Categories: Video

ଲକଡାଉନ ପ୍ରଭାବ

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ସାରା ରାଜ୍ୟକୁ ମେ ୧୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦ କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ଛାଡି ବାକି ସବୁ କିଛି ବନ୍ଦ ରହିଛି। ଲକ୍‌ଡାଉନ୍‌ ଆଜିଠାରୁ ଆରମ୍ଭ ହୋଇଥିବାରୁ ପୋଲିସ୍ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି।