ରେକର୍ଡ ଭାଙ୍ଗିଲା ବର୍ଷା: ବିମାନବନ୍ଦରରେ ଆଣ୍ଠୁଏ ପାଣି

ନୂଆଦିଲ୍ଲୀ, ୧୧।୯: ରାଜଧାନୀ ଦିଲ୍ଲୀରେ ୪୬ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ହୋଇଛି। ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିବାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅଧିକାଂଶ ଅଞ୍ଚଳ…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧୧, ୨୦୨୧ )

ଭୁବନେଶ୍ୱରରେ ପାରାଲିମ୍ପିକ୍ସ  ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା   ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଚାଲିଛି ଟୀକାକରଣ ଓ କୋଭିଡ୍ ପରୀକ୍ଷା

ହତ୍ୟାର ପ୍ରତିଶୋଧ ନେଲେ ହତ୍ୟାରେ

ରାଉରକେଲା ଅଫିସ,୧୧ା୯: ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ରିମ୍‌ଝିମ୍‌ ବସ୍ତିରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟଣାରେ ଗୁରୁତର ହୋଇଥିବା ଯୁବକ ଜିତେନ୍ଦ୍ର ସା ଓରଫ ଗୋରେ (୩୯)ଙ୍କ ଚିକିତ୍ସାଧୀନ…

‘ପ୍ରତ୍ୟେକ ସ୍ଥାନରେ ପୋଲିସ ରହି ପାରିବ ନାହିଁ’

ମୁମ୍ବାଇ,୧୧।୯:“ପ୍ରତ୍ୟେକ ଅପରାଧସ୍ଥଳରେ ପୋଲିସ କଦାପି ଉପସ୍ଥିତ ରହିପାରିବ ନାହିଁ। ସୂଚନା ମିଳିବାର ୧୦ ମିନିଟ୍‌ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପାଲିସ…

ଲାଗିପାରୁନି ବ୍ରେକ୍‌, ୩ ଦିନରେ ୩୫୨ ପିଲା ପଜିଟିଭ

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ତେବେ ପିଲାଙ୍କ ସଂକ୍ରମଣରେ ବ୍ରେକ୍‌ ଲାଗିପାରୁ ନାହିଁ। ଗତ ୨୪ ଘଣ୍ଟାରେ ୬୩୦ ଜଣ ନୂତନ କରୋନା…

ଆଖି ବୁଝିଲେ ସାକିନାକା ବଳାତ୍କାର ପୀଡ଼ିତା

ମୁମ୍ବାଇ,୧୧।୯: ମୁମ୍ବାଇର ସାକିନାକା ଅଞ୍ଚଳରେ ଟେମ୍ପୋ ଭିତରେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର ପରେ ପୀଡ଼ିତାଙ୍କ ଯୌନାଙ୍ଗରେ ଅଭିଯୁକ୍ତ ଲୁହା ରଡ୍‌ ପୁରାଇ ଦେଇଥିଲେ। ଗୁରୁତର ଅବସ୍ଥାରେ…

ଚାଷୀଙ୍କ ଆକାଉଣ୍ଟକୁ ଗଲା ‘କାଳିଆ’ଯୋଜନା ଟଙ୍କା

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ନୂଆଁଖାଇ ଅବସରରେ ଚାଷୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ରବି ଫସଲ ପାଇଁ ଚାଷୀଙ୍କୁ କାଳିଆ ସହାୟତା ମିଳିଛି। ଆଜି ୩୭ ଲକ୍ଷ ଚାଷୀ ପରିବାରଙ୍କ…

ରାଜଧାନୀରେ କମୁନି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୧୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ…

ସ୍ତ୍ରୀଙ୍କୁ ମାଡ଼ମାରିବା ପରେ ନିଜ ଦେହରେ ନିଆଁ ଲାଗାଇଲେ ସ୍ବାମୀ

ଖଇରା,୧୧ା୯(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଅର୍ଜୁନପୁର ଗ୍ରାମର ଶିଶିର କୁମାର ପ୍ରଧାନ(୫୦) ନାମକ ବ୍ୟକ୍ତି ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଦେହରେ କିରୋସିନ…

ଆଇପିଏଲରୁ ଓହରିଲେ ୩ ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ,୧୧।୯: ଆସନ୍ତା ୧୯ ତାରିଖରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଥିବା ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରୁ ଜଣଙ୍କ ପରେ ଜଣେ ଇଂଲଣ୍ଡ…