ବୋଲିଂ ବାଛିଲା ପଞ୍ଜାବ

ଚେନ୍ନାଇ,୨୩।୪: ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ ନୁହେଁ। ଏହା ସତ୍ତ୍ୱେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କିଙ୍ଗ୍ସ ପଞ୍ଜାବ ଅଧିନାୟକ ଲୋକେଶ…

ତେଲେଙ୍ଗାନାରୁ କାର୍ଗୋ ବିମାନରେ ଭୁବନେଶ୍ୱର ପହଞ୍ଚିଲା ଖାଲି ଟ୍ୟାଙ୍କର

ଭୁବନେଶ୍ୱର,୨୩।୪: ତେଲେଙ୍ଗାନାରୁ ଏୟାରଫୋର୍ସର କାର୍ଗୋ ବିମାନରେ ୪ଟି ଖାଲି ଟ୍ୟାଙ୍କର ଶୁକ୍ରବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ଓଡ଼ିଶାରୁ ଖାଲି ଟ୍ୟାଙ୍କରରେ ଅକ୍ସିଜେନ ଭର୍ତ୍ତି…

ଆଜିର ଦିନରେ ଦେଖିବାକୁ ମିଳିଥିଲା ଗେଲ୍‌ ଝଡ଼

ମୁମ୍ବାଇ,୨୩।୪: ଠିକ୍‌ ୮ ବର୍ଷ ତଳେ ଅର୍ଥାତ୍‌ ୨୦୧୩, ଏପ୍ରିଲ ୨୩ ତାରିଖରେ ଆଇପିଏଲରେ ଦେଖିବାକୁ ମିଳିଥିଲା ଗେଲ୍‌ ଝଡ଼। ନିଷ୍କ୍ରିୟ ଦଳ ପୁଣେ ଓ୍ବାରିୟର୍ସ ଇଣ୍ଡିଆ…

ଶେଷ ହେଲା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୩।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏ. ବୋବଡେଙ୍କ କାର୍ଯ୍ୟକାଳ ଶୁକ୍ରବାର ଶେଷ ହୋଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏବଂ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ତାଙ୍କୁ…

ନବଜାତ କନ୍ୟାକୁ ଘରକୁ ଆଣିବା ପାଇଁ ହେଲିକପ୍ଟର ଡକାଇଲେ ବାପା

ନାଗପୁର,୨୩।୪: ରାଜସ୍ଥାନର ନାଗପୁର ଜିଲାରେ ଜଣେ ବ୍ୟକ୍ତି ନିଜ ନବଜାତ କନ୍ୟାକୁ ଘରକୁ ଆଣିବା ପାଇଁ ହେଲିକପ୍ଟର ବ୍ୟବହାର କରିଛନ୍ତି। ହନୁମାନ ପ୍ରଜାପତଙ୍କ ପତ୍ନୀ ଚୁକି ଦେବୀ…

ଶଟ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍‌’ ସେବା ବନ୍ଦ: କେବଳ ଷ୍ଟେଶନରୁ…

ଭୁବନେଶ୍ୱର,୨୩।୪(ବ୍ୟୁରୋ): ସପ୍ତାହନ୍ତ ଶଟ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍‌’ ସେବା ବନ୍ଦ ରହିବ। କେବଳ ରେଳ ଷ୍ଟେଶନରୁ ଯାତ୍ରୀଙ୍କୁ ନେବା ପାଇଁ ଏହା ଚାଲିବ। ଷ୍ଟେଶନରୁ କଟକ ଓ…

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ଆର୍‌ଆଇ

କର୍ଲାମୁଣ୍ଡା,୨୩।୪(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆର୍‌ଆଇ ରମେଶ ବରାଳ। ଏକ ଡିମାରକେଶନ ରିପୋର୍ଟ ପାଇଁ ଜନୈକ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ସେ…

ଦୁଇ ମାସ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ,୨୩।୪: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏଥିରେ ପ୍ରଭାବିତ ହେଉଥିବା ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଯାଇଛି। ଫଳରେ ଗରିବ ଲୋକମାନେ ଅସୁବିଧାର…

ରାଶିଫଳ: ଶନିବାର, ଏପ୍ରିଲ୍‌ ୨୪ ତାରିଖ – Daily Horoscope

ମେଷ ଆଜି ଧ୍ରୁବଯୋଗ ସକାଶରୁ କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା ଓ ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ…

ଆଉ ଏକ କରୋନା ଔଷଧକୁ ଭାରତରେ ମିଳିଲା ସବୁଜ ସଙ୍କେତ: ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରିବେ ରୋଗୀ

ନୂଆଦିଲ୍ଲୀ,୨୩।୪: ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି। ଏପରିସ୍ଥଳେ…