ଜି୭ ବୈଠକରେ ଯୋଗଦେବାକୁ ଯାଇଥିବା ୨ ଭାରତୀୟ ପ୍ରତିନିଧି କରୋନା ସଂକ୍ରମିତ

ଲଣ୍ଡନ,୫।୫: ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଜି ୭ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତର ୨ ଜଣ ପ୍ରତିନିଧି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ…

ଅକ୍ସିଜେନ ଅଭାବରୁ ଚାଲିଗଲା ୧୩ କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ : ଜିଲା ଅଧିକାରୀ ମାନିବାକୁ ନାରାଜ

ଚେନ୍ନାଇ,୫।୫ : ଅକ୍ସିଜେନ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରୁ ଚେନଗାଲପାଟୁ ସରକାରୀ ହସ୍ପିଟାଲରେ ଚାଲିଯାଇଛି ୧୩ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ। କିନ୍ତୁ ଜିଲା ସ୍ବାସ୍ଥ୍ୟ…

ଦରକାର ନ ଥିଲେ ଆର୍‌ଟି-ପିସିଆର୍‌ ଟେଷ୍ଟ କରନ୍ତୁ ନାହିଁ

ନୂଆଦିଲ୍ଲୀ, ୫ା୫: କୋଭିଡ ପରୀକ୍ଷା ପାଇଁ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ପକ୍ଷରୁ ନୂତନ ଗାଇଡ୍‌ଲାଇନ ଜାରି ହୋଇଛି। ଆବଶ୍ୟକ ନ ଥିଲେ ଆର୍‌ଟି-ପିସିଆର୍‌…

ଓଡ଼ିଶା: ଆଜିର ଫଟୋ ( ମେ ୫, ୨୦୨୧)

ଲକଡାଉନର ପ୍ରଥମ ଦିନ: ଭୁବନେଶ୍ୱର ସହର   କଟକ ସହରରେ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲୁଛନ୍ତି ପାରା     ଲକଡାଉନର ପ୍ରଥମ ଦିନ: କଟକ ସହର

ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା ନେଇ ପାରିବେ ନାହିଁ କରୋନା ଟିକା

ଭୁବନେଶ୍ୱର,୫।୫: ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇ ପାରିବେ ନାହିଁ। ବୁଧବାର ଏହି ସୂଚନା ଦେଇଛନ୍ତି ଏସ୍‌ବି ମେଡିକାଲ ସ୍ତ୍ରୀ ଏବଂ ପ୍ରସୂତି ବିଭାଗ…

ବାପାଙ୍କ ଜୁଇ ଉପରକୁ ଡେଇଁଲା ଝିଅ

ବର୍ମେର,୫।୫ : ରାଜସ୍ଥାନର ବର୍ମେରରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ବାପାଙ୍କ ଜୁଇ ଉପରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ୩୪ ବର୍ଷୀୟା ମହିଳା। ମହିଳାଙ୍କୁ…

୧୦ରୁ ଊର୍ଦ୍ଧ୍ୱ ଜିଲାରେ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର,୫।୫: ରାଜ୍ୟର ବିଭିନ୍ନ ଜିଲାରେ କାଳବେଶାଖୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ…

ଲକଡାଉନ ପ୍ରଭାବ

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ସାରା ରାଜ୍ୟକୁ ମେ ୧୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦ କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ଛାଡି ବାକି…

ଲଣ୍ଡନରେ ପହଞ୍ଚିଲେ ୮ ଇଂଲଣ୍ଡ ଖେଳାଳି, ଏବେ ବି ଅଟକିଛନ୍ତି ମୋର୍ଗାନ

ନୂଆଦିଲ୍ଲୀ,୫।୫ : ଆଇପିଏଲ ସ୍ଥିଗିତ ହେବା ପରେ ଇଂଲଣ୍ଡର ୮ ଖେଳାଳି ବୁଧବାର ଲଣ୍ଡନ ଫେରିଛନ୍ତି। ବିଶ୍ୱର ବିତ୍ତଶାଳୀ କ୍ରିକେଟ ଲିଗ୍‌ ସ୍ଥଗିତ ରଖାଯିବା ପରେ ଇଂଲଣ୍ଡ…

ଗଞ୍ଜାମରେ ଲକ୍‌ଡାଉନର ପ୍ରଭାବ: ରାସ୍ତାଘାଟ ଶୂନ୍‌ଶାନ୍‌

ଗଞ୍ଜାମ,୫।୫(ଡି.ଏନ୍‌.ଏ.): କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି l ଗଞ୍ଜାମ ସହରରେ…