ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୧, ୨୦୨୧)

ଶ୍ରୀରାମନବମୀ ଅବସରରେ କଟକ ରାମନିଗମେଶ୍ୱର ମନ୍ଦିର ବାହାରେ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ   ଶ୍ରୀରାମନବମୀ ଅବସରରେ ଭୁବନେଶ୍ୱର ରାମ ମନ୍ଦିର ବାହାରେ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ  …

ବିବାହ ପ୍ରତିଶ୍ରୁତି ଦେଇ ୫ ବର୍ଷ ଧରି ଯୁବତୀଙ୍କୁ ବଳାତ୍କାର

ବାରିପଦା ଅଫିସ,୨୧।୪: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ବଳାତ୍କାର କରିଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି।…

ଉଦୟ ହେଲା ସନରାଇଜର୍ସର ସୂର୍ଯ୍ୟ

ଚେନ୍ନାଇ,୨୧।୪: କ୍ରମାଗତ ୩ ପରାଜୟ ପରେ ଉଦୟ ହୋଇଛି ସନରାଇଜର୍ସ ହାଇଦ୍ରାବାଦ୍‌ର ସୂର୍ଯ୍ୟ। ଦଳୀୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଯୋଗୁ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦଳ ବୁଧବାର…

ଦୁଇ ପୁଅଙ୍କ ଇଚ୍ଛା, ପୁଣି ଥରେ ବିବାହ କରନ୍ତୁ ଅଭିନେତ୍ରୀ ମା’

ନୂଆଦିଲ୍ଲୀ,୨୧।୪: ଅଭିନେତ୍ରୀ ଉର୍ବଶୀ ଢୋଲକିଆ ସିଙ୍ଗଲ ମଦର ଭାବେ ଜାଆଁଳା ପୁଅ ସାଗର ଓ କ୍ଷିତିଜଙ୍କୁ ସମ୍ଭାଳୁଛନ୍ତି। କିନ୍ତୁ ତାଙ୍କ ଦୁଇ ପୁଅ ଚାହଁାନ୍ତି ମା’ ଆଉ…

ହୋମ୍‌ ଆଇସୋଲେଶନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୧।୪: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୋମବାର କରୋନା ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ଏହି ଉପାୟରେ ରୋହିତଙ୍କୁ ଆଉଟ୍‌ କରନ୍ତି ଦକ୍ଷ ସ୍ପିନର

ଚେନ୍ନାଇ,୨୧।୪: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କୁ କେଉଁ ଭଳି ଆଉଟ୍‌ କରି ହେବ, ତାହା ପ୍ରକାଶ କରିଛନ୍ତି ବରିଷ୍ଠ ଲେଗ୍‌ ସ୍ପିନର…

ଜୀବନରୁ ଦୁଃଖ ଦୂର କରିବାକୁ ଚାହାନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ଏହି କ୍ରମରେ ଚାଣକ୍ୟ ଜୀବନରୁ…

ଯୋଦ୍ଧାଙ୍କ ପାଇଁ ଆଗକୁ ଆସିଲା ବଲିଉଡ: ରଣବୀର-ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍‌ ବ୍ୟବହାର କରିବ ମୁମ୍ବାଇ ପୋଲିସ

ବମ୍ବେ: କରୋନାର ଦ୍ୱିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ମହାରାଷ୍ଟ୍ରରେ। ସଂକ୍ରମଣକୁ ରୋକିବା ଲାଗି କର୍ଫ୍ୟୁ ଲଗାଯାଇଛି। ଏସବୁ ମଧ୍ୟରେ ପୋଲିସ କର୍ମଚାରୀମାନେ ଆଗଧାଡ଼ିରେ ରହି…

ମେ’ ୧୩ରେ ପରଦାକୁ ଆସିବ ‘ରାଧେ’, ରିଲିଜକୁ ନେଇ…

ବମ୍ବେ: ସଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣକୁ ନେଇ କଟକଣା ସତ୍ତ୍ୱେ ଦବଙ୍ଗ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ ମେ’ ୧୩ରେ ଇଦ୍‌…

କୋଭିଡ୍‌ କଟକଣା ମାନିବାକୁ ଏନ୍‌ଏସିର କଡ଼ାକଡ଼ି ଯାଞ୍ଚ

ବୁଗୁଡ଼ା,୨୧।୪(ଡି.ଏନ୍‌.ଏ.): ବୁଗୁଡ଼ା ସହରରେ ବ୍ୟବସାୟୀ ଓ ସାଧାରଣ ଜନତା କୋଭିଡ୍‌ କଟକଣାକୁ ଠିକ୍‌ ଭାବେ ପାଳନ କରିବା ପାଇଁ ଏନ୍‌ଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା…