Categories: ଜାତୀୟ

କରୋନା ନେଲା ବିଧାୟକଙ୍କ ଜୀବନ

ଲକ୍ଷ୍ନୌ,୭।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ଶୁକ୍ରବାର ବରେଲିର ସଲୋନରୁ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବାହାଦୂର କୋରି କରୋନାରେ ମୃତ୍ୟୁବରଣ କରିଛନ୍ତି। ଫଳରେ କରୋନାର ଦ୍ୱିତୀୟ ଲହରରେରେ ଏପର୍ଯ୍ୟନ୍ତ ୪ଜଣ ଭାଜପା ବିଧାୟକଙ୍କ ମୃତ୍ୟୁ ଘଟିଛି। ବିଧାୟକ ଦଳ ବାହାଦୂର କୋରି ଲକ୍ଷ୍ନୌର ଏକ ଘରୋଇ ଡାକ୍ତରଖାନାରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାୟବରେଲି ଏମ୍‌ପି ସ୍ମୃିତି ଇରାନୀ ଶୋକ ପ୍ରକାଶ କରିଛନ୍ତି।

Share