ସଡ଼କ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଗାୟକଙ୍କ ଜୀବନ

ଚଣ୍ଡିଗଡ,୩୦।୩: ସଡ଼କ ଦୁର୍ଘଟଣାରେ ପଞ୍ଜାବର ଜଣାଶୁଣା ଗାୟକ ଦିଲଜାନଙ୍କ ମୃତ୍ୟୁ ଘଟିଛି। ଅମୃତସରର ଜାଣ୍ଡିଆଲା ଗୁରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ୩୧ ବର୍ଷୀୟ ଦିଲଜାନ…

ଗାଡ଼ଭାଲୁର ମୃତଦେହ ଉଦ୍ଧାର

ପାଟଣା,୩୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ ଦାରିକାପଶି ଗାଁ ନିକଟ କେନାଲରୁ ସୋମବାର ସାରେ ଏକ ଗାଡ଼ଭାଲୁର ମୃତଦେହ ଉଦ୍ଧାର ହୋଇଛି। କେନାଲରେ ଗାଡଭାଲୁର…

ଋଣ କରି ଖେଳାଳିଙ୍କୁ ଟଙ୍କା ଦେଲା କ୍ରିକେଟ୍‌ ବୋର୍ଡ

ଆଣ୍ଟିଗୁଆ,୩୦।୩: ମହାମାରୀ କରୋନା ସମୟରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଆର୍ଥିକ ଅବସ୍ଥାକୁ ଖରାପ କରିନେଇଛି। ଅବସ୍ଥା ଏପରି ହୋଇଛି ଯେ ଖେଳାଳିଙ୍କୁ ଦରମା ଦେବା ପାଇଁ ବୋର୍ଡକୁ…

ସ୍ତ୍ରୀଙ୍କୁ ସବୁଦିନ ପାଇଁ ଛାଡ଼ିି ଆରପାରିକୁ ଚାଲିଗଲେ ନବବିବାହିତ ସ୍ବାମୀ

ବଲାଙ୍ଗୀର ଅଫିସ,୩୦।୩: କାଳ ହେଲା ହୋଲି। ନବ ବିବାହିତା ସ୍ତ୍ରୀଙ୍କୁ ସବୁଦିନ ପାଇଁ ଏକାକରି ଆରପାରି ଚାଲିଗଲେ ସ୍ବାମୀ। ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ବଲାଙ୍ଗୀର…

ବିବାହ ପରେ ନିଜେ କାର ଚଲାଇ ଶାଶୁ ଘରେ ପହଞ୍ଚିଲେ କନ୍ୟା: କାରଣ ଜାଣିଲେ…

ବିବାହ ପରେ ବିଦାୟ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବିଦାୟ ସମୟରେ କନ୍ୟା କାରର ଡ୍ରାଇଭିଂ ସିଟରେ ବସିଥିବାର…

ଆଜି ପ୍ରଚାରର ଶେଷ ଦିନ: ନନ୍ଦିଗ୍ରାମରେ ଶାହା-ମମତା ମୁହାଁମୁହିଁ

କୋଲକାତା,୩୦।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୧ରେ ଅନୁଷ୍ଠିତ ହେବ। ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ନନ୍ଦିଗ୍ରାମରେ ଏକ ନିର୍ବାଚନ ମହାସଂଗ୍ରାମ…

ଚୋରି କରିବାକୁ ଆସିଥିବା ବ୍ୟକ୍ତି ଏସି, ବେଡ୍‌ ଦେଖି ଶୋଇପଡ଼ିଲେ: ଆଉ ତାପରେ…

ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। କିନ୍ତୁ ଘରର ସୁଖ ସୁବିଧା…

ଆଇଆଇଏମ୍‌ ଅହମଦାବାଦରେ ୭୦ କରୋନା ସଂକ୍ରମିତ ଚିହ୍ନଟ

ଅହମଦାବାଦ,୩୦।୩: ଦେଶରେ ପୁଣି କରୋନା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ ଊର୍ଦ୍ଧ୍ୱ ରହୁଛି। ଏସବୁ ଭିତରେ ଆଇଆଇଏମ୍‌…

ଭାରତ- ଇଂଲଣ୍ଡ ସିରିଜ୍‌ ଫଳାଫଳରେ ଖୁସି ଅଛନ୍ତି ଏହି ୪ ଆଇପିଏଲ ଟିମ୍‌

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗତ ୫୨ ଦିନ ମଧ୍ୟରେ ୪ଟି ଟେଷ୍ଟ, ପାଞ୍ଚଟି ଟି-୨୦ ଏବଂ ତିନୋଟି ଏକଦିବସୀୟ ମ୍ୟାଚ୍‌ ଖେଳାଯାଇଥିଲା। ଟିମ ଇଣ୍ଡିଆ…

ଆଜି ଭାରତୀୟ କ୍ରିକେଟର୍‌ ଏକ ସ୍ମରଣୀୟ ଦିନ: ଜାଣନ୍ତୁ କ’ଣ ହୋଇଥିଲା

କ୍ରିକେଟ ପ୍ରେମୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। ୧୪ ବର୍ଷ ପୂର୍ବେ ଆଜି, ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଟେଷ୍ଟ କ୍ରିକେଟର୍‌ରେ ଇତିହାସ…