ଶର୍ଟସର୍କିଟରୁ ଜଳିଗଲା ୩ ବଖରା

ବଇଣ୍ଡା, ୨୯।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଏଡା ଗ୍ରାମରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟି ଶାନ୍ତନୁ ମୁଣ୍ଡାଙ୍କ ୩ ବଖରା ଚାଳ ଘର ଜଳିଯାଇଛି। ବିଦ୍ୟୁତ୍‌…

ମାନିଲେନି କଟକଣା, ଗଣିଲେ ଜରିମାନା

ବଇଣ୍ଡା, ୨୯।୩(ଡି.ଏନ.ଏ.)- ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ସର୍ବସାଧାରଣରେ ହୋଲିଖେଳ ଉପରେ ଲଗାଇଥିଲେ କଟକଣା। ତେବେ ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଅମାନିଆମାନେ କଟକଣାକୁ…

ନୂଆପଡ଼ା ଜିଲାରେ ହଟ୍‌ସ୍ପଟ୍‌ ପାଲଟିଛି ମୁଖ୍ୟ ଚିକିତ୍ସାଳୟ

ନୂଆପଡ଼ା,୨୯।୩ : ନୂଆପଡ଼ା ଜିଲାରେ ଗୋଟିଏ ଦିନରେ ୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାର ହଟସ୍ପଟ୍‌ ପାଲଟିଛି ଜିଲାର ମୁଖ୍ୟ ଡାକ୍ତରଖାନା। ରବିବାର ଦୁଇ…

ଭାଇରସ୍‌ ଲାଇବ୍ରେରି

ଲଣ୍ଡନ: ଲାଇବ୍ରେରି। ଏହି ଶବ୍ଦ ଉଚ୍ଚାରଣା ହେବା ମାତ୍ରକେ ମନରେ ଆପଣାଛାଏଁ ପ୍ରତିବିମ୍ବିତ ହୁଏ ଗଦା ଗଦା ବହିର ପ୍ରତିଛବି। ଏକ ବିରାଟ ହଲ୍‌। ଆଉ ନିଃଶବ୍ଦରେ…

ଖେଳୁ ଖେଳୁ ଫାଶିରେ ଝୁଲି ପଡ଼ିଲା ୯ ବର୍ଷୀୟା ଝିଅ

ହାଇଦ୍ରାବାଦ,୨୯।୩ : ଗତ ସପ୍ତାହରେ ୯ ବର୍ଷୀୟା ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ହାଇଦ୍ରାବାଦ୍‌ ପୋଲିସ। ଏହି ସନ୍ଦେହଜନକ ମୃତ୍ୟୁ ମାମଲାର ପୋଲିସ ତନାଘନା କରୁଛି।…

ଟ୍ରାକ୍ଟର ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ, ୨୯।୩: ଢେଙ୍କାନାଳ ଜିଲା ଗଁଦିଆ ଥାନା କାଲୁରିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାଲିଘାଟରୁ ବାଲି ବୋଝେଇକରି ଫେରୁଥିବା ଏକ…

୬ ଗ୍ରାମ୍‌ ବ୍ରାଉନସୁଗାର ଜବତ

ଢେଙ୍କାନାଳ ଅଫିସ,୨୯।୩: ଢେଙ୍କାନାଳ ସହରସ୍ଥିତ କାଞ୍ଚନ ବଜାରରେ ଅବକାରୀ ବିଭାଗ ଚଢ଼ାଉକରି ୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଧଳାଜହର ନିଶା କାରବାରରେ ସମ୍ପୃକ୍ତ ଅଭିଯୋଗରେ ଅନନ୍ତ…

ହୋଲିରେ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ

କଟକସଦର,୨୯।୩: ହୋଲିରେ ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇଁ ୪୨ ମୌଜା ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଡ଼ ଝାରକଟା ଗ୍ରାମରେ ଚଢାଉ କରିଥିଲେ। ସେତିକିବେଳେ ଚୋରାମଦ…

ଗୋଟିଏ ଓଭରରେ ୬ ଛକା ମାରିଲେ ଏହି ବ୍ୟାଟ୍ସମ୍ୟାନ

କଲମ୍ବୋ,୨୯।୩ : ଅଲରାଉଣ୍ଡର ଥିସାରା ପେରେରା ଶ୍ରୀଲଙ୍କାର ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ଲଗାଇଛନ୍ତି ୬ଟି ଛକା। ୩୧ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ସୋମବାର ଖେଳାଯାଇଥିବା…

ଗାଧୋଇବାବେଳେ କେନାଲରେ ଭାସିଗଲେ

ଜୟପୁର, ୨୯।୩(ନି.ପ୍ର.) କୋରପୁଟ ଜିଲା ଜୟପୁର ବ୍ଲକ କୁମୁଲିପୁଟ ପଞ୍ଚାୟତ ଦଣ୍ଡସେନାଗୁଡ଼ା ଗ୍ରାମ ନିକଟ କେନାଲରେ ଗାଧୋଉଥିବାବେଳେ ଜଣେ ବ୍ୟକ୍ତି ଭାସିଯାଇଛନ୍ତି। ସେ ହେଲେ ଦଣ୍ଡସେନାଗୁଡ଼ାର ସମ୍ବାରୁ…