କରୋନା ନେଲା ବିଧାୟକଙ୍କ ଜୀବନ

ଲକ୍ଷ୍ନୌ,୭।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ଶୁକ୍ରବାର ବରେଲିର ସଲୋନରୁ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ…

ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍‌ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ

ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି। ଏଠାକାର…

ଲକ୍‌ଡାଉନ୍‌ ଫାଇଦା ଉଠାଉଛନ୍ତି ବେପାରୀ: ନିତ୍ୟ ଆବଶ୍ୟକ ଜିନିଷ ଚଢ଼ା ଦରରେ ବିକ୍ରି

ଗଞ୍ଜାମ,୭।୫(ଡି.ଏନ୍‌.ଏ.): କରୋନା ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ମେ ୫ ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍‌ ଘୋଷଣା କରିଛନ୍ତି ସରକାରl ଏହି ଲକ୍‌ଡାଉନ୍‌ ର ଫାଇଦା…

କରୋନା ରୋଗୀଙ୍କ ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ

ସୁରତ,୭।୫: ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ରୋଗୀଙ୍କ ପାଇଁ ଆଉ ଏକ ବିପଦ ସୃଷ୍ଟି ହୋଇଛି। କରୋନାର ଠିକ…

ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆଙ୍କୁ ନିଲମ୍ବନ

କୋରାପୁଟ, ୭।୫(ସ୍ବ.ପ୍ର.): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଆଲୋକ କୁମାର ଅନୁଗୁଳିଆଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ରାଜସ୍ବ ଓ ବିପର୍ଯ୍ୟୟ…

ସହର ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି ପ୍ରବାସୀ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୭।୫(ଡି.ଏନ୍‌.ଏ.): ଗଞ୍ଜାମରେ ବର୍ତ୍ତମାନ କରୋନା ସ୍ଥିତି ଅଣାୟତ ହୋଇପଡ଼ିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ…

ଆଉ ନାହାନ୍ତି ବନରାଜ ଭାଟିଆ

ହିନ୍ଦୁସ୍ତାନୀ ଏବଂ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତର ଜଣାଶୁଣା ସଙ୍ଗୀତଜ୍ଞ ବନରାଜ ଭାଟିଆଙ୍କ ଶୁକ୍ରବାର ସକାଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩…

କେବଳ ଏହି କାରଣ ପାଇଁ ଭାଇଜାନ୍‌ଙ୍କୁ ପସନ୍ଦ କରନ୍ତିନି ଅମିର, ପୂରା ଘଟଣା ଜାଣିଲେ …

ବଲିଉଡ୍‌ ଅଭିନେତା ଅମିର ଖାଁ ଏବଂ ସଲମାନ ଖାଁ କେବଳ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତା ନୁହଁନ୍ତି ବରଂ ଭଲ ବନ୍ଧୁ। ଉଭୟ ପ୍ରାୟ ଏକ ସମୟରେ ସଫଳତାର…

ଶ୍ମଶାନରେ ଡ୍ୟୁଟି କରୁଛନ୍ତି ଏହି ପୋଲିସ ଅଧିକାରୀ, ବର୍ତ୍ତମାନ ସୁଦ୍ଧା ୧୧୦୦ ମୃତଦେହ କଲେଣି ସଂସ୍କାର

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଲୋକେ ଖୁବ୍‌ ତୀବ୍ର ବେଗରେ ସଂକ୍ରମିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରି ସ୍ଥିତିରେ…

ବିଶ୍ୱ ରେକର୍ଡ କଲେ ୧୦ ବର୍ଷର ଝିଅ

ଇଣ୍ଟରନେଟ ଏବଂ ଟେକ୍ନୋଲୋଜିର ଏହି ଯୁଗରେ ପିଲାମାନେ ବହୁତ ପ୍ରତିଭାଶାଳୀ ହୋଇପାରିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ୧୦ ବର୍ଷୀୟା ଝିଅ ସାରା ଛିପା। ସାରା ରାଜସ୍ଥାନର…