନା ଭିଜେଇ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଜାଣିରଖନ୍ତୁ, ଏସମୟରେ ସାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି…

ସି-ଶୋର’ର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

କଟକ,୨୬।୨: ବହୁ ଚର୍ଚ୍ଚିତ ସି ଶୋର ଚିଟ୍‌ଫଣ୍ଡ ସଂସ୍ଥାର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଶୁକ୍ରବାର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଜାରି କରିଛନ୍ତି। ସଂସ୍ଥାର…

ସ୍ମାର୍ଟ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଗ୍ରହଣ କଲେ ମନ୍ତ୍ରୀ

ଜୁନାଗଡ଼,୨୬।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମହିଚଲା ବାଲାଜୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ କଳାହାଣ୍ଡି ଜିଲାପାଳ ଡ. ପରାଗ ହର୍ଷଦ ଗାଭାଲି ସ୍ମାର୍ଟ ହାଇସ୍କୁଲ କରିବା ପାଇଁ…

ଗାଡ଼ିଆରେ ବୁଡ଼ି ଗଲେ ୨ ଶିଶୁକନ୍ୟା

ସମ୍ବଲପୁର,୨୬ା୨(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଶାଳା କ୍ଲବପଡ଼ାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଡ଼ିଆରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ…

ସୁସ୍ଥ ହେଲେ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୨: ଓଡ଼ିଶାରେ ଶୁକ୍ରବାର ୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩,୩୪,୪୬୩ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୧,…

ପୁଣି ଆଇସୋଲେଶନ

ଭୁବନେଶ୍ୱର,୨୬।୨ : କରୋନାର ଦ୍ୱିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଆଇସୋଲେଶନ ପ୍ରକ୍ରିୟା। ଏ ନେଇ ଜାରି ହୋଇଛି ନୂଆ…

ପଡ଼ୋଶିନୀଙ୍କୁ ବିଭତ୍ସ ହତ୍ୟା ପରେ ….

ଆମେରିକାର ଓକଲାହୋମା ରାଜ୍ୟର ଚିକାଶା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ନୃସଂଶ ଘଟଣା। ଜଣେ ବ୍ୟକ୍ତି ପଡ଼ୋଶିନୀଙ୍କୁ ହତ୍ୟା କରିବା ପରେ କଲିଜାକୁ ରୋଷେଇ କରି ଖାଇଦେଇଛନ୍ତି।…